Advertisment

Live Updates: ନବୀନଙ୍କ ନୂଆ ଟିମ୍‌: ମନ୍ତ୍ରୀଙ୍କୁ ମିଳିଲା ବିଭାଗ

ଶପଥ ନେଲେ ନବୀନଙ୍କ ନୂଆ ଟିମ୍। ଲୋକସେବା କନ୍‌ଭେନସନ ହଲରେ ନୂଆ

ଅଦ୍ୟତନ ହୋଇଛି
Odisha Cabinet Reshuffle

Odisha Cabinet Reshuffle

Advertisment

ଶପଥ ନେଲେ ନବୀନଙ୍କ ନୂଆ ଟିମ୍। ଲୋକସେବା କନ୍‌ଭେନସନ ହଲରେ ନୂଆ ମନ୍ତ୍ରୀ ଶପଥ ନେଇଛନ୍ତି। ଏହାସହ ପୁରା ମନ୍ତ୍ରିମଣ୍ଡଳର ନବକଳେବର ହୋଇଛି। ନୂଆ ଟିମ୍‌ରେ ୧୩ଜଣଙ୍କୁ କ୍ୟାବିନେଟ ଓ ୮ଜଣଙ୍କୁ ସ୍ୱାଧୀନ ରାଷ୍ଟ୍ରମନ୍ତ୍ରୀ ପଦ ମିଳିଛି। ଜାଣନ୍ତୁ କାହାକୁ ମିଳିଲା କେଉଁ ବିଭାଗ।

Advertisment
  • Jun 05, 2022 18:47 IST

    ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳରେ ୧୩ ଜଣଙ୍କୁ କ୍ୟାବିନେଟ ପାହ୍ୟା

  • Jun 05, 2022 18:47 IST

    ନବଗଠିତ ମନ୍ତ୍ରିମଣ୍ଡଳର ସବୁ ସଦସ୍ୟ ନବୀନ ନିବାସରେ ଉପସ୍ଥିତ

  • Jun 05, 2022 17:18 IST

    ଶପଥ ନେଲେ ନବୀନଙ୍କ ନୂଆ ଟିମ୍‌

    ଆଜି ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳର ସମସ୍ତ ମନ୍ତ୍ରୀ ଶପଥ ନେଇଛନ୍ତି , ଦେଖନ୍ତୁ କିଛି ଚିତ୍ର...

  • Jun 05, 2022 17:17 IST

    ନବୀନ ନିବାସରେ ପହଞ୍ଚୁଛନ୍ତି ନବଗଠିତ ମନ୍ତ୍ରିମଣ୍ଡଳର ସଦସ୍ୟ

  • Jun 05, 2022 17:16 IST

    ମହିଳା ଓ ଶିଶୁ ବିକାଶ ଅତି ଗୁରୁତ୍ୱପୂର୍ଣ୍ଣ ବିଭାଗ: ମୁଖ୍ୟମନ୍ତ୍ରୀ ହେବା ଦିନରୁ କେବଳ ଲୋକଙ୍କ ପାଇଁ କାମ କରିଚାଲିଛନ୍ତି ନବୀନ

  • Jun 05, 2022 17:16 IST

    କିଛି ମନ୍ତ୍ରୀଙ୍କ ବିଭାଗ ବଦଳିଲା,ଅଧିକାଂଶ ନୂଆ ଚେହେରା ସାମ୍ନାକୁ ଆସିଲା

  • Jun 05, 2022 17:16 IST

    ବିଦା ହେଲେ ବିବାଦୀୟ ମନ୍ତ୍ରୀ...ଏଥର ନୂଆ ଚେହେରାଙ୍କୁ ନେଇ ଗଠନ ହେଲା ମନ୍ତ୍ରିମଣ୍ଡଳ

  • Jun 05, 2022 16:28 IST

    ଆଜି ସନ୍ଧ୍ୟା ୫ଟାରେ ନବଗଠିତ ମନ୍ତ୍ରିମଣ୍ଡଳର ସମସ୍ତ ମନ୍ତ୍ରୀ ନବୀନ ନିବାସ ଯିବେ

  • Jun 05, 2022 15:39 IST

    କ୍ୟାବିନେଟ ମନ୍ତ୍ରୀ ଓ ରାଷ୍ଟ୍ରମନ୍ତ୍ରୀଙ୍କ ତାଲିକା...

  • Jun 05, 2022 15:37 IST

    ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳରେ କେଉଁ ମନ୍ତ୍ରୀଙ୍କୁ ମିଳିଲା କେଉଁ ବିଭାଗ, ଜାଣନ୍ତୁ

  • Jun 05, 2022 15:31 IST

    ମୁଖ୍ୟମନ୍ତ୍ରୀ ମତେ ଗୁରୁତ୍ୱପୂର୍ଣ୍ଣ ବିଭାଗ ଦେଇଛନ୍ତି: ସରକାରଙ୍କ ପ୍ରତ୍ୟେକ କାର୍ଯ୍ୟକ୍ରମକୁ ମୁଁ ଆଗେଇ ନେବି : ଟୁକୁନି ସାହୁ

  • Jun 05, 2022 15:31 IST

    ଶପଥ ଗ୍ରହଣ କରିଛନ୍ତି ନବୀନଙ୍କ ନୂଆ ଟିମ୍‌ର ସମସ୍ତ ମନ୍ତ୍ରୀ...ଦେଖନ୍ତୁ ଫଟୋ..

  • Jun 05, 2022 15:30 IST

    ଶିକ୍ଷାକୁ ସବୁ ବେଳେ ଗୁରୁତ୍ୱ ଦିଅନ୍ତି ନବୀନ ବାବୁ: ଉଚ୍ଚଶିକ୍ଷାର ବିକାଶ ପାଇଁ କାମ କରିବି: ରୋହିତ ପୂଜାରୀ

  • Jun 05, 2022 15:30 IST

    ବିପର୍ଯ୍ୟୟ ପରିଚାଳନାରେ ନବୀନ ବାବୁ ଦେଶରେ ଉଦାହରଣ ସୃଷ୍ଟି କରିଛନ୍ତି: ସେଇ ଉଦାହରଣକୁ ଆଗକୁ ଆହୁରି ଭଲରେ ବଜାୟ ରଖିବୁ: ପ୍ରମିଳା ମଲ୍ଲିକ

  • Jun 05, 2022 15:30 IST

    ନବୀନ ବାବୁ ମତେ ଯେତେବେଳେ ଯେଉଁ ଦାୟିତ୍ୱ ଦେଇଛନ୍ତି ମୁଁ ସବୁ ଦାୟିତ୍ୱକୁ ଭଲରେ ପାଳନ କରିଛି

  • Jun 05, 2022 15:20 IST

    ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳରେ କାହାକୁ କେଉଁ ବିଭାଗ ? ଅର୍ଥମନ୍ତ୍ରୀ ହେଲେ ନିରଞ୍ଜନ ପୂଜାରୀ

    କାହାକୁ ମିଳିଲା କେଉଁ ବିଭାଗ ? ଏହି ଲିଙ୍କ୍‌ରେ କ୍ଲିକ୍‌ କରି ଜାଣନ୍ତୁ...

  • Jun 05, 2022 15:19 IST

    ରାଜ୍ୟ ମନ୍ତ୍ରିମଣ୍ଡଳର ନବକଳେବର : ନବୀନଙ୍କ ନୂଆ ଟିମକୁ ଫେରିଲେ ପୁରୁଣା ହେଭିୱେଟ୍ ପ୍ରମିଳା, ପ୍ରତାପ, ଉଷା ଓ ଅତନୁ

    କ୍ୟାବିନେଟ୍ ମନ୍ତ୍ରୀ ଭାବରେ ନିରଞ୍ଜନ ପୂଜାରୀ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରମିଳା ମଲ୍ଲିକ, ଉଷା ଦେବୀ, ପ୍ରଫୁଲ୍ଲ ମଲ୍ଲିକ, ପ୍ରତାପ କେଶରୀ ଦେବ, ଜଗନ୍ନାଥ ସାରକା, ଅତନୁ ସବ୍ୟସାଚୀ ନାୟକ, ପ୍ରଦୀପ କୁମାର ଅମାତ, ନବକିଶୋର ଦାଶ, ଅଶୋକ ଚନ୍ଦ୍ର ପଣ୍ଡା, ଟୁକୁନି ସାହୁ ଓ ରାଜେନ୍ଦ୍ର ଢୋଲକିଆ ରହିଛନ୍ତି...ଆହୁରି ପଢ଼ନ୍ତୁ...

  • Jun 05, 2022 15:04 IST

    ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳରେ ଜାଣନ୍ତୁ କାହାକୁ ମିଳିଲା କେଉଁ ବିଭାଗ?

  • Jun 05, 2022 15:04 IST

    ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳରେ ଏହି ମନ୍ତ୍ରୀଙ୍କୁ ମିଳିଲା ଏଇ ବିଭାଗ

  • Jun 05, 2022 14:58 IST

    #କାହାକୁ_ମିଳିଲା_କେଉଁ_ବିଭାଗ

  • Jun 05, 2022 14:58 IST

    ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳରେ କାହାକୁ କେଉଁ ବିଭାଗ ? ଅର୍ଥମନ୍ତ୍ରୀ ହେଲେ ନିରଞ୍ଜନ ପୂଜାରୀ

  • Jun 05, 2022 14:57 IST

    ଜାଣନ୍ତୁ କାହାକୁ ମିଳାଲା କେଉଁ ଦାୟିତ୍ୱ..

  • Jun 05, 2022 14:57 IST

    ବଣ୍ଟା ହେଇଗଲା ମନ୍ତ୍ରୀ ପଦ। ଦେଖନ୍ତୁ କାହାକୁ ମିଳିଲା କେଉଁ ବିଭାଗ

  • Jun 05, 2022 14:50 IST

    ଜାଣନ୍ତୁ କାହାକୁ ମିଳାଲା କେଉଁ ଦାୟିତ୍ୱ...

  • Jun 05, 2022 14:50 IST

    #କାହାକୁ_ମିଳିଲା_କେଉଁ_ବିଭାଗ#କ୍ୟାବିନେଟ୍_ମନ୍ତ୍ରୀ_ତାଲିକା

  • Jun 05, 2022 14:49 IST

    ଜଗନ୍ନାଥ ସାରକା- ଆଦିବାସୀ କଲ୍ୟାଣ ମନ୍ତ୍ରୀ

  • Jun 05, 2022 14:13 IST

    ଜାଣନ୍ତୁ, ୧୩ କ୍ୟାବିନେଟ୍ ଓ ୮ ସ୍ୱାଧୀନ ରାଷ୍ଟ୍ର ମନ୍ତ୍ରୀଙ୍କୁ କେଉଁ କେଉଁ ବିଭାଗର ଦାୟିତ୍ୱ ମିଳିଛି...

  • Jun 05, 2022 14:12 IST

    #କାହାକୁ_ମିଳିଲା_କେଉଁ_ବିଭାଗ

  • Jun 05, 2022 14:07 IST

    #କାହାକୁ_ମିଳିଲା_କେଉଁ_ବିଭାଗ#କ୍ୟାବିନେଟ୍_ମନ୍ତ୍ରୀ_ତାଲିକା

  • Jun 05, 2022 13:58 IST

    ନବୀନଙ୍କ ନୂଆ ଟିମ୍‌ରେ ୮ ରାଷ୍ଟ୍ର ମନ୍ତ୍ରୀ: ୨ ଜଣ ମନ୍ତ୍ରୀ ପଦ ବଜାୟ ରଖିଲେ, ୬ ଜଣଙ୍କୁ ମିଳିଲା ସୁଯୋଗ

    ଆଜି ନବୀନଙ୍କ ନୂଆ ଟିମ୍ ଶପଥ ଗ୍ରହଣ କରିଛନ୍ତି। ମୋଟ୍ ୨୧ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। ସେମାନଙ୍କ ମଧ୍ୟରୁ ୧୩ ଜଣଙ୍କୁ କ୍ୟାବିନେଟ୍ ଓ ୮ ଜଣଙ୍କୁ ସ୍ୱାଧୀନ ରାଷ୍ଟ୍ର ମନ୍ତ୍ରୀ ଭାବେ ଦାୟିତ୍ୱ ମିଳିଛି। ୮ ଜଣଙ୍କୁ ସ୍ୱାଧୀନ ରାଷ୍ଟ୍ର ମନ୍ତ୍ରୀ ଭାବେ ଦାୟିତ୍ୱ ମିଳିଥିବା ବେଳେ ସେମାନଙ୍କ ମଧ୍ୟରୁ ୬ ଜଣ ନବୀନଙ୍କ ନୂଆ ଟିମ୍‌ରେ ପ୍ରଥମ ଥର ପାଇଁ ସ୍ଥାନ ପାଇ ଥିବାବେଳେ ୨ ଜଣ ପୁଣି ଥରେ ନିଜ ମନ୍ତ୍ରୀ ପଦ ବଜାୟ ରଖିଛନ୍ତି। 

    ଆହୁରି ପଢ଼ନ୍ତୁ...

  • Jun 05, 2022 13:43 IST

    ମନ୍ତ୍ରୀ ଭାବରେ ଶପଥ ନେବା ପରେ ଶୁଣନ୍ତୁ କଣ କହୁଛନ୍ତି ନୂଆ ମନ୍ତ୍ରୀ....

  • Jun 05, 2022 13:43 IST

    କେନ୍ଦ୍ରାପଡ଼ାରେ କିଏ ମନ୍ତ୍ରୀ ନଥିଲେ ବି ବିକାଶ ଅଟକିନଥିଲା...ଏବେ ଆହୁରି ଅଧିକ ବିକାଶ ହେବ : ଅତନୁ

  • Jun 05, 2022 13:43 IST

    ମନ୍ତ୍ରୀ ପଦ ପାଇବା ପରେ କାନ୍ଦି ପକାଇଲେ ମନ୍ତ୍ରୀ ଜଗନ୍ନାଥ ସାରକା

  • Jun 05, 2022 13:27 IST

    ନବୀନଙ୍କ ନୂଆ ଟିମ୍‌ର ଏମାନେ ହେଲେ ରାଷ୍ଟ୍ର ମନ୍ତ୍ରୀ

  • Jun 05, 2022 13:26 IST

    ମୁଁ ଶ୍ରୀ ସମୀର ରଂଜନ ଦାସ...ଇଶ୍ୱରଙ୍କ ନାଁରେ ଶପଥ ନେଉଛି...ଏମିତି ଶପଥ ନେଲେ ସମୀର...

  • Jun 05, 2022 13:26 IST

    ମୁଁ ଶ୍ରୀ ଅତନୁ ସବ୍ୟସାଚ୍ଚୀ ନାୟକ...ଇଶ୍ୱରଙ୍କ ନାଁରେ ଶପଥ ନେଉଛି...ଏମିତି ଶପଥ ନେଲେ ଅତନୁ...

  • Jun 05, 2022 13:26 IST

    ମୁଁ ଶ୍ରୀ ପ୍ରଫୁଲ୍ଲ ମଲ୍ଲିକ...ଇଶ୍ୱରଙ୍କ ନାଁରେ ଶପଥ ନେଉଛି...ଏମିତି ଶପଥ ନେଲେ ପ୍ରଫୁଲ୍ଲ...

  • Jun 05, 2022 13:25 IST

    ମୁଁ ଶ୍ରୀମତି ପ୍ରମିଳା ମଲ୍ଲିକ...ଇଶ୍ୱରଙ୍କ ନାଁରେ ଶପଥ ନେଉଛି...ଏମିତି ଶପଥ ନେଲେ ପ୍ରମିଳା...

  • Jun 05, 2022 13:25 IST

    ମୁଁ ଶ୍ରୀ ପ୍ରତାପ ଦେବ..ଇଶ୍ୱରଙ୍କ ନାଁରେ ଶପଥ ନେଉଛି...ଏମିତି ଶପଥ ନେଲେ ପ୍ରତାପ..

  • Jun 05, 2022 13:25 IST

    ମୁଁ ଶ୍ରୀମତି ଉଷା ଦେବୀ...ଇଶ୍ୱରଙ୍କ ନାଁରେ ଶପଥ ନେଉଛି...ଏମିତି ଶପଥ ନେଲେ ଉଷା...

  • Jun 05, 2022 13:24 IST

    ମୁଁ ଶ୍ରୀ ଅଶୋକ ପଣ୍ଡା...ଇଶ୍ୱରଙ୍କ ନାଁରେ ଶପଥ ନେଉଛି...ଏମିତି ଶପଥ ନେଲେ ଅଶୋକ..

  • Jun 05, 2022 13:24 IST

    ମୁଁ ଶ୍ରୀ ନବ ଦାସ...ଇଶ୍ୱରଙ୍କ ନାଁରେ ଶପଥ ନେଉଛି...ଏମିତି ଶପଥ ନେଲେ ନବ...

  • Jun 05, 2022 13:24 IST

    ମୁଁ ଶ୍ରୀ ପ୍ରଦୀପ ଅମାତ୍‌, ଇଶ୍ୱରଙ୍କ ନାଁରେ ଶପଥ ନେଉଛି କି...

  • Jun 05, 2022 13:23 IST

    ମୁଁ ଶ୍ରୀ ରାଜେନ୍ଦ୍ର ଢୋଲକିଆ...ଇଶ୍ୱରଙ୍କ ନାଁରେ ଶପଥ ନେଉଛି...ଏମିତି ଶପଥ ନେଲେ ରାଜେନ୍ଦ୍ର...

  • Jun 05, 2022 13:23 IST

    ମୁଁ ଶ୍ରୀମତି ଟୁକୁନି ସାହୁ...ଇଶ୍ୱରଙ୍କ ନାଁରେ ଶପଥ ନେଉଛି...ଏମିତି ଶପଥ ନେଲେ ଟୁକୁନି...

  • Jun 05, 2022 13:22 IST

    ମୁଁ ଶ୍ରୀ ଅଶ୍ୱିନୀ ପାତ୍ର...ଇଶ୍ୱରଙ୍କ ନାଁରେ ଶପଥ ନେଉଛି...ଏମିତି ଶପଥ ନେଲେ ଅଶ୍ୱିନୀ...

  • Jun 05, 2022 13:22 IST

    ମୁଁ ଶ୍ରୀ ପ୍ରୀତିରଂଜନ ଘଡ଼ାଇ...ଇଶ୍ୱରଙ୍କ ନାଁରେ ଶପଥ ନେଉଛି...ଏମିତି ଶପଥ ନେଲେ ପ୍ରୀତିରଂଜନ...

  • Jun 05, 2022 13:13 IST

    ନବୀନଙ୍କ ନୂଆ ଟିମ୍‌ର ଏମାନେ ହେଲେ କ୍ୟାବିନେଟ୍ ମନ୍ତ୍ରୀ

  • Jun 05, 2022 12:56 IST

    ରାଷ୍ଟ୍ରମନ୍ତ୍ରୀ ଭାବରେ ଶପଥ ନେଲେ ବାସନ୍ତୀ ହେମ୍ବ୍ରମ

  • Jun 05, 2022 12:48 IST

    ରାଷ୍ଟ୍ରମନ୍ତ୍ରୀ ଭାବରେ ଶପଥ ନେଲେ ଅଶ୍ୱିନୀ ପାତ୍ର

Odisha Cabinet Expansion
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ