Advertisment

Odisha CM Oath Taking Ceremony Live Updates: ଓଡ଼ିଶାରେ ପରିବର୍ତ୍ତନ: ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ

ଓଡ଼ିଶାରେ ମୋହନ ସରକାର । ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଉଛନ୍ତି କେନ୍ଦୁଝର

ଅଦ୍ୟତନ ହୋଇଛି
Mohan Majhi Swearing In Ceremony

CM Mohan Majhi

Advertisment

ଓଡ଼ିଶାରେ ମୋହନ ସରକାର । ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଉଛନ୍ତି କେନ୍ଦୁଝର ବିଧାୟକ ମୋହନ ମାଝି । ୨୪ ବର୍ଷ ପରେ ନୂଆ ସରକାର ଦେଖିବ ଓଡ଼ିଶା । ବୁଧବାର ଅପରାହ୍ନ ୪ଟା ୪୫ରେ ଶପଥ ପାଠ କରିବେ ନୂଆ ମୁଖ୍ୟମନ୍ତ୍ରୀ । ଏହି ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀ, ଏକାଧିକ ମୁଖ୍ୟମନ୍ତ୍ରୀ ଏହି ଭବ୍ୟ ଶପଥ ଗହଣ ସମାରୋହ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ । ଶପଥ ସମାରୋହର ଟିକିନିଖି ଖବର ଜାଣିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ, ଆଉ ଲଗ୍‌ ଇନ୍ କରନ୍ତୁ otvkhabar.in

Advertisment
  • Jun 12, 2024 21:43 IST

    ଲୋକସେବା ଭବନରେ ପ୍ରବେଶ କଲେ ନୂଆ ମୁଖ୍ୟମନ୍ତ୍ରୀ

  • Jun 12, 2024 21:43 IST

    ବସିଲା ନୂଆ ମନ୍ତ୍ରୀମଣ୍ଡଳର କ୍ୟାବିନେଟ୍ ବୈଠକ

  • Jun 12, 2024 21:42 IST

    ନୂଆ ସରକାରକୁ ଶୁଭେଚ୍ଛା ଜଣାଇଲେ ବିଜେପି ସାଂସଦ ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ।

  • Jun 12, 2024 21:41 IST

    କାଲି ଖୋଲିବ ଶ୍ରୀମନ୍ଦିର ୪ ଦ୍ୱାର: ମୁଖ୍ୟମନ୍ତ୍ରୀ

  • Jun 12, 2024 21:00 IST

    'ମହିଳାମାନଙ୍କ ସୁରକ୍ଷା, ସୁଭଦ୍ରା ଯୋଜନା ଲାଗୁ କରିବା ପାଇଁ ଧ୍ୟାନ ଦେବି’

  • Jun 12, 2024 20:42 IST

    ଗୋଟିଏ ମଞ୍ଚରେ ମୋଦି-ନବୀନ

  • Jun 12, 2024 20:42 IST

    'ଲୋକେସବା ମୋ ପାଇଁ ବଡ଼ ଅବସର'

  • Jun 12, 2024 20:41 IST

    ‘ସଂକଳ୍ପ ପତ୍ରର ପ୍ରତିଟି ବିନ୍ଦୁକୁ ଅବତାରଣା କରିବୁ'

  • Jun 12, 2024 20:40 IST

    'ଲୋକମାନଙ୍କ ସବୁ ଆଶା, ସ୍ୱପ୍ନ ପୂରଣ କରିବାକୁ ଚେଷ୍ଟା କରିବୁ'

  • Jun 12, 2024 19:43 IST

    ସାମ୍ବାଦିକଙ୍କ ପାଇଁ ଖୋଲିଲା ଲୋକସେବା ଭବନ

    ଆ ସରକାର ଶପଥ ନେବାର କିଛି ସମୟ ମଧ୍ୟରେ ନେଇଛି ଏକ ବଡ଼ ନିଷ୍ପତ୍ତି । ସମ୍ବାଦିକଙ୍କ ପାଇଁ ଲୋକସେବା ଭବନ ଖୋଲିଲେ ନୂଆ ସରକାର । ଦୀର୍ଘ ୪ ବର୍ଷ ପରେ ଲୋକସେବା ଭବନକୁ ଗଲେ ଗଣମାଧ୍ୟମ ପ୍ରତିନିଧି । ୪ ବର୍ଷ ପରେ ଲୋକସେବା ଭବନକୁ ପ୍ରବେଶ ଅନୁମତି ମିଳିଲା । ଅଧିକ ପଢ଼ନ୍ତୁ...

  • Jun 12, 2024 18:56 IST

    ‘ମନ୍ତ୍ରୀପଦ ନୁହେଁ ଏହା ମୋ ପାଇଁ ଦାୟିତ୍ୱ'

  • Jun 12, 2024 18:55 IST

    ଓଡ଼ିଆ ଅସ୍ମିତା ପାଇଁ ପ୍ରତିଶ୍ରୁତିବଦ୍ଧ: ମୋହନ

  • Jun 12, 2024 18:44 IST

    '୪୫ ବର୍ଷ ପରେ ପ୍ରଥମ ଥର ପାଇଁ ଓଡ଼ିଶାରେ ବିଜେପି ଶାସନ କଲା'

  • Jun 12, 2024 18:43 IST

    ବାଚସ୍ପତି ହେବେ ସୁରମା ପାଢୀ

  • Jun 12, 2024 18:42 IST

    ଶପଥ ସମାରୋହରେ ଯୋଗଦେବା ପରେ ଫେରୁଛନ୍ତି ମୋଦି

  • Jun 12, 2024 18:16 IST

    ନୂଆ ସରକାର, ନୂଆ ମନ୍ତ୍ରୀ

  • Jun 12, 2024 18:10 IST

    ଶପଥ ନେଲେ ସଂପଦ ସ୍ବାଇଁ

  • Jun 12, 2024 18:09 IST

    ସୁରମା ପାଢ଼ୀ ହେବେ ବାଚସ୍ପତି

  • Jun 12, 2024 17:55 IST

    ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ) ଭାବେ ଶପଥ ନେଲେ ପ୍ରଦୀପ ବଳସାମନ୍ତ

    Image

  • Jun 12, 2024 17:54 IST

    ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ) ଭାବେ ଶପଥ ନେଲେ ଗୋକୁଳାନନ୍ଦ ମଲ୍ଲିକ

    ImageImage

  • Jun 12, 2024 17:53 IST

    ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ) ଭାବେ ଶପଥ ନେଲେ ସୂର୍ଯ୍ୟବଂଶୀ ସୂରଜ

  • Jun 12, 2024 17:53 IST

    ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ) ଭାବେ ଶପଥ ନେଲେ ସଂପଦ ସ୍ବାଇଁ

    ImageImage

  • Jun 12, 2024 17:51 IST

    ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ଭାବେ ଶପଥ ନେଲେ ସୂର୍ଯ୍ୟବଂଶୀ ସୂରଜ

    ImageImage

  • Jun 12, 2024 17:48 IST

    ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ) ଭାବେ ଶପଥ ନେଲେ ଗଣେଶ ରାମସିଂ ଖୁଣ୍ଟିଆ

    Image

  • Jun 12, 2024 17:44 IST

    କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେଲେ କୃଷ୍ଣଚନ୍ଦ୍ର ମହାପାତ୍ର

  • Jun 12, 2024 17:43 IST

    କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେଲେ ବିଭୁତି ଭୂଷଣ ଜେନା

  • Jun 12, 2024 17:41 IST

    କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେଲେ କୃଷ୍ଣଚନ୍ଦ୍ର ମହାପାତ୍ର

    ImageImage

  • Jun 12, 2024 17:40 IST

    କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେଲେ ମୁକେଶ ମହାଲିଙ୍ଗ

    ImageImage

  • Jun 12, 2024 17:39 IST

    ଉଛୁଳୁଛି ଜନତା ମୈଦାନ, ଶପଥ ନେଉଛନ୍ତି ଜନତାଙ୍କ ସରକାର

  • Jun 12, 2024 17:39 IST

    କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେଲେ ବିଭୁତି ଜେନା

    Image

  • Jun 12, 2024 17:36 IST

    କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେଲେ କୃଷ୍ଣଚନ୍ଦ୍ର ପାତ୍ର

  • Jun 12, 2024 17:35 IST

    କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେଲେ ପୃଥ୍ବୀରାଜ ହରିଚନ୍ଦନ

    Image

  • Jun 12, 2024 17:34 IST

    କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେଲେ କୃଷ୍ଣଚନ୍ଦ୍ର ପାତ୍ର

    ImageImage

  • Jun 12, 2024 17:33 IST

    କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେଲେ ରବି ନାରାୟଣ ନାଏକ

  • Jun 12, 2024 17:32 IST

    କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେଲେ ନିତ୍ୟାନନ୍ଦ ଗଣ୍ଡ

    ImageImage

  • Jun 12, 2024 17:31 IST

    କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେଲେ ସୁରେଶ ପୂଜାରୀ

  • Jun 12, 2024 17:30 IST

    କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେଲେ ରବି ନାରାୟଣ ନାଏକ

    ImageImage

  • Jun 12, 2024 17:29 IST

    ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ କନକ ବର୍ଦ୍ଧନ ସିଂହଦେଓ

  • Jun 12, 2024 17:29 IST

    ସାନ୍ତାଳୀ ନୃତ୍ୟରେ ଝୁମିଲା ଶପଥ ସମାରୋହ ମଞ୍ଚ

  • Jun 12, 2024 17:28 IST

    ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ ପାଇଁ ଦୁଲୁକୁଛି ରାଜଭବନ ମାର୍ଗ

  • Jun 12, 2024 17:28 IST

    ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ମୋହନ ମାଝି

  • Jun 12, 2024 17:27 IST

    କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେଲେ ସୁରେଶ ପୂଜାରୀ

    Image

  • Jun 12, 2024 17:27 IST

    ଶପଥ ନେବା ପରେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

    Image

  • Jun 12, 2024 17:24 IST

    ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ କନକ ବର୍ଦ୍ଧନ ସିଂହଦେଓ

    ImageImage

  • Jun 12, 2024 17:24 IST

    ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପ୍ରଭାତୀ ପରିଡ଼ା

    ImageImage

  • Jun 12, 2024 17:22 IST

    ଓଡ଼ିଶାରେ ବିଜେପି ସରକାର: ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ମାଝୀ

    ଶେଷ ହେଲା ସବୁ କଳ୍ପନା ଜଳ୍ପନାର ଅନ୍ତ । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ମାଝୀ । ରାଜ୍ୟପାଳ ରଘୁବର ଦାସ ତାଙ୍କୁ ଶପଥ ପାଠ କରାଇଛନ୍ତି । ମୋହନ ମାଝୀଙ୍କ ସହ ଉପମୁଖ୍ୟମନ୍ତ୍ରୀ ଭାବେ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ା ମଧ୍ୟ ଶପଥ ନେଇଛନ୍ତି । ସେହିପରି ୧୩ ଜଣ ମନ୍ତ୍ରୀ ମଧ୍ୟ ଆଜି ଶପଥ ନେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ଉପସ୍ଥିତରେ ଶପଥ ନେଲେ ମୋହନ ମାଝୀ । ସେହିପରି ଏହି ଭବ୍ୟ ଶପଥ ଗ୍ରହଣ ସମାରୋହରେ ଯୋଗୀ ଆଦିତ୍ୟନାଥଙ୍କ ସହ ପ୍ରାୟ ୯ ରାଜ୍ୟର ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ । ଅଧିକ ପଢ଼ନ୍ତୁ...

    Mohan  Majhi

  • Jun 12, 2024 17:17 IST

    ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦି

    ImageImage

  • Jun 12, 2024 17:16 IST

    ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ମାଝୀ

    ImageImageImage

  • Jun 12, 2024 17:14 IST

    ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ମାଝୀ

    -ଓଡ଼ିଶାରେ ମୋହନ ସରକାର
    -ଶପଥ ପାଠ କରାଇଲେ ରାଜ୍ୟପାଳ ରଘୁବର ଦାସ
    -ବହୁ ଭିଭିଆଇପିଙ୍କ ଉପସ୍ଥିତିରେ ଶପଥ ନେଲେ ମୋହନ
    -ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଶପଥ ନେଲେImage

  • Jun 12, 2024 17:13 IST

    ଶପଥ ସମାରୋହ ଉତ୍ସବରେ ପହଞ୍ଚିଲେ ଓଡ଼ିଶାର ଭାବି ମୁଖ୍ୟମନ୍ତ୍ରୀ

Odisha BJP CM Chief Minister Odisha CM PM Narendra Modi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ