ଜଗତର ଠାକୁର ସେ ଜଗନ୍ନଥ। ମନୁଆ ଠାକୁର ସେ। ହେଲେ ରାଜାଙ୍କ ପରି ଚଳଣୀ। ଆଜି ରଥରେ ବସି ମହଣ ମହଣ ସୁନାରେ ଝଲସୁଛନ୍ତି କାଳିଆ ସାଆନ୍ତ। ଚର୍ମ ଚକ୍ଷୁରେ ମହାବାହୁଙ୍କ ଦୁର୍ଲଭ ବେଶ ଦେଖିଲେ ଲକ୍ଷ ଲକ୍ଷ ଭକ୍ତ.
21:52 PM
ଲୀଳାମୟ ବଡ଼ଠାକୁରଙ୍କ ଦୁର୍ଲଭ ଓ ଦିବ୍ୟ ସୁନାବେଶର ସାନିଧ୍ୟ ପାଉଛନ୍ତି ଶହ ଶହ ଶ୍ରଦ୍ଧାଳୁ। ରଥାରୁଢ଼ ଶ୍ରୀଜିଉଙ୍କ ସୁନାବେଶ ଦେଖିବାକୁ ଜନସମୁଦ୍ର ପାଲଟିଛି ପୁରୀ ବଡ଼ଦାଣ୍ଡ। ପୂର୍ବ ନୀତି ନିର୍ଘଣ୍ଟ ଅନସାରେ ରତ୍ନ ଭଣ୍ଡାରରୁ ମହଣ ମହଣ ସୁନା ଅଳଙ୍କାର ଆସି ଶ୍ରୀଅଙ୍ଗରେ ଲାଗି ହୋଇଛନ୍ତି।
20:23 PM
20:07 PM
ଲୀଳାମୟ ବଡ଼ଠାକୁରଙ୍କ ଦୁର୍ଲଭ ଓ ଦିବ୍ୟ ସୁନାବେଶର ସାନିଧ୍ୟ ପାଉଛନ୍ତି ଶହ ଶହ ଶ୍ରଦ୍ଧାଳୁ । ରଥାରୁଢ଼ ଶ୍ରୀଜିଉଙ୍କ ସୁନାବେଶ ଦେଖିବାକୁ ଜନସମୁଦ୍ର ପାଲଟିଛି ପୁରୀ ବଡ଼ଦାଣ୍ଡ । ପୂର୍ବ ନୀତି ନିର୍ଘଣ୍ଟ ଅନସାରେ ରତ୍ନ ଭଣ୍ଡାରରୁ ମହଣ ମହଣ ସୁନା ଅଳଙ୍କାର ଆସି ଶ୍ରୀଅଙ୍ଗରେ ଲାଗି ହୋଇଛନ୍ତି । ବଡ଼ଠାକୁର ଶ୍ରୀବଳଭଦ୍ର ଶ୍ରୀପୟର, ଶ୍ରୀଭୁଜ, କିରିଟି, ଘାଗଡାମାଳି, କଦମ୍ବମାଳି, କାନ କୁଣ୍ଡଳ, କମରପଟି,ଆଡକାନି, ଚନ୍ଦ୍ରିକା, ସେବତୀ ମାଳି, ବାଘନଖ ମାଳି, ବାହାଡାମାଳି, ଅସ୍ତ୍ରହଳ ଓ ମୁଷଳ, ତିଳକ, ତ୍ରୀଖଣ୍ଡିକା,ଓ ଝୋବାକଣ୍ଠି,ଆଦି ଲାଗି ହୋଇଛନ୍ତି ।
18:28 PM
17:55 PM
17:50 PM
17:42 PM
17:39 PM
17:33 PM
17:33 PM
17:31 PM
17:30 PM
17:29 PM
17:28 PM
17:28 PM
17:12 PM
17:10 PM
17:10 PM
17:09 PM
17:09 PM
17:08 PM
17:08 PM
17:07 PM
16:44 PM
16:44 PM
16:32 PM
16:25 PM
16:23 PM
16:13 PM
16:12 PM
15:58 PM
15:42 PM
ଝିଅର ସଫଳତାରେ ମାଆ ଏତେ ଖୁସି ଯେ, ଆଖିରୁ ଝରି ଆସୁଛି ଲୁହ । କଷ୍ଟକରି ଯାହାକୁ ପାଠ ପଢାଇଥିଲା ସିଏ ଆଜି ତାର ମାନ ରଖିଛି। ହେଲେ ଝିଅର ସ୍ୱପ୍ନକୁ କେମିତି ପୂରଣ କରାଯିବ ସେଇ ଚିନ୍ତା ଏବେ ଘାରିଛି ପୂରା ପରିବାରକୁ । ସ୍ଥିତି ଏମିତି ହେଲାଣି ଯେ, କଷ୍ଟେମଷ୍ଟେ ସିନା ଝିଅ ମାଟ୍ରିକ ପର୍ଯ୍ୟନ୍ତ ଆସିଲା ହେଲେ କଲେଜ୍ ଯିବା ପାଇଁ ଯେତେ ଟଙ୍କା ଆବଶ୍ୟକ ସେ ସମ୍ଭଳ କିନ୍ତୁ ପରିଆର ପାଖରେ ନାହିଁ, ଏବେ କଣ ହେବ? ଝିଅ କେମିତି ପଢିବ ତାହାକୁ ନେଇ ଚିନ୍ତାରେ ପୂରା ପରିବାର।
15:32 PM
ଭକ୍ତମାନେ ରାତି ୧୧ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ବା ରାଜରାଜେଶ୍ୱର ଦର୍ଶନ କରିପାରିବେ। ଅଧିକ ପଢ଼ନ୍ତୁ...