Advertisment

LIVE Updates: Dhamnagar By Election Results 2022 | ଧାମନଗରରେ ଜିତିଲା ବିଜେପି

ଧାମନଗରରେ ଉଇଁଲା ସୂର୍ଯ୍ୟ । ଚତୁର୍ମୁଖୀ ଲଢେଇରେ ବାଜି ମାରିନେଲେ

ଅଦ୍ୟତନ ହୋଇଛି
Dhamnagar By Election Results 2022

Dhamnagar By Election Results 2022

Advertisment

ଧାମନଗରରେ ଉଇଁଲା ସୂର୍ଯ୍ୟ । ଚତୁର୍ମୁଖୀ ଲଢେଇରେ ବାଜି ମାରିନେଲେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ । ଇଞ୍ଜିନିୟରରୁ ରାଜନେତା ଆଉ ଏବେ ବାପାଙ୍କ ରାସ୍ତାରେ ପୁଅ । ବାପାଙ୍କ ଗଡ଼ରେ ପୁଅ ଦବଦବା ଜାହିର କରିଛନ୍ତି । ପୁଣି ଥରେ ଧାମନଗରରରେ ଫୁଟିଛି ପଦ୍ମ । 

Advertisment
  • Nov 06, 2022 18:57 IST

    ବିଜେପି ଧାମନଗରରେ ଜିତିବ ବୋଲି ଆଶା କରୁଥିଲୁ: ନବୀନ

  • Nov 06, 2022 18:14 IST

    ଧାମନଗର ଉପନିର୍ବାଚନରେ ବିଜେପିର ବିଜୟ

  • Nov 06, 2022 18:03 IST

    ଅବନ୍ତୀ ଦାସଙ୍କୁ ହରାଇ ବିଜୟ ଲାଭ କଲେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ

  • Nov 06, 2022 18:01 IST

    ଧାମନଗରରେ ଉଇଁଲା ସୂର୍ଯ୍ୟ...ବାଜି ମାରିନେଲେ ସୂର୍ଯ୍ୟବଂଶୀ ସୂରଜ

    ଧାମନଗରରେ ଉଇଁଲା ସୂର୍ଯ୍ୟ । ଚତୁର୍ମୁଖୀ ଲଢେଇରେ ବାଜି ମାରିନେଲେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ । ଇଞ୍ଜିନିୟରରୁ ରାଜନେତା ଆଉ ଏବେ ବାପାଙ୍କ ରାସ୍ତାରେ ପୁଅ । ବାପାଙ୍କ ଗଡ଼ରେ ପୁଅ ଦବଦବା ଜାହିର କରିଛନ୍ତି । ପୁଣି ଥରେ ଧାମନଗରରରେ ଫୁଟିଛି ପଦ୍ମ । । ଡେବ୍ୟୁ ମ୍ୟାଚରେ ସୂର୍ଯ୍ୟବଂଶୀ ସୂରଜ ଶତକ ମାରିଛନ୍ତି । ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିଥିଲେ ମଧ୍ୟ ବଡ଼ ବଡ଼ିଆ ନେତାଙ୍କୁ ସେ ପଛରେ ପକାଇ ଦେଇଛନ୍ତି । ପ୍ରଥମ ଥର ପାଇଁ ରାଜନୀତି ମଇଦାନକୁ ଓହ୍ଲାଇଥିବା ବିଷ୍ଣୁ ସେଠୀଙ୍କ ପୁଅ ବିଜେଡିକୁ କଡ଼ା ଟକ୍କର ଦେଇ ବିଜୟୀ ହୋଇଛନ୍ତି ।

    ଆହୁରି ପଢନ୍ତୁ...

  • Nov 06, 2022 17:27 IST

    ୧୮ ରାଉଣ୍ଡ ସୁଦ୍ଧା ସୂର୍ଯ୍ୟବଂଶୀ ସୂରଜ ଆଗରେ

  • Nov 06, 2022 17:27 IST

    ୧୭ ରାଉଣ୍ଡ ସୁଦ୍ଧା ଆଗୁଆ ରହିଛି ବିଜେପି

  • Nov 06, 2022 16:44 IST

    ୧୬ ରାଉଣ୍ଡ ସୁଦ୍ଧା ଆଗୁଆ ରହିଛି ବିଜେପି

  • Nov 06, 2022 16:39 IST

    ବିଜେପି କର୍ମୀ ଓ ନେତାମାନଙ୍କ ମଧ୍ୟରେ ଆନନ୍ଦର ଲହରୀ

  • Nov 06, 2022 16:26 IST

    ଧାମନଗର ଫଳାଫଳକୁ ନେଇ ଉତ୍ସବ ମୁଖର ରାଜ୍ୟ ବିଜେପି କାର୍ଯ୍ୟାଳୟ

  • Nov 06, 2022 16:22 IST

    ଅଶୋକ ଚକ୍ରକୁ ଅସମ୍ମାନ !

  • Nov 06, 2022 16:12 IST

    ୧୫ ରାଉଣ୍ଡ ସୁଦ୍ଧା ସୂରଜ ସୂର୍ଯ୍ୟବଂଶୀ ଆଗୁଆ

  • Nov 06, 2022 15:48 IST

    ୧୪ ରାଉଣ୍ଡରେ ପୁଣି ଆଗୁଆ ହେଲା ବିଜେପି

  • Nov 06, 2022 15:38 IST

    ୧୪ ରାଉଣ୍ଡ ସୁଦ୍ଧା ଆଗୁଆ ରହିଛି ବିଜେପି

    #ରାଉଣ୍ଡ_୧୪: ଧାମନଗର ଜିତିବା ଦିଗରେ ଆଗେଇ ଚାଲିଛି ବିଜେପି, ୧୪ ରାଉଣ୍ଡ ସୁଦ୍ଧା ଆଗୁଆ ରହିଛି ବିଜେପି, ସୂରଜ ସୂର୍ଯ୍ୟବଂଶୀ ୭୬୬୧ ଭୋଟରେ ଆଗୁଆ 

  • Nov 06, 2022 14:54 IST

    ବିଜୟ ମୁହାଁ ବିଜେପି । ୧୩ ରାଉଣ୍ଡ୍‌ ସୁଦ୍ଧା ବିଜେପି ଆଗୁଆ

  • Nov 06, 2022 14:44 IST

    ୧୨ ରାଉଣ୍ଡ ସୁଦ୍ଧା ବିଜେପି ଆଗୁଆ

  • Nov 06, 2022 14:34 IST

    ଦ୍ୱାଦଶ ରାଉଣ୍ଡରେ ବି ବିଜେପି ପ୍ରାର୍ଥୀଙ୍କ ଦବଦବା

  • Nov 06, 2022 14:30 IST

    ଧାମନଗର ଦଶମ ରାଉଣ୍ଡ ରେଜଲ୍ଟ। ଏବେ ବି ଆଗରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ...

  • Nov 06, 2022 14:25 IST

    ବିଜେଡ଼ି ଗଣିତ ହଲଚଲ୍

  • Nov 06, 2022 14:19 IST

    ଧାମନଗର: ୧୧ ରାଉଣ୍ଡ ସୁଦ୍ଧା ବିଜେପି ଆଗୁଆ

  • Nov 06, 2022 14:09 IST

    ଧାମନଗରରେ ସୂର୍ଯ୍ୟବଂଶୀ !

  • Nov 06, 2022 13:58 IST

    #ବିଜେଡି_କ୍ୟାମ୍ପରେ_ମହିଳାଙ୍କ_ହାତରେ_ପଦ୍ମ

    ବିଜେପିର ପ୍ରଦର୍ଶନକୁ ନେଇ ନେତା ଓ କର୍ମୀ ଖୁସିରେ ମିଠା ବାଣ୍ଟିବା ସହ ପରସ୍ପରକୁ ମିଠା ଖୁଆଉଥିବା ଦେଖିବାକୁ ମିଳିଛି। ଏସବୁ ଭିତରେ ବିଜେଡି ଶିବିରରେ କିଛି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। 

    ଆହୁରି ପଢ଼ନ୍ତୁ..

  • Nov 06, 2022 13:45 IST

    ନବମ ରାଉଣ୍ଡରେ ମଧ୍ୟ ବିଜେପି ଆଗୁଆ

  • Nov 06, 2022 13:45 IST

    ‘ଏ ବିଜୟ ଧର୍ମର ବିଜୟ ହେବ ’

  • Nov 06, 2022 13:42 IST

    ବିଜେଡ଼ି କ୍ୟାମ୍ପରୁ ଚେୟାର୍ ଉଠିଲା

  • Nov 06, 2022 13:23 IST

    ବିଜେଡି କ୍ୟାମ୍ପରେ ମହିଳାଙ୍କ ହାତରେ ପଦ୍ମ.. ‘ଜୟ ଶ୍ରୀରାମ’ ଓ ‘ଭାରତ ମାତା କୀ ଜୟ’ ନାରାରେ କମ୍ପିଲା . . .

  • Nov 06, 2022 13:19 IST

    ବିଜେପି କ୍ୟାମ୍ପରେ ମିଠା ବଣ୍ଟା

  • Nov 06, 2022 13:18 IST

    ଧାମନଗର ଉପନିର୍ବାଚନରେ ବିଜେପିର ପ୍ରଦର୍ଶନକୁ ନେଇ ଖୁସିରେ ମିଠା ବାଣ୍ଟିଲେ ନେତା ଓ କର୍ମୀ

  • Nov 06, 2022 13:16 IST

    ଧାମନଗର: ୮ମ ରାଉଣ୍ଡରେ ମଧ୍ୟ ବିଜେପି ଆଗୁଆ

  • Nov 06, 2022 13:13 IST

    ଟ୍ରେଣ୍ଡ୍‌ ଦେଖି ଉତ୍ସାହିତ ବିଜେପି କର୍ମୀ

  • Nov 06, 2022 13:06 IST

    ବିଜେଡି କ୍ୟାମ୍ପରେ ଅଭାବନୀୟ ଦୃଶ୍ୟ..ବିଜେଡି କ୍ୟାମ୍ପର ଟେଣ୍ଟରେ ଅଶୋକ ଚକ୍ର

  • Nov 06, 2022 13:03 IST

    ଆଗେ ଆଗେ ସୂର୍ଯ୍ୟବଂଶୀ। ପଛେ ପଛେ ଅବନ୍ତୀ। ହରେକୃଷ୍ଣଙ୍କୁ ପଛରେ ପକାଇ ରାଜୁ ଦାସ ଆଗରେ...

  • Nov 06, 2022 13:02 IST

    ବିଜେଡି କ୍ୟାମ୍ପରେ ମହିଳାଙ୍କ ହାତରେ ପଦ୍ମ..

  • Nov 06, 2022 12:47 IST

    ସପ୍ତମ ରାଉଣ୍ଡ ଧାମନଗର ରେଜଲ୍ଟ।

  • Nov 06, 2022 12:45 IST

    ଧାମନଗର ଷଷ୍ଠ ରାଉଣ୍ଡ ଫଳାଫଳ

  • Nov 06, 2022 12:40 IST

    'ବିଜେଡି ଚିନ୍ତିତ ନାହିଁ.. ଆମେ ଦେଖୁଛୁ ଏ ମାର୍ଜିନ୍ କୁଆଡ଼େ ଯାଉଛି.. '

  • Nov 06, 2022 12:30 IST

    ଧାମନଗର ବଢ଼ି ଚାଲିଛି ବିଜେପି

  • Nov 06, 2022 12:30 IST

    ହଜିଗଲେ ହରେକୃଷ୍ଣ

  • Nov 06, 2022 12:08 IST

    ଧାମନଗର ଉପନିର୍ବାଚନ: ପଞ୍ଚମ ରାଉଣ୍ଡରେ ମଧ୍ୟ ବିଜେପି ଆଗରେ...

  • Nov 06, 2022 12:04 IST

    ଧାମନଗର ପଞ୍ଚମ ରାଉଣ୍ଡ ଫଳାଫଳ

  • Nov 06, 2022 12:01 IST

    'ଧାମନଗର ନୁହେଁ ଧର୍ମନଗର'

  • Nov 06, 2022 11:47 IST

    ‘ବିଷ୍ଣୁ ସେଠୀ ଅମର ରହେ’

  • Nov 06, 2022 11:46 IST

    ପଞ୍ଚମ ରାଉଣ୍ଡ୍‌ ସୁଦ୍ଧା ବିଜେପି ୩୬୦୦ ଭୋଟରେ ଆଗୁଆ

  • Nov 06, 2022 11:35 IST

    ଧାମନଗର ଚତୁର୍ଥ ରାଉଣ୍ଡ ରେଜଲ୍ଟ। ବିଜେଡ଼ିକୁ ପଛରେ ପକାଇ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଆଗରେ...

  • Nov 06, 2022 11:21 IST

    ‘ପରିବର୍ତ୍ତନ ହେବ ନୋ ଡାଉଟ୍'

  • Nov 06, 2022 11:19 IST

    ଧାମନଗର ଚତୁର୍ଥ ରାଉଣ୍ଡ ରେଜଲ୍ଟ।

  • Nov 06, 2022 11:16 IST

    ଧାମନଗର: ୪ର୍ଥ ରାଉଣ୍ଡରେ ମଧ୍ୟ ବିଜେପି ଆଗୁଆ

  • Nov 06, 2022 11:11 IST

    ଧାମନଗର ଉପନିର୍ବାଚନ: ତୃତୀୟ ରାଉଣ୍ଡରେ ବିଜେପି ଆଗରେ

  • Nov 06, 2022 11:08 IST

    'ଫୁଟିବରେ ଫୁଟିବ ପଦ୍ମ ଫୁଲ ଫୁଟିବ..'

  • Nov 06, 2022 10:53 IST

    ଆଗେ ଆଗେ ସୂର୍ଯ୍ୟ

  • Nov 06, 2022 10:49 IST

    'ବାପା ବଞ୍ଚିଥିଲେ ଉପନିର୍ବାଚନ ଆବଶ୍ୟକ ନଥାନ୍ତା.’

Dhamnagar Bypoll
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ