ଧାମନଗରରେ ଉଇଁଲା ସୂର୍ଯ୍ୟ । ଚତୁର୍ମୁଖୀ ଲଢେଇରେ ବାଜି ମାରିନେଲେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ । ଇଞ୍ଜିନିୟରରୁ ରାଜନେତା ଆଉ ଏବେ ବାପାଙ୍କ ରାସ୍ତାରେ ପୁଅ । ବାପାଙ୍କ ଗଡ଼ରେ ପୁଅ ଦବଦବା ଜାହିର କରିଛନ୍ତି । ପୁଣି ଥରେ ଧାମନଗରରରେ ଫୁଟିଛି ପଦ୍ମ ।
18:57 PM
18:14 PM
18:03 PM
18:01 PM
ଧାମନଗରରେ ଉଇଁଲା ସୂର୍ଯ୍ୟ । ଚତୁର୍ମୁଖୀ ଲଢେଇରେ ବାଜି ମାରିନେଲେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ । ଇଞ୍ଜିନିୟରରୁ ରାଜନେତା ଆଉ ଏବେ ବାପାଙ୍କ ରାସ୍ତାରେ ପୁଅ । ବାପାଙ୍କ ଗଡ଼ରେ ପୁଅ ଦବଦବା ଜାହିର କରିଛନ୍ତି । ପୁଣି ଥରେ ଧାମନଗରରରେ ଫୁଟିଛି ପଦ୍ମ । । ଡେବ୍ୟୁ ମ୍ୟାଚରେ ସୂର୍ଯ୍ୟବଂଶୀ ସୂରଜ ଶତକ ମାରିଛନ୍ତି । ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିଥିଲେ ମଧ୍ୟ ବଡ଼ ବଡ଼ିଆ ନେତାଙ୍କୁ ସେ ପଛରେ ପକାଇ ଦେଇଛନ୍ତି । ପ୍ରଥମ ଥର ପାଇଁ ରାଜନୀତି ମଇଦାନକୁ ଓହ୍ଲାଇଥିବା ବିଷ୍ଣୁ ସେଠୀଙ୍କ ପୁଅ ବିଜେଡିକୁ କଡ଼ା ଟକ୍କର ଦେଇ ବିଜୟୀ ହୋଇଛନ୍ତି ।
17:27 PM
17:07 PM
16:44 PM
16:39 PM
16:26 PM
16:22 PM
16:12 PM
15:47 PM
15:38 PM
#ରାଉଣ୍ଡ_୧୪: ଧାମନଗର ଜିତିବା ଦିଗରେ ଆଗେଇ ଚାଲିଛି ବିଜେପି, ୧୪ ରାଉଣ୍ଡ ସୁଦ୍ଧା ଆଗୁଆ ରହିଛି ବିଜେପି, ସୂରଜ ସୂର୍ଯ୍ୟବଂଶୀ ୭୬୬୧ ଭୋଟରେ ଆଗୁଆ
14:54 PM
14:44 PM
14:34 PM
14:30 PM
14:24 PM
14:19 PM
14:09 PM
13:58 PM
ବିଜେପିର ପ୍ରଦର୍ଶନକୁ ନେଇ ନେତା ଓ କର୍ମୀ ଖୁସିରେ ମିଠା ବାଣ୍ଟିବା ସହ ପରସ୍ପରକୁ ମିଠା ଖୁଆଉଥିବା ଦେଖିବାକୁ ମିଳିଛି। ଏସବୁ ଭିତରେ ବିଜେଡି ଶିବିରରେ କିଛି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି।
13:45 PM
13:45 PM
13:33 PM
13:19 PM
13:18 PM
13:18 PM
13:16 PM
13:13 PM
13:06 PM
13:03 PM
13:02 PM
12:47 PM
12:45 PM
12:40 PM
12:30 PM
12:30 PM
12:08 PM
12:04 PM
12:01 PM
11:47 AM
11:46 AM
11:35 AM
11:21 AM
11:19 AM
11:16 AM
11:11 AM
11:08 AM
10:53 AM
10:49 AM
10:45 AM
10:34 AM
ପ୍ରାରମ୍ଭିକ ଟ୍ରେଣ୍ଡ୍ ଅନୁସାରେ, ୨ୟ ରାଉଣ୍ଡ ସୁଦ୍ଧା ବିଜେପି ଆଗରେ ରହିଛି। ବିଜେପି ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀ ୧୩୭୯ ଭୋଟ୍ରେ ଆଗୁଆ ଅଛନ୍ତି।
10:31 AM
10:22 AM
10:17 AM
10:10 AM
10:02 AM
09:47 AM
09:44 AM
09:42 AM
09:41 AM
09:38 AM
09:35 AM
08:56 AM
08:51 AM
08:21 AM
08:05 AM
08:03 AM
07:53 AM
ଆଜି ଆସିବ ଧାମନଗର ଉପନିର୍ବାଚନ ରେଜଲ୍ଟ। କିଏ ନିର୍ବାଚନରେ ବିଜୟୀ ହେବ, ତାହା ଭୋଟ୍ ଗଣତି ପରେ ହିଁ ସ୍ପଷ୍ଟ ହୋଇଯିବ। ସକାଳ ୮ଟାରୁ ଗଣତି ଆରମ୍ଭ ହେବ।
07:52 AM
ଧାମନଗରରେ କିଏ ମାରିବ ବାଜି ? କାହାକୁ ନେତା ଭାବେ ବାଛିବେ ଧାମନଗରବାସୀ ? ଧାମନଗର ଫଳାଫଳ ଉପରେ ସାରା ରାଜ୍ୟର ନଜର।
07:48 AM
07:45 AM
04:36 AM
୧୪ଟି ଟେବୁଲରେ ୧୮ ରାଉଣ୍ଡରେ ଗଣତି ହେବ ମୋଟ୍ ୨୫୨ ବୁଥରେ । ପ୍ରଥମେ ପୋଷ୍ଟାଲ ବାଲାଟ୍ ଗଣତି କରାଯିବ । ଏହାପରେ ସାଢେ ୮ଟାରୁ ଆରମ୍ଭ ହେବ ଇଭିଏମ୍ କାଉଣ୍ଟିଂ । ସମ୍ପୂର୍ଣ ଖବର ପଢ଼ନ୍ତୁ..