ଶପଥ ନେଲେ ନବୀନଙ୍କ ନୂଆ ଟିମ୍। ଲୋକସେବା କନ୍ଭେନସନ ହଲରେ ନୂଆ ମନ୍ତ୍ରୀ ଶପଥ ନେଇଛନ୍ତି। ଏହାସହ ପୁରା ମନ୍ତ୍ରିମଣ୍ଡଳର ନବକଳେବର ହୋଇଛି। ନୂଆ ଟିମ୍ରେ ୧୩ଜଣଙ୍କୁ କ୍ୟାବିନେଟ ଓ ୮ଜଣଙ୍କୁ ସ୍ୱାଧୀନ ରାଷ୍ଟ୍ରମନ୍ତ୍ରୀ ପଦ ମିଳିଛି। ଜାଣନ୍ତୁ କାହାକୁ ମିଳିଲା କେଉଁ ବିଭାଗ।
18:47 PM
18:47 PM
17:18 PM
ଆଜି ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳର ସମସ୍ତ ମନ୍ତ୍ରୀ ଶପଥ ନେଇଛନ୍ତି , ଦେଖନ୍ତୁ କିଛି ଚିତ୍ର...
17:17 PM
17:16 PM
17:16 PM
17:16 PM
16:28 PM
15:39 PM
15:37 PM
15:31 PM
15:31 PM
15:30 PM
15:30 PM
15:30 PM
15:20 PM
କାହାକୁ ମିଳିଲା କେଉଁ ବିଭାଗ ? ଏହି ଲିଙ୍କ୍ରେ କ୍ଲିକ୍ କରି ଜାଣନ୍ତୁ...
15:19 PM
କ୍ୟାବିନେଟ୍ ମନ୍ତ୍ରୀ ଭାବରେ ନିରଞ୍ଜନ ପୂଜାରୀ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରମିଳା ମଲ୍ଲିକ, ଉଷା ଦେବୀ, ପ୍ରଫୁଲ୍ଲ ମଲ୍ଲିକ, ପ୍ରତାପ କେଶରୀ ଦେବ, ଜଗନ୍ନାଥ ସାରକା, ଅତନୁ ସବ୍ୟସାଚୀ ନାୟକ, ପ୍ରଦୀପ କୁମାର ଅମାତ, ନବକିଶୋର ଦାଶ, ଅଶୋକ ଚନ୍ଦ୍ର ପଣ୍ଡା, ଟୁକୁନି ସାହୁ ଓ ରାଜେନ୍ଦ୍ର ଢୋଲକିଆ ରହିଛନ୍ତି...ଆହୁରି ପଢ଼ନ୍ତୁ...
15:04 PM
15:04 PM
14:58 PM
14:58 PM
14:57 PM
14:57 PM
14:50 PM
14:50 PM
14:49 PM
14:13 PM
14:12 PM
14:07 PM
13:58 PM
ଆଜି ନବୀନଙ୍କ ନୂଆ ଟିମ୍ ଶପଥ ଗ୍ରହଣ କରିଛନ୍ତି। ମୋଟ୍ ୨୧ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। ସେମାନଙ୍କ ମଧ୍ୟରୁ ୧୩ ଜଣଙ୍କୁ କ୍ୟାବିନେଟ୍ ଓ ୮ ଜଣଙ୍କୁ ସ୍ୱାଧୀନ ରାଷ୍ଟ୍ର ମନ୍ତ୍ରୀ ଭାବେ ଦାୟିତ୍ୱ ମିଳିଛି। ୮ ଜଣଙ୍କୁ ସ୍ୱାଧୀନ ରାଷ୍ଟ୍ର ମନ୍ତ୍ରୀ ଭାବେ ଦାୟିତ୍ୱ ମିଳିଥିବା ବେଳେ ସେମାନଙ୍କ ମଧ୍ୟରୁ ୬ ଜଣ ନବୀନଙ୍କ ନୂଆ ଟିମ୍ରେ ପ୍ରଥମ ଥର ପାଇଁ ସ୍ଥାନ ପାଇ ଥିବାବେଳେ ୨ ଜଣ ପୁଣି ଥରେ ନିଜ ମନ୍ତ୍ରୀ ପଦ ବଜାୟ ରଖିଛନ୍ତି।
13:43 PM
13:43 PM
13:43 PM
13:27 PM
13:26 PM
13:26 PM
13:26 PM
13:25 PM
13:25 PM
13:25 PM
13:24 PM
13:24 PM
13:24 PM
13:23 PM
13:23 PM
13:22 PM
13:22 PM
13:13 PM
12:56 PM
12:48 PM
12:47 PM
12:47 PM
12:47 PM
12:46 PM
12:46 PM
12:46 PM
12:45 PM
12:45 PM
12:45 PM
12:44 PM
12:44 PM
12:44 PM
12:43 PM
12:43 PM
12:43 PM
12:42 PM
12:42 PM
12:41 PM
12:41 PM
12:41 PM
12:41 PM
12:40 PM
12:40 PM
12:40 PM
12:39 PM
12:39 PM
12:38 PM
12:38 PM
12:38 PM
12:37 PM
12:37 PM
12:37 PM
12:37 PM
12:36 PM
12:35 PM
12:35 PM
12:34 PM
12:34 PM
12:34 PM
12:34 PM
12:33 PM
12:33 PM
12:33 PM
12:32 PM
12:32 PM
12:32 PM
12:31 PM
12:31 PM
12:31 PM
12:30 PM
12:30 PM
12:30 PM
12:29 PM
12:29 PM
12:28 PM
12:28 PM
12:28 PM
12:27 PM
12:27 PM
12:27 PM
12:13 PM
ଆଜି ନବୀନଙ୍କ ନୂଆ ଟିମ୍ ଶପଥ ଗ୍ରହଣ କରିଛନ୍ତି। ପୁରା ମନ୍ତ୍ରିମଣ୍ଡଳର ନବକଳେବର ହୋଇଛି। ଆଜି ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ପାଇଁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
08:44 AM
ସମ୍ଭାବ୍ୟ ମନ୍ତ୍ରିମଣ୍ଡଳରେ ୯ଜଣଙ୍କୁ ପୁଣି ଥରେ ସ୍ଥାନ ମିଳିପାରେ। ନିରଞ୍ଜନ ପୂଜାରୀ, ପ୍ରଫୁଲ୍ଲ ମଲ୍ଲିକ, ଟୁକୁନି ସାହୁ, ନବ କିଶୋର ଦାଶ, ସମୀର ରଂଜନ ଦାଶ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଅଶୋକ ଚନ୍ଦ୍ର ପଣ୍ଡା, ଜଗନ୍ନାଥ ସାରକା ଓ ତୁଷାରକାନ୍ତି ବେହେରା ପୁଣି ଥରେ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇପାରନ୍ତି। ଏଥିସହ ୫ଜଣ ପୁରୁଣା ମୁହଁକୁ ପୁଣି ଥରେ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇପାରେ।
08:36 AM
ଆଜି ଶପଥ ନେବ ନବୀନଙ୍କ ନୂଆ ଟିମ୍। ପୁରା ମନ୍ତ୍ରିମଣ୍ଡଳର ହେବ ନବକଳେବର। ଏଥିପାଇଁ ୨୨ବର୍ଷର ଶାସନ କାଳରେ ପ୍ରଥମଥର ପାଇଁ ସବୁ ମନ୍ତ୍ରୀଙ୍କ ଇସ୍ତଫା ଦିଆଇଛନ୍ତି ମୁଖ୍ୟମନ୍ତ୍ରୀ। ଆଜି ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣର କାର୍ଯ୍ୟକ୍ରମ ରହିଛି। ଦିନ ୧୧ଟା ୪୫ରେ ଲୋକସେବା ଭବନ କନଭେନସନ୍ ହଲ୍ରେ ଶପଥଗ୍ରହଣ ଉତ୍ସବ ହେବ। ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳରେ ଆଜି ସାମିଲ ହୋଇପାରନ୍ତି ୨୧ ମନ୍ତ୍ରୀ।
08:31 AM
08:28 AM
ନୂଆ ମନ୍ତ୍ରିମଣ୍ଡଳରେ ୧୩ ଜଣଙ୍କୁ ମିଳିପାରେ କ୍ୟାବିନେଟ୍ ପାହ୍ୟା। ନିରଞ୍ଜନ ପୂଜାରୀ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରମିଳା ମଲ୍ଲିକ, ଉଷା ଦେବୀ, ପ୍ରଫୁଲ୍ଲ ମଲ୍ଲିକ, ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ, ପ୍ରଦୀପ ଅମାତ, ନବକିଶୋର ଦାସ, ଅଶୋକ ପଣ୍ଡା, ଟୁକୁନି ସାହୁ, ରାଜେନ୍ଦ୍ର ଢୋଲକିଆ, ଜଗନ୍ନାଥ ସାରକାଙ୍କୁ କ୍ୟାବିନେଟ ପାହ୍ୟା ମିଳିବାର ସମ୍ଭାବନା ରହିଛି।
08:26 AM
ମନ୍ତ୍ରିମଣ୍ଡଳର ସ୍ଥାନ କିଏ ପାଇବେ ଏହାର କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି। ସମ୍ଭାବ୍ୟ ମନ୍ତ୍ରୀମାନଙ୍କୁ ଫୋନ୍ କଲ୍ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ ହେବେ ମନ୍ତ୍ରୀ। ତାଙ୍କୁ ଫୋନ୍ କଲ୍ ଯାଇଥିବା ସୂଚନା ମିଳିଛି। ସେହିପରି ରାଜେନ୍ଦ୍ର ଢୋଲକିଆ ହେବେ ନୂଆ ମନ୍ତ୍ରୀ। ସେହିପରି ଆଳି ବିଧାୟକ ପ୍ରତାପ ଦେବଙ୍କୁ ଫୋନ୍ କଲ୍ ଯାଇଛି।
08:23 AM
ପାଓ୍ୱାର କରିଡରରେ ବଡ଼ ହଲ୍ଚଲ୍। ମନ୍ତ୍ରିମଣ୍ଡଳ ନବକଳେବରର ମାର୍ଗ ପ୍ରଶସ୍ତ କରିବା ପାଇଁ ବଡ଼ ମାଷ୍ଟର ଷ୍ଟ୍ରୋକ୍ ଖେଳିଛନ୍ତି ନବୀନ । ୨୨ ବର୍ଷର ଶାସନକାଳରେ ପ୍ରଥମଥର ପାଇଁ ସବୁ ମନ୍ତ୍ରୀଙ୍କ ଇସ୍ତଫା ଦିଆଇଛନ୍ତି ମୁଖ୍ୟମନ୍ତ୍ରୀ । ଏପରିକି ବାଚସ୍ପତି ମଧ୍ୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି ।
07:28 AM
ଇସ୍ତଫା ଦେଲେ ନବୀନଙ୍କ ସମସ୍ତ ମନ୍ତ୍ରୀ । ଜଣଙ୍କ ପରେ ଜଣେ ମନ୍ତ୍ରୀ ପାଖକୁ ଫୋନ୍ କଲ୍ ଯାଇଛି । ପ୍ରଥମଥର ପାଇଁ ନବୀନ ସରକାରରେ ସବୁ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ୨୦୨୪ ସାଧାରଣ ନିର୍ବାଚନକୁ ଫୋକସ୍ କରି ନୂଆ ଟିମ୍ ଗଢ଼ିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥର ନବୀନଙ୍କ ମନ୍ତ୍ରିମଣ୍ଡଳର ଆମୁଳଚୂଳ ପରବର୍ତ୍ତନ କରାଯିବ ।
07:26 AM
ରାଜ୍ୟରେ ବଦଳିବ କି ମନ୍ତ୍ରିମଣ୍ଡଳ ? ନବୀନଙ୍କ ମନ୍ତ୍ରିମଣ୍ଡଳ ଅଦଳବଦଳ ନେଇ ଚର୍ଚ୍ଚା ହେଉଛି । ତେବେ ବର୍ତ୍ତମାନ ସୁଦ୍ଧା ୨/୪ଜଣ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ଫୋନ୍ ଯାଇଥିବା ଚର୍ଚ୍ଚା । ରାଜା ସ୍ୱାଇଁ, ପ୍ରେମାନନ୍ଦ ନାୟକ, ରଘୁନନ୍ଦନ ଦାସ, ପଦ୍ମିନୀ ଦିଆନଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ହୋଇଥିବା ଚର୍ଚ୍ଚା ହେଉଛି । ତେବେ ଏନେଇ କିଛି ନିର୍ଦ୍ଦିଷ୍ଟ ଭାବେ ସୂଚନା ମିଳିନି । ଏହାରି ଭିତରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଇସ୍ତଫା ଦେଇଥିବା ଜଣାପଡ଼ିଛି । ସେ ଉପବାଚସ୍ପତିଙ୍କୁ ସେ ନିଜ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି ।
07:21 AM
ପାଓ୍ୱାର କରିଡରରେ ବଡ଼ ହଲ୍ଚଲ୍ ମନ୍ତ୍ରିମଣ୍ଡଳ । ନବକଳେବରର ମାର୍ଗ ପ୍ରଶସ୍ତ କରିବା ପାଇଁ ବଡ଼ ମାଷ୍ଟର ଷ୍ଟ୍ରୋକ୍ ଖେଳିଛନ୍ତି ନବୀନ । ୨୨ ବର୍ଷର ଶାସନକାଳରେ ପ୍ରଥମଥର ପାଇଁ ସବୁ ମନ୍ତ୍ରୀଙ୍କ ଇସ୍ତଫା ଦିଆଇଛନ୍ତି ମୁଖ୍ୟମନ୍ତ୍ରୀ । ଏପରିକି ବାଚସ୍ପତି ମଧ୍ୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି ।