ଓଡ଼ିଶାରେ ମୋହନ ସରକାର । ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଉଛନ୍ତି କେନ୍ଦୁଝର ବିଧାୟକ ମୋହନ ମାଝି । ୨୪ ବର୍ଷ ପରେ ନୂଆ ସରକାର ଦେଖିବ ଓଡ଼ିଶା । ବୁଧବାର ଅପରାହ୍ନ ୪ଟା ୪୫ରେ ଶପଥ ପାଠ କରିବେ ନୂଆ ମୁଖ୍ୟମନ୍ତ୍ରୀ । ଏହି ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀ, ଏକାଧିକ ମୁଖ୍ୟମନ୍ତ୍ରୀ ଏହି ଭବ୍ୟ ଶପଥ ଗହଣ ସମାରୋହ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ । ଶପଥ ସମାରୋହର ଟିକିନିଖି ଖବର ଜାଣିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ, ଆଉ ଲଗ୍ ଇନ୍ କରନ୍ତୁ otvkhabar.in
21:43 PM
21:43 PM
21:42 PM
21:41 PM
21:00 PM
20:42 PM
20:42 PM
20:41 PM
20:40 PM
19:43 PM
ଆ ସରକାର ଶପଥ ନେବାର କିଛି ସମୟ ମଧ୍ୟରେ ନେଇଛି ଏକ ବଡ଼ ନିଷ୍ପତ୍ତି । ସମ୍ବାଦିକଙ୍କ ପାଇଁ ଲୋକସେବା ଭବନ ଖୋଲିଲେ ନୂଆ ସରକାର । ଦୀର୍ଘ ୪ ବର୍ଷ ପରେ ଲୋକସେବା ଭବନକୁ ଗଲେ ଗଣମାଧ୍ୟମ ପ୍ରତିନିଧି । ୪ ବର୍ଷ ପରେ ଲୋକସେବା ଭବନକୁ ପ୍ରବେଶ ଅନୁମତି ମିଳିଲା । ଅଧିକ ପଢ଼ନ୍ତୁ...
18:56 PM
18:55 PM
18:44 PM
18:43 PM
18:42 PM
18:16 PM
18:10 PM
18:09 PM
17:55 PM
17:54 PM
17:53 PM
17:53 PM
17:48 PM
17:44 PM
17:43 PM
17:43 PM
17:41 PM
17:40 PM
17:39 PM
17:39 PM
17:36 PM
17:35 PM
17:34 PM
17:33 PM
17:32 PM
17:31 PM
17:30 PM
17:29 PM
17:29 PM
17:28 PM
17:28 PM
17:27 PM
17:27 PM
17:24 PM
17:24 PM
17:22 PM
ଶେଷ ହେଲା ସବୁ କଳ୍ପନା ଜଳ୍ପନାର ଅନ୍ତ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ମାଝୀ । ରାଜ୍ୟପାଳ ରଘୁବର ଦାସ ତାଙ୍କୁ ଶପଥ ପାଠ କରାଇଛନ୍ତି । ମୋହନ ମାଝୀଙ୍କ ସହ ଉପମୁଖ୍ୟମନ୍ତ୍ରୀ ଭାବେ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ା ମଧ୍ୟ ଶପଥ ନେଇଛନ୍ତି । ସେହିପରି ୧୩ ଜଣ ମନ୍ତ୍ରୀ ମଧ୍ୟ ଆଜି ଶପଥ ନେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ଉପସ୍ଥିତରେ ଶପଥ ନେଲେ ମୋହନ ମାଝୀ । ସେହିପରି ଏହି ଭବ୍ୟ ଶପଥ ଗ୍ରହଣ ସମାରୋହରେ ଯୋଗୀ ଆଦିତ୍ୟନାଥଙ୍କ ସହ ପ୍ରାୟ ୯ ରାଜ୍ୟର ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ । ଅଧିକ ପଢ଼ନ୍ତୁ...
17:17 PM
17:16 PM
17:14 PM
-ଓଡ଼ିଶାରେ ମୋହନ ସରକାର
-ଶପଥ ପାଠ କରାଇଲେ ରାଜ୍ୟପାଳ ରଘୁବର ଦାସ
-ବହୁ ଭିଭିଆଇପିଙ୍କ ଉପସ୍ଥିତିରେ ଶପଥ ନେଲେ ମୋହନ
-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଶପଥ ନେଲେ
17:13 PM
17:12 PM
17:12 PM
17:06 PM
16:57 PM
16:43 PM
16:24 PM
16:24 PM
16:17 PM
16:16 PM
15:58 PM
15:58 PM
15:58 PM
15:57 PM
15:56 PM
15:55 PM
ଆଜିଠୁ ଓଡ଼ିଶାରେ ମୋହନ ସରକାର । ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ମୋହନ ଚରଣ ମାଝୀ । ତାଙ୍କ ସହ ଦୁଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ାଙ୍କ ସମେତ ନୂଆ ମନ୍ତ୍ରିମଣ୍ଡଳ ଶପଥ ନେବେ । ସଂଧ୍ୟା ୫ଟାରେ ଶପଥ ନେବ ନୂଆ ସରକାର । ତେବେ ମୋହନଙ୍କ ମନ୍ତ୍ରିମଣ୍ଡଳରେ କିଏ ହେବେ ସାମିଲ ତାହାକୁ ନେଇ ଏବେ ବି ଚିତ୍ର ଅସ୍ପଷ୍ଟ । ଅଧିକ ପଢ଼ନ୍ତୁ..
15:54 PM
15:41 PM
15:29 PM
15:18 PM
14:58 PM
14:55 PM
14:36 PM
ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ହେବାକୁ ଥିବା ଶପଥ ସମାରୋହରେ ଯୋଗଦେବା ପାଇଁ ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ । ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସେ ସିଧା ରାଜଭବନ ଯାଇଛନ୍ତି । ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ମାଝୀ । ଏହି ଭବ୍ୟ ଶପଥ ଗ୍ରହଣ ଉତ୍ସବ ସମାରୋହରେ ସାମିଲ ହେବେ ପ୍ରଧାନମନ୍ତ୍ରୀ । ଅଧିକ ପଢ଼ନ୍ତୁ
14:33 PM
14:27 PM
14:25 PM
14:25 PM
14:17 PM
14:17 PM
14:16 PM
14:15 PM
14:15 PM
14:11 PM
12:56 PM
12:53 PM
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ପହଞ୍ଚିଲେ
ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ଶାହ ପହଞ୍ଚିଲେ
ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ପହଞ୍ଚିଲେ
ଶପଥ ସମାରୋହରେ ଯୋଗଦେବେ ୩ ମୁଖ୍ୟମନ୍ତ୍ରୀ
12:50 PM
12:49 PM
12:48 PM
12:47 PM
ଆଜିଠୁ ଓଡ଼ିଶାରେ ମୋହନ ସରକାର। ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ମୋହନ ଚରଣ ମାଝୀ। ତାଙ୍କ ସହ ଦୁଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ାଙ୍କ ସମେତ ନୂଆ ମନ୍ତ୍ରିମଣ୍ଡଳ ଶପଥ ନେବେ। ସଂଧ୍ୟା ୫ଟାରେ ଶପଥ ନେବ ନୂଆ ସରକାର। ଏଥିପାଇଁ ଭୁବନେଶ୍ବର ଜନତା ମୈଦାନରେ ଭବ୍ୟ ଆୟୋଜନ କରାଯାଇଛି। ଶପଥ ଗ୍ରହଣ ସମାରୋହରେ ଯୋଗଦେବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରାଯାଇଛି । ନବୀନ ନିବାସରେ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ଭାବୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଅଧିକ ପଢ଼ନ୍ତୁ...
12:44 PM
‘ସେଭାରି ଭଲ ଲୋକ । ଗର୍ବ ଅହଙ୍କାର ନାହିଁ । ଗରିବ ଘରର ପିଲା । ପ୍ରରିଶ୍ରମୀ ପିଲା । କାମିକିଆ ପିଲା । ଆମେ ଗୋଟେ ସ୍କୁଲରେ ପଢ଼ୁଥିଲୁ । ପୋଖରୀରେ ମିଶିକି ଗାଧୋଉଥିଲୁ । ମାଛ ଧରୁଥିଲୁ । ବାଟି ଖେଳୁଥିଲୁ । ତିହିରି ଖେଳୁଥିଲୁ । ସେ ଭାରି ସରଳ । ଏବେ ବି ତାଙ୍କର ଚାଳଛପର ଘର ଅଛି ।’ ଆମେ ରାତିରେ ପାଠ ପଢ଼ି ସକାଳୁ ଡେରିରେ ଉଠୁଥିଲେ, ତାଙ୍କ ବାପା ଆମକୁ ଡାକପକାଇ ଉଠାଇଦେଉଥିଲେ। ସେତେବେଳେ ତାଙ୍କ ବାପା ସ୍କୁଲ୍ ପିଅନ ଭାବେ କାମ କରୁଥିଲେ। ପିଲାଟି ବେଳୁ ମୋହନ ଜାଣିଛନ୍ତି ସଂଘର୍ଷ କ’ଣ। ଅଧିକ ପଢ଼ନ୍ତୁ..