4th Phase Election
ଓଡ଼ିଶାରେ ଚାଲିଛି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ। ବାଜିରେ ଲାଗିଛି ବହୁ ହେଭିୱେଟଙ୍କ ଭାଗ୍ୟ । ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର ଭଳି ୬ ସଂସଦୀୟ କ୍ଷେତ୍ର ଏବଂ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନ ପାଇଁ ଚାଲିଛି ମତଦାନ । ଏହି ପର୍ଯ୍ୟାୟରେ ଅଧିକାଂଶ ସିଟରେ ଦେଖିବାକୁ ମିଳିବ ବିଗ୍ ଫାଇଟ୍ । କେନ୍ଦ୍ରାପଡ଼ାରେ ବିଜେପିର ବୈଜୟନ୍ତ ପଣ୍ଡାଙ୍କ ସହ ବିଜେଡିର ଅଂଶୁମାନ ମହାନ୍ତିଙ୍କ ସହ ହେବ କଡ଼ା ଫାଇଟ୍ । ସେହିଭଳି ଯାଜପୁର, ଭଦ୍ରକ, ଜଗତସିଂହପୁର, ବାଲେଶ୍ୱର, ମୟୁରଭଞ୍ଜ ଲୋକସଭାରେ ବି ହେବ କଡ଼ା ଫାଇଟ୍ । ସେଥିମଧ୍ୟରୁ କିଛି ଆସନରେ ଡାଇରେକ୍ଟ ବିଜେଡି-ବିଜେପି ମଧ୍ୟରେ କଡ଼ା ଫାଇଟ୍ ହେଉଥିବା ବେଳେ ବାଲେଶ୍ୱରରେ କଂଗ୍ରେସର ଦବ୍ଦବା ରହିଥିବା ଦେଖାଯାଇଛି । ତେଣୁ ଏଠାରେ ତ୍ରିମୁଖୀ ଲଢ଼େଇ ଦେଖିବାକୁ ମିଳିଛି । ତେବେ ଏହି ଭୋଟ୍ ସଂକ୍ରାନ୍ତ ଟିକିନିଖି ଖବର ଜାଣିବାକୁ ଲଗ୍ ଇନ୍ କରନ୍ତୁ otvkhabar.in
- Jun 01, 2024 17:52 IST
ଅପରାହ୍ନ ୫ଟା ସୁଦ୍ଧା ୬୨.୪୬% ଭୋଟିଂ
- Jun 01, 2024 17:43 IST
ଶେଷ ପର୍ଯ୍ୟାୟ ଭୋଟ୍: ସହଯୋଗର ହାତ ବଢାଇଛନ୍ତି ଏନସିସି କ୍ୟାଡେଟ
- Jun 01, 2024 17:43 IST
ପ୍ରଥମଥର ଭୋଟ ଦେଉଥିବା ଯୁବକ ଯୁବତୀଙ୍କ ମଧ୍ୟରେ ଉତ୍ସାହ
- Jun 01, 2024 17:42 IST
ଭୋଟ ଦେଲେ ଦାସ ଦମ୍ପତି
- Jun 01, 2024 17:41 IST
ଶୋଭାଯାତ୍ରା କରି ବୁଥରେ ପହଞ୍ଚିଲେ ଯୁବ ଭୋଟର
- Jun 01, 2024 17:06 IST
ବୁଥ ପରିସରରେ ବିଧାୟକ ହଟହଟା
- Jun 01, 2024 17:05 IST
ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ବିରୋଧ
- Jun 01, 2024 17:03 IST
ଭୋଟରଙ୍କ ପାଇଁ ଦହି ସର୍ବତ
- Jun 01, 2024 17:03 IST
ନିଆଳି ବିଜେଡି ବିଧାୟକ ପ୍ରାର୍ଥୀ ପ୍ରମୋଦ ମଲ୍ଲିକଙ୍କୁ ବିରୋଧ
- Jun 01, 2024 16:54 IST
ଭୋଟ ଦେଉଛି ଟ୍ରଫି
- Jun 01, 2024 16:53 IST
ବିଜେଡିର ଗୁଣ୍ଡାରାଜ ବିରୋଧରେ ଝାଡିଦେଇଗଲେ
- Jun 01, 2024 16:45 IST
ଦିନ ୩ଟା ସୁଦ୍ଧା ୪୯.୭୭% ଭୋଟିଂ
- Jun 01, 2024 16:44 IST
୫ ବର୍ଷରେ ଥରେ ମାନେ ନିଶ୍ଚୟ ଦେବୁ
- Jun 01, 2024 16:44 IST
ଯବାନଙ୍କୁ ବି ଛାଡିଲେନି ବିଜେଡି କର୍ମୀ
- Jun 01, 2024 16:42 IST
ଆମେ ଭୋଟ୍ ଦେଲୁ
- Jun 01, 2024 16:13 IST
ପ୍ରିଜାଇଡିଂ ଅଫିସର ନିଲମ୍ବିତ
- Jun 01, 2024 16:12 IST
ଧାଡ଼ିରେ ଠିଆ ହୋଇ ଭୋଟ ଦେଲେ ରାଜ ପରିବାର
- Jun 01, 2024 16:11 IST
ବିଜେପି ବୁଥ୍ ସଭାପତିଙ୍କୁ ଛୁରାମାଡ଼
- Jun 01, 2024 16:05 IST
ଦିନ ୩ଟା ସୁଦ୍ଧା ୪୯.୭୭% ଭୋଟିଂ
- Jun 01, 2024 15:41 IST
ସାଲେପୁର ମାନ ଶାସନ ୧୮୪-୧୮୫ ବୁଥ୍ରେ ନିର୍ବାଚନୀ ହିଂସା
- Jun 01, 2024 15:14 IST
ବୁଥ୍ କ୍ୟାପଚର କରି ସେଠି ଆତଙ୍କରାଜ ଚଳାଇଥିବା ଅଭିଯୋଗ ଆଣିଲେ ଅରିନ୍ଦମ ରାୟ
- Jun 01, 2024 15:08 IST
ନିଆଳି ପ୍ରିଜାଇଡିଂ ଅଧିକାରୀ ନିଲମ୍ବିତ
- Jun 01, 2024 15:07 IST
ବିଜେପି ବୁଥ୍ ସଭାପତିଙ୍କୁ ଛୁରାମାଡ଼
- Jun 01, 2024 15:06 IST
ଧାମନଗର: ତାଳପଦା ବୁଥ୍ରେ ଚାପା ଉତ୍ତେଜନା
- Jun 01, 2024 15:05 IST
ନନା ଚଲେଇଲେ ଟୁଇଁ ସାଇକେଲ...
- Jun 01, 2024 14:54 IST
ପନିକି ଗୁଣ୍ଡା କିଏ?
- Jun 01, 2024 14:45 IST
ପେସେଣ୍ଟ ସହିତ ପାତର ଅନ୍ତର କାହିଁକି ହେଉଛି?
- Jun 01, 2024 14:42 IST
୮ ମାସର ଗର୍ଭବତୀ SP, ହେଲେ ଶାନ୍ତିରେ ନିର୍ବାଚନ ପାଇଁ କରୁଛନ୍ତି ଡ୍ୟୁଟି
ନିବାକୁ ପଡ଼ିବ । ଲୋକଙ୍କ ପାଇଁ ଆଜି ଏମିତି ଅବସ୍ଥାରେ ବି ସେ ଖଟୁଛନ୍ତି । କେମିତି ଶାନ୍ତିରେ ଲୋକ ଘରୁ ବାହାରିକି ଆସିବେ, ଆଉ ଗଣତନ୍ତ୍ରର ମହାପର୍ବରେ ଭୋଟ ଦେବେ । ଆଉ ସୁରକ୍ଷିତ ଘରକୁ ଫେରିବେ । କୌଣସି ଦଳୀୟ କର୍ମୀ ଯେମିତି କୌଣସି ଭୋଟରଙ୍କୁ ହଇରାଣ ହରକତ କରିବେ ନାହିଁ । କିମ୍ବା ହିଂସାକାଣ୍ଡ ଘଟିବ ନାହିଁ । ସେଥିପାଇଁ ସେ ପଟରେ ୮ ମାସର ଛୁଆକୁ ଧରି ଡ୍ୟୁଟି କରୁଛନ୍ତି । ଅଧିକ ପଢ଼ନ୍ତୁ ...
- Jun 01, 2024 14:41 IST
ଶାରୀରିକ ଅସୁସ୍ଥତା ସତ୍ତ୍ୱେ ହୁଇଲ୍ ଚେୟାରରେ ଆସି ଭୋଟ୍ ଦେଲେ ବର୍ଷିଆନ ନେତା ସୁରେନ୍ଦ୍ରନାଥ ନାୟକ।
- Jun 01, 2024 14:41 IST
ବୁଥ୍ ଭିତରକୁ କିଏ ଆଣିଲା ପନିକି? କିଏ କହୁଛି ଗୋଡେଇ ଗୋଡେଇ ହାଣିବେ?
- Jun 01, 2024 14:40 IST
ବିଜେପି ଏଜେଣ୍ଟଙ୍କୁ ପନିକିରେ ହାଣିଲେ!
- Jun 01, 2024 14:39 IST
ଅନ୍ତିମ ପର୍ଯ୍ୟାୟ ଭୋଟ୍, ଦିନ ୧ଟା ସୁଦ୍ଧା ଓଡ଼ିଶାରେ ୩୭.୬୪ % ଭୋଟିଂ
ଜ୍ୟରେ ଆଜି ଜାରି ରହିଛି ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ୍ । ଆଜି ୬ ଲୋକସଭା ଆସନ କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ଯାଜପୁର, ବାଲେଶ୍ୱର ଏବଂ ମୟୂରଭଂଜ ସମେତ ଏହା ଅଧୀନରେ ଥିବା ୪୨ ବିଧାନସଭା ଆସନ ପାଇଁ ମତଦାନ ହେଉଛି । ସକାଳ ୭ରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି ଭୋଟ୍ ଗ୍ରହଣ । ଅଧିକ ପଢ଼ନ୍ତୁ ...
- Jun 01, 2024 14:37 IST
ବିଜେପି ଏଜେଣ୍ଟଙ୍କୁ ପନିକିରେ ହାଣିଲେ!
- Jun 01, 2024 14:34 IST
ସାଲେପୁରରେ ନିର୍ବାଚନୀ ହିଂସା, ବିଜେପି ଏଜେଣ୍ଟଙ୍କୁ ପନିକିରେ ହାଣିଲେ
କେନ୍ଦ୍ରାପଡ଼ା ଲୋକସଭା ଅର୍ନ୍ତଗତ ସାଲେପୁର ବିଧାନସଭା ଆସନରେ ନିର୍ବାଚନୀ ହିଂସା । ମାଳଶାସନ ୧୮୪, ୧୮୫ ବୁଥ୍ରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ବିଜେପି ବିଧାୟକ ପ୍ରାର୍ଥୀଙ୍କ ଏଜେଣ୍ଟ ଓ ୩ ସମର୍ଥକଙ୍କୁ ବିଜେଡି କର୍ମୀ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି । ଅଧିକ ପଢ଼ନ୍ତୁ...
- Jun 01, 2024 14:32 IST
ବୁଥ୍ ଭିତରକୁ କିଏ ଆଣିଲା ପନିକି? କିଏ କହୁଛି ଗୋଡେଇ ଗୋଡେଇ ହାଣିବେ?
- Jun 01, 2024 14:31 IST
ଅସୁସ୍ଥତା ସତ୍ତ୍ୱେ ଭୋଟ୍ ଦେଲେ ବର୍ଷିଆନ ନେତା ସୁରେନ୍ଦ୍ରନାଥ ନାୟକ
- Jun 01, 2024 14:30 IST
EVM ଗୁରୁତର ସମସ୍ୟା ନୁହେଁ: ସିଇଓ
- Jun 01, 2024 14:28 IST
ଶାରୀରିକ ଅସୁସ୍ଥତା ସତ୍ତ୍ୱେ ହୁଇଲ୍ ଚେୟାରରେ ଆସି ଭୋଟ୍ ଦେଲେ ବର୍ଷିଆନ ନେତା ସୁରେନ୍ଦ୍ରନାଥ ନାୟକ।
- Jun 01, 2024 14:27 IST
'ସବୁ ପ୍ରକାରର ବ୍ୟବସ୍ଥା ଖୁବ୍ ଭଲ ହେଇଛି । ବୁଥରେ ବସ୍କଙ୍କ ଲାଗି ହେଉ ସ୍ୱତନ୍ତ୍ର ବ୍ୟବ୍ୟସ୍ଥା'
- Jun 01, 2024 14:23 IST
ଭଦ୍ରକ: ଲୋକସଭା ଇଭିଏମ୍ରେ ତ୍ରୁଟି, ବନ୍ଦ ରହିଛି ମତଦାନ
- Jun 01, 2024 14:22 IST
ବିଜେପି ଏଜେଣ୍ଟଙ୍କୁ ପନିକିରେ ହାଣିଲେ
- Jun 01, 2024 14:20 IST
'ବୟସ୍କଙ୍କ ଲାଗି ହେଉ ସ୍ୱତନ୍ତ୍ର ବ୍ୟବସ୍ଥା'
- Jun 01, 2024 14:17 IST
‘ଲୋକଙ୍କୁ ବଭିନ୍ନ ଉପାୟରେ ପ୍ରଲୋଭିତ କରାଯାଉଛି। ସରକାରୀ କଳ ସାହାଯ୍ୟରେ ଟଙ୍କା ବଣ୍ଟା କରିବା ସହ ଭୋଟ୍ ପାର ହେବା ପାଇଁ ଉଦ୍ୟମ ହେଉଛି।
- Jun 01, 2024 14:16 IST
ପ୍ରବଳ ଗରମ, ଗୁଳୁଗୁଳିରେ ବି ଲୋକ ଧାଡ଼ିରେ ଛିଡ଼ା ହୋଇ ଦେଲେ ଭୋଟ୍ । ଯାଜପୁର କୋରେଇର ଏକ ନିର୍ବାଚନ ମଣ୍ଡଳୀର ଦେଖନ୍ତୁ ଏ ଦୃଶ୍ୟ...
- Jun 01, 2024 14:16 IST
ରାଜ୍ୟରେ ଶେଷ ପର୍ଯ୍ୟାୟ ମତଦାନ ଜାରି ରହିଛି । ଦିନ ୧ଟା ସୁଦ୍ଧା ୩୭.୬୪% ଭୋଟିଂ ...
/odishatv-khabar/media/post_attachments/v/t39.30808-6/445351583_502662335739527_618129426892738145_n.jpg)
- Jun 01, 2024 14:16 IST
'ଆଳି କନିକାର ଲୋକ ବହୁତ ଉତ୍ସାହିତ ଅଛନ୍ତି । ସେମାନେ ପରିବର୍ତ୍ତନ ଚାହୁଁଛନ୍ତି ବୋଲି ଭୋଟ୍ ଦେବାକୁ ଆସଉଛନ୍ତି।'
- Jun 01, 2024 14:15 IST
ବୁଥ୍ ବୁଲି ଦେଖିଲେ ବୈଜୟନ୍ତ ପଣ୍ଡା, ଲୋକଙ୍କୁ ପଚାରିଲେ କିଛି ଅସୁବିଧା ନାହିଁ ତ ?
- Jun 01, 2024 14:15 IST
ମତଦାନ ପୂର୍ବରୁ ମନୋସ୍କାମନା ପୂର୍ଣ୍ଣ ପାଇଁ ପୂଜା କଲେ ମାନସ ଦତ୍ତ
- Jun 01, 2024 14:13 IST
'ନିର୍ବାଚନରେ ଆଉ ସ୍ୱଚ୍ଛତା ନାହିଁ'
- Jun 01, 2024 13:51 IST
ପ୍ରବଳ ଗରମ, ଗୁଳୁଗୁଳିରେ ବି ଲୋକ ଧାଡ଼ିରେ ଛିଡ଼ା ହୋଇ ଦେଲେ ଭୋଟ୍
- {{ created_at }}{{ blog_title }}{{{ blog_content }}}
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1717151495.jpg)