OTV Foresight
ଆଜି ଓଟିଭିର ଚିନ୍ତନ ସମାବେଶ ‘ଫୋରସାଇଟ୍’। ଓଡ଼ିଶାର ସବୁଠୁ ବଡ଼ ମଞ୍ଚରେ ଚାଲିବ ବିଚାରର ମହାମନ୍ଥନ । ଏହି ଅବସରରେ ଦେଶ ତଥା ରାଜ୍ୟର ବିଭିନ୍ନ ପ୍ରସଙ୍ଗ ଉପରେ ଚାଲିବ ଚିନ୍ତନ ଓ ଚର୍ଚ୍ଚା ଆଲୋଚନା । ଦେଶ ଓ ରାଜ୍ୟର ବିକାଶ, ରାଜନୀତି, ଷ୍ଟାର୍ଟଅପ୍, ସିନେମା ଆଦି ପ୍ରସଙ୍ଗରେ ହେବ ମାନସମନ୍ଥନ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ୱାଇ. ଚନ୍ଦ୍ରଚୂଡ। ଏହାସହ ବିଭିନ୍ନ ପ୍ରସଙ୍ଗରେ ପ୍ୟାନେଲ ଡିସକସନ୍ରେ ସାମିଲ ହେବେ ଜାତୀୟ ଓ ରାଜ୍ୟ ରାଜନୀତିର ବହୁ ପ୍ରମୁଖ ଚେହେରା । ବହୁ ଯୁବ ଉଦ୍ୟୋଗୀ ମଧ୍ୟ ଏଥିରେ ମତ ବିନିମୟ କରିବାକୁ ଥିବା ବେଳେ, ଓଟିଭି ଫୋରସାଇଟ କାର୍ଯ୍ୟକ୍ରମର ଅନ୍ୟତମ ମୁଖ୍ୟ ଆକର୍ଷଣ ସାଜିବେ ପ୍ରଖ୍ୟାତ ବଲିଉଡ୍ ଅଭିନେତା ଦିଲୀପ ତାହିଲ । OTV ଫୋରସାଇଟ୍ -୨୦୨୫ର ଟିକିନିଖି ଖବର ଜାଣିବାକୁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ ଆଉ ଲଗ୍ ଇନ୍ କରନ୍ତୁ otvkhabar.in
- Feb 19, 2025 18:12 IST
ଏମିତି ଆରମ୍ଭ ହୋଇଥିଲା ଅଭିନୟର ଯାତ୍ରା
- Feb 19, 2025 17:27 IST
ଆଞ୍ଚଳିକ ଭାଷାରେ ନ୍ୟାୟପାଳିକା
- Feb 19, 2025 17:21 IST
ମୁଁ ଆଙ୍କର ନୁହେଁ ହିନ୍ଦି କହୁଥିବା ମଣିଷ
- Feb 19, 2025 17:00 IST
ବଢି ଚାଲିଛି ସିଟିଜେନ ଜର୍ଣ୍ଣାଲିଜମ୍
- Feb 19, 2025 16:58 IST
କୋର୍ଟରେ ମିଛ କହିଲେ କଣ ହୁଏ?
- Feb 19, 2025 16:57 IST
ନ୍ୟାୟିକ ବ୍ୟବସ୍ଥା ପାଇଁ ବିପଦ ନୁହେଁ ସମ୍ବିଧାନ
- Feb 19, 2025 16:53 IST
ନ୍ୟାୟପାଳିକାରେ ରହିଛି ଲିଙ୍ଗଗତ ଅସମାନତା
- Feb 19, 2025 16:52 IST
ସମାଜ ଉପରେ ସୋସିଆଲ୍ ମିଡ଼ିଆର ପ୍ରଭାବ
- Feb 19, 2025 16:10 IST
ଦୋଷୀଙ୍କ ବିରୋଧରେ ହେବେ କାର୍ଯ୍ୟାନୁଷ୍ଠାନ- ପୃଥ୍ବୀରାଜ
- Feb 19, 2025 16:07 IST
କରି ନ ପାରିଲେ ବିଜେଡି ଓ କରି ପାରିଲେ ଡବଲ ଇଞ୍ଜିନକୁ କ୍ରେଡିଟ ଦେଉଛନ୍ତି ବିଜେପି ନେତା:ଅରୁଣ ସାହୁ
- Feb 19, 2025 15:53 IST
ପଞ୍ଚମ ତଥା ଶେଷ ଅଧିବେଶନରେ ମନୋରଞ୍ଜନ ନେଇ ଆଲୋଚନା
- Feb 19, 2025 15:52 IST
୫ଟି ଖରାପ ନୁହେଁ, ମାତ୍ର ତାହାକୁ କାର୍ଯ୍ୟକାରୀ କରିବା ଭୁଲ ହୋଇଗଲା
- Feb 19, 2025 15:18 IST
ଅଚ୍ୟୁତ ସାମନ୍ତ ବିଜେଡିରୁ ସନ୍ୟାସ ନେଇ ସାରିଛନ୍ତି
- Feb 19, 2025 14:43 IST
କିପରି ବିଚାରପତି ପାଲଟିଗଲେ ଚନ୍ଦଚୂଡ଼?
- Feb 19, 2025 14:43 IST
ଅରୁଣ କହିଲେ ଅର୍ଦ୍ଧସତ୍ୟ
- Feb 19, 2025 14:33 IST
ଡବଲ ଇଞ୍ଜିନର ଅର୍ଥ କ’ଣ?
- Feb 19, 2025 14:15 IST
ଡବଲ ଇଞ୍ଜିନକୁ ବିଜେଡି କଲା ଟାର୍ଗେଟ
- Feb 19, 2025 14:13 IST
ଅନ୍ତର୍ଜାତୀୟ ଫୋରମରେ ବ୍ୟବସାୟିକ ମାମଲାର ଶୁଣାଣି କିପରି ସୁରଖୁରରେ ହୋଇପାରିବ ତା’ ଉପାୟ ବତାଇଲେ ଡିୱାଇ ଚନ୍ଦ୍ରଚୂଡ଼
- Feb 19, 2025 14:01 IST
ସବୁ ବଖାଣିଲେ ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼
ସିଭିଲ୍ ସର୍ଭିସ୍ ଢାଞ୍ଚାରେ ଇଣ୍ଡିଆନ ଜୁଡିସିଆଲ ସର୍ଭିସ ବା IJS ଲାଗୁ ହେବା ଉଚିତ । ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଏହା କହିଛନ୍ତି । ଜଜ୍ ନିଯୁକ୍ତି କ୍ଷେତ୍ରରେ ସାରା ଦେଶରେ ଏକ ସାଧାରଣ ପରୀକ୍ଷା ହେବା ଉଚିତ ବୋଲି ସେ ମତ ଦେଇଛନ୍ତି । ଏହାଦ୍ୱାରା ଜିଲ୍ଲାସ୍ତରର ଜଜମାନେ ଅନ୍ୟ ରାଜ୍ୟରେ ମଧ୍ୟ ନିଯୁକ୍ତି ପାଇପାରିବେ ବୋଲି ସେ କହିଛନ୍ତି । ଅଧିକ ପଢ଼ନ୍ତୁ...
- Feb 19, 2025 13:58 IST
ରାସ୍ତା ଘାଟ ପାଇଁ ଆଗାମୀ ୩ ବର୍ଷ ମଧ୍ୟରେ ୧ଲକ୍ଷ କୋଟିର ନିବେଶ ହେବ
- Feb 19, 2025 13:45 IST
ତୃତୀୟ ସେସନରେ ଆଞ୍ଚଳିକ ରାଜନୀତି ଉପରେ ଆଲୋଚନାଚକ୍ର
- Feb 19, 2025 13:20 IST
ଦେଶର ଜନସଂଖ୍ୟା ତୁଳନାରେ ବିଚାରପତିଙ୍କ ସଂଖ୍ୟା ଖୁବ୍ ନଗଣ୍ୟ
- Feb 19, 2025 13:20 IST
ତାରିଖ ପେ ତାରିଖ ପାଇଁ ବିଚାରପତି ଦାୟୀ ନୁହନ୍ତି
- Feb 19, 2025 13:19 IST
'ମୁଁ ସବୁଦିନ ସାଢ଼େ ୩ଟାରେ ଉଠେ’
- Feb 19, 2025 13:16 IST
‘୩୦ ଜୁଡିସିଆଲ୍ ବେଞ୍ଚ ଚାଲିପାରିବ’
- Feb 19, 2025 13:16 IST
ଫେକ୍ ନ୍ୟୁଜ ନେଇ କଣ କହିଲେ ମୁଖ୍ୟଅତିଥି ଡିୱାଇ ଚନ୍ଦ୍ରଚୁଡ ଶୁଣନ୍ତୁ...
- Feb 19, 2025 12:51 IST
ଆରମ୍ଭ ହେଲା ଓଟିଭି ଫୋରସାଇଟ୍ ୨୦୨୫ର ଦ୍ୱିତୀୟ ସେସନ୍
- Feb 19, 2025 12:50 IST
ଓଟିଭିର ଫୋରସାଇଟ୍ରେ ଡବଲ୍ ଇଞ୍ଜିନ ସରକାର ପ୍ରସଙ୍ଗ
- Feb 19, 2025 12:24 IST
ତଳକୋର୍ଟରେ ଚାଲିଥିବା ବିଚାର ବ୍ୟବସ୍ଥା ନେଇ ସ୍ପଷ୍ଟ ମତ ରଖିଲେ ପୂର୍ବତନ ପ୍ରଧାନ ବିଚାରପତି
- Feb 19, 2025 12:23 IST
ଓଟିଭି ଫୋରସାଇଟ ମଞ୍ଚରେ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍ ଡି. ୱାଇ. ଚନ୍ଦ୍ରଚୂଡ। କେମିତି ଜଜ୍ ହେଲେ ବଖାଣିଲେ ନିଜ ବ୍ୟକ୍ତିଗତ ଜୀବନର ଅନୁଭୂତି
- Feb 19, 2025 12:23 IST
୧୯୪୭ ପରଠାରୁ କେବଳ ଇଂଲିଶରେ ରାୟ ପ୍ରକାଶ ପାଉଥିଲା। ପ୍ରାୟ ୩୭ ହଜାର ରାୟ ଇଂଲିଶରେ ପ୍ରକାଶ ପାଇଥିଲା
- Feb 19, 2025 12:22 IST
କୋର୍ଟରେ ଲାଇଭ୍ ଷ୍ଟ୍ରିମିଂ ପରେ ଟ୍ରୋଲ୍ ନେଇ ମତ ରଖିଲେ ପୂର୍ବତନ CJI
- Feb 19, 2025 12:21 IST
ଐତିହାସିକ ଅଯୋଧ୍ୟା ରାୟ ନେଇ ଥିବା ଚ୍ୟାଲେଞ୍ଜ କଥା ବଖାଣିଲେ ପୂର୍ବତନ CJI।
- Feb 19, 2025 12:21 IST
ମୁଖ୍ୟ ଅତିଥି ତଥା ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍ ଡି. ୱାଇ. ଚନ୍ଦ୍ରଚୂଡଙ୍କୁ ସମ୍ମାନିତ କରିବାର ମୁହୂର୍ତ୍ତ
- Feb 19, 2025 12:19 IST
ଓଟିଭିର ସଫଳ ପ୍ରୟାସ ୧୫ ବର୍ଷରେ ପାଦ ଥାପିଛି
- Feb 19, 2025 12:17 IST
ପିଲାଦିନର କାହାଣୀ କହିଲେ ପୂର୍ବତନ ମୁଖ୍ୟ ବିଚାରପତି
- Feb 19, 2025 12:17 IST
‘ମୁଁ ଓଡ଼ିଆ ବୁଝିପାରେ’
- Feb 19, 2025 12:16 IST
‘ଆମେ କୌଣସି ସରକାରଙ୍କ ସମର୍ଥନରେ କିମ୍ବା ବିପକ୍ଷରେ ନାହୁଁ’
ଆଜି ଅନୁଷ୍ଠିତ ହେଉଛି ଓଟିଭିର ବାର୍ଷିକ ଚିନ୍ତନ ଅଧିବେଶନ ଫୋରସାଇଟ୍-୨୦୨୫ । ଏହି ଅବସରରେ ଦେଶ ତଥା ରାଜ୍ୟର ବିଭିନ୍ନ ପ୍ରସଙ୍ଗ ଉପରେ ଚାଲିଛି ଚିନ୍ତନ ଓ ଚର୍ଚ୍ଚା ଆଲୋଚନା । ଦେଶ ଓ ରାଜ୍ୟର ବିକାଶ, ରାଜନୀତି, ଷ୍ଟାର୍ଟଅପ୍, ସିନେମା ଆଦି ପ୍ରସଙ୍ଗରେ ହେବ ମାନସମନ୍ଥନ । ଆଜିର ଏହି କାର୍ଯ୍ୟକ୍ରମରେ ଓଟିଭିର ପରିଚାଳନା ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡା ପ୍ରଥମେ ସ୍ୱାଗତ ଭାଷଣ ଦେଇ ଅତିଥିଙ୍କୁ ସ୍ୱାଗତ କରିଛନ୍ତି। ଅଧିକ ପଢ଼ନ୍ତୁ...
- Feb 19, 2025 11:33 IST
ଓଟିଭିର ସଫଳ ପ୍ରୟାସ ୧୫ ବର୍ଷରେ ପାଦ ଥାପିଛି
- Feb 19, 2025 11:09 IST
‘୩୮ ବର୍ଷ ବୟସରୁ ବିଚାରପତି କ୍ୟାରିୟର’
- Feb 19, 2025 11:09 IST
'ମୁଁ ସବୁଦିନ ପୂଜାରେ କିଛି ସମୟ କାଟିଥାଏ’: ଡି.ୱାଇ.ଚନ୍ଦ୍ରଚୂଡ଼, ପୂର୍ବତନ ପ୍ରଧାନ ବିଚାରପତି
- Feb 19, 2025 11:08 IST
ଓଟିଭି MD ଜଗି ମଙ୍ଗତ ପଣ୍ଡାଙ୍କ ସ୍ବାଗତ ଭାଷଣରୁ ଆରମ୍ଭ ହେଲା ଫୋରସାଇଟ ୨୦୨୫।
- Feb 19, 2025 10:55 IST
ଆଜି ଓଟିଭିର ବାର୍ଷିକ ଚିନ୍ତନ ଅଧିବେଶନ
- Feb 19, 2025 10:48 IST
ଆରମ୍ଭ ହେଲା ଓଟିଭିର ପଞ୍ଚଦଶ ଫୋରସାଇଟ୍ କାର୍ଯ୍ୟକ୍ରମ
- Feb 19, 2025 10:43 IST
ଓଟିଭିର ପଞ୍ଚଦଶ ଫୋରସାଇଟ୍ କାର୍ଯ୍ୟକ୍ରମ
- Feb 19, 2025 09:36 IST
ଆଜି ଓଟିଭିର ବାର୍ଷିକ ଚିନ୍ତନ ଅଧିବେଶନ ଫୋରସାଇଟ୍-୨୦୨୫
- Feb 19, 2025 09:28 IST
ଓଟିଭି ଫୋରସାଇଟ୍ ୨୦୨୫
ଆଜି ଅନୁଷ୍ଠିତ ହେବ ଓଟିଭିର ବାର୍ଷିକ ଚିନ୍ତନ ଅଧିବେଶନ ଫୋରସାଇଟ୍-୨୦୨୫ । ଏହି ଅବସରରେ ଦେଶ ତଥା ରାଜ୍ୟର ବିଭିନ୍ନ ପ୍ରସଙ୍ଗ ଉପରେ ଚାଲିବ ଚିନ୍ତନ ଓ ଚର୍ଚ୍ଚା ଆଲୋଚନା । ଦେଶ ଓ ରାଜ୍ୟର ବିକାଶ, ରାଜନୀତି, ଷ୍ଟାର୍ଟଅପ୍, ସିନେମା ଆଦି ପ୍ରସଙ୍ଗରେ ହେବ ମାନସମନ୍ଥନ । ଅଧିକ ପଢ଼ନ୍ତୁ...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1739935549.jpg)