Advertisment

ଆଜି ସୁନାବେଶ: ଝଲସୁଛନ୍ତି ମହାବାହୁ

ଜଗତର ଠାକୁର ସେ ଜଗନ୍ନଥ। ମନୁଆ ଠାକୁର ସେ। ହେଲେ ରାଜାଙ୍କ ପରି ଚଳଣୀ।

ଅଦ୍ୟତନ ହୋଇଛି
Suna Besha 2022

Suna Besha 2022

Advertisment

ଜଗତର ଠାକୁର ସେ ଜଗନ୍ନଥ। ମନୁଆ ଠାକୁର ସେ। ହେଲେ ରାଜାଙ୍କ ପରି ଚଳଣୀ। ଆଜି ରଥରେ ବସି ମହଣ ମହଣ ସୁନାରେ ଝଲସୁଛନ୍ତି କାଳିଆ ସାଆନ୍ତ। ଚର୍ମ ଚକ୍ଷୁରେ ମହାବାହୁଙ୍କ ଦୁର୍ଲଭ ବେଶ ଦେଖିଲେ ଲକ୍ଷ ଲକ୍ଷ ଭକ୍ତ.

Advertisment
  • Jul 10, 2022 21:52 IST

    ସୁନାବେଶରେ ଶ୍ରୀଜିଉ: ଥରୁଟିଏ ଦେଖିଦେଲେ ତୃପ୍ତ ହୋଇଯିବ ଏ ଆଖି

    ଲୀଳାମୟ ବଡ଼ଠାକୁରଙ୍କ ଦୁର୍ଲଭ ଓ ଦିବ୍ୟ ସୁନାବେଶର ସାନିଧ୍ୟ ପାଉଛନ୍ତି ଶହ ଶହ ଶ୍ରଦ୍ଧାଳୁ। ରଥାରୁଢ଼ ଶ୍ରୀଜିଉଙ୍କ ସୁନାବେଶ ଦେଖିବାକୁ ଜନସମୁଦ୍ର ପାଲଟିଛି ପୁରୀ ବଡ଼ଦାଣ୍ଡ। ପୂର୍ବ ନୀତି ନିର୍ଘଣ୍ଟ ଅନସାରେ ରତ୍ନ ଭଣ୍ଡାରରୁ ମହଣ ମହଣ ସୁନା ଅଳଙ୍କାର ଆସି ଶ୍ରୀଅଙ୍ଗରେ ଲାଗି ହୋଇଛନ୍ତି।

    ଅଧିକ ପଢନ୍ତୁ...

  • Jul 10, 2022 20:23 IST

    ସୁନାବେଶରେ ସଜେଇ ହୋଇଛନ୍ତି ତିନି ଠାକୁର.. ଝଲସୁଛି ଆପାଦମସ୍ତକ..

  • Jul 10, 2022 20:07 IST

    ଶ୍ରୀକ୍ଷେତ୍ରରେ ରଥାରୁଢ଼ ଶ୍ରୀଜିଉଙ୍କ ସୁନାବେଶ: ଭକ୍ତଙ୍କ ଭିଡ଼ରେ ଉଛୁଳୁଛି ବଡ଼ଦାଣ୍ଡ

    ଲୀଳାମୟ ବଡ଼ଠାକୁରଙ୍କ ଦୁର୍ଲଭ ଓ ଦିବ୍ୟ ସୁନାବେଶର ସାନିଧ୍ୟ ପାଉଛନ୍ତି ଶହ ଶହ ଶ୍ରଦ୍ଧାଳୁ । ରଥାରୁଢ଼ ଶ୍ରୀଜିଉଙ୍କ ସୁନାବେଶ ଦେଖିବାକୁ ଜନସମୁଦ୍ର ପାଲଟିଛି ପୁରୀ ବଡ଼ଦାଣ୍ଡ । ପୂର୍ବ ନୀତି ନିର୍ଘଣ୍ଟ ଅନସାରେ ରତ୍ନ ଭଣ୍ଡାରରୁ ମହଣ ମହଣ ସୁନା ଅଳଙ୍କାର ଆସି ଶ୍ରୀଅଙ୍ଗରେ ଲାଗି ହୋଇଛନ୍ତି । ବଡ଼ଠାକୁର ଶ୍ରୀବଳଭଦ୍ର ଶ୍ରୀପୟର, ଶ୍ରୀଭୁଜ, କିରିଟି, ଘାଗଡାମାଳି, କଦମ୍ବମାଳି, କାନ କୁଣ୍ଡଳ, କମରପଟି,ଆଡକାନି, ଚନ୍ଦ୍ରିକା, ସେବତୀ ମାଳି, ବାଘନଖ ମାଳି, ବାହାଡାମାଳି, ଅସ୍ତ୍ରହଳ ଓ ମୁଷଳ, ତିଳକ, ତ୍ରୀଖଣ୍ଡିକା,ଓ ଝୋବାକଣ୍ଠି,ଆଦି ଲାଗି ହୋଇଛନ୍ତି ।

    ଅଧିକ ପଢନ୍ତୁ...

  • Jul 10, 2022 18:28 IST

    ଏତେ ଓଜନ ଏ ଅଳଙ୍କାର ଯେ, ଜଣେ ଉଠାଇବା କଷ୍ଟ...

  • Jul 10, 2022 17:55 IST

    ଆପାଦମସ୍ତକ ସୁନାରେ ଛାଉଣି କାଳିଆ ସାଆନ୍ତ... ଦେଖି ନିଅ ଥରେ ଆଖି ପୁରେଇ... ମନ ଭରି...

  • Jul 10, 2022 17:50 IST

    ଥରେ ଦେଖ ତା'ର ବଦନକୁ...

  • Jul 10, 2022 17:42 IST

    ଏ ପୁଷ୍ପ ଗୁଚ୍ଛର ନାମ କଣ ?

  • Jul 10, 2022 17:39 IST

    ଦେଖନ୍ତୁ କାଳିଆର ସୁନା ବେଶ...

  • Jul 10, 2022 17:33 IST

    ବଡ଼ଦାଣ୍ଡରେ ବିଦେଶୀ ଭକ୍ତଙ୍କ କଣ୍ଠରେ ଜୟ ଜଗନ୍ନାଥ...

  • Jul 10, 2022 17:33 IST

    ଗହଳି ଯେତିକି ହରିବୋଲ ହୁଳହୁଳି ଶୁଭୁଛି ସେତିକି

  • Jul 10, 2022 17:31 IST

    ଦିବ୍ୟ ବେଶ ଦେଖିବାକୁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ଼

  • Jul 10, 2022 17:30 IST

    ଶ୍ରୀଜିଉଙ୍କ ରାଜରାଜେଶ୍ୱରୀ ବେଶ

  • Jul 10, 2022 17:29 IST

    ରାତି ୧୧ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ

  • Jul 10, 2022 17:28 IST

    ରଥ ଉପରକୁ ଅଣାଯାଉଛି ଶ୍ରୀଜିଉଙ୍କ ଅଲଙ୍କାର

  • Jul 10, 2022 17:28 IST

    ଶ୍ରୀଜିଉଙ୍କ ସୁନାବେଶ ପ୍ରକ୍ରିୟା ଆରମ୍ଭ

  • Jul 10, 2022 17:12 IST

    ଏ ଅଳଙ୍କାରଟିର ନାମ କଣ?

  • Jul 10, 2022 17:10 IST

    ଭଣ୍ଡାର ଘରୁ ରଥ ଉପରକୁ ଅଣାଯାଉଛି ଶ୍ରୀଜିଉଙ୍କ ଦିବ୍ୟ ଅଳଙ୍କାର

  • Jul 10, 2022 17:10 IST

    ରଥରେ ବସିଛନ୍ତି କୁନିକୁନି ସେବାୟତ

  • Jul 10, 2022 17:09 IST

    ଶ୍ରୀଜିଉଙ୍କ ରାଜରାଜେଶ୍ୱରୀ ବେଶ

  • Jul 10, 2022 17:09 IST

    ଦିବ୍ୟ ବେଶ ଦେଖିବାକୁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ଼

  • Jul 10, 2022 17:08 IST

    ମହଣ ମହଣ ସୁନାରେ ସଜେଇ ହେବେ ଶ୍ରୀଜିଉ

  • Jul 10, 2022 17:08 IST

    ଲକ୍ଷଲକ୍ଷ ଭକ୍ତଙ୍କ ଗହଣରେ ଆସୁଛି ମହଣମହଣ ସୁନାରେ ତିଆରି ଅଳଙ୍କାର...

  • Jul 10, 2022 17:07 IST

    ସୁବର୍ଣ୍ଣ ଅଳଙ୍କାର ଆସି ପହଞ୍ଚିଗଲାଣି ରଥ ଉପରେ...

  • Jul 10, 2022 16:44 IST

    ମହାପ୍ରଭୁଙ୍କ ସୁନାବେଶ ଦେଖିଲେ ରାହୁପୀଡା ଦୂର ହୁଏ ବୋଲି କୁହନ୍ତି

  • Jul 10, 2022 16:44 IST

    ମହାପ୍ରଭୁଙ୍କ ସର୍ବଶେଷ୍ଠ ଦୃଶ୍ୟ ଦେଖିବାର ସୌଭାଗ୍ୟ ପାଇବେ ହଜାର ହଜାର ଭକ୍ତ

  • Jul 10, 2022 16:32 IST

    ଶ୍ରୀବିଗ୍ରହଙ୍କ ସୁନାବେଶ ପୂର୍ବରୁ ରଥାରୂଢ଼ ତିନି ଠାକୁରଙ୍କ ଚାଲିଛି ନୀତିକାନ୍ତି

  • Jul 10, 2022 16:25 IST

    ମହାପ୍ରଭୁଙ୍କ ସୁନାବେଶର ଅନ୍ୟ ନାଁଟି କଣ ଜାଣିଛନ୍ତି କି?

  • Jul 10, 2022 16:23 IST

    #ସୁନାବେଶ_ଲାଗି_ପ୍ରକ୍ରିୟା_ଆରମ୍ଭ

  • Jul 10, 2022 16:13 IST

    ସୁନାବେଶ କାହିଁକି ଧାରଣ କରନ୍ତି ମହାବାହୁ?

  • Jul 10, 2022 16:12 IST

    ଐଶ୍ୱର୍ଯ୍ୟର ଦେବତା ସେ କାଳିଆ ସାଆନ୍ତ

  • Jul 10, 2022 15:58 IST

    ରଥ ଉପରେ ମହଣ ମହଣ ସୁନାରେ ସଜେଇ ହେବେ ଶ୍ରୀଜିଉ

  • Jul 10, 2022 15:42 IST

    ମହାପ୍ରଭୁଙ୍କ ସୁନାବେଶ ପଛରେ କାହାର ରହିଛି ବିଶେଷ ଅବଦାନ

    ଝିଅର ସଫଳତାରେ ମାଆ ଏତେ ଖୁସି ଯେ, ଆଖିରୁ ଝରି ଆସୁଛି ଲୁହ । କଷ୍ଟକରି ଯାହାକୁ ପାଠ ପଢାଇଥିଲା ସିଏ ଆଜି ତାର ମାନ ରଖିଛି। ହେଲେ ଝିଅର ସ୍ୱପ୍ନକୁ କେମିତି ପୂରଣ କରାଯିବ ସେଇ ଚିନ୍ତା ଏବେ ଘାରିଛି ପୂରା ପରିବାରକୁ । ସ୍ଥିତି ଏମିତି ହେଲାଣି ଯେ, କଷ୍ଟେମଷ୍ଟେ ସିନା ଝିଅ ମାଟ୍ରିକ ପର୍ଯ୍ୟନ୍ତ ଆସିଲା ହେଲେ କଲେଜ୍‌ ଯିବା ପାଇଁ ଯେତେ ଟଙ୍କା ଆବଶ୍ୟକ ସେ ସମ୍ଭଳ କିନ୍ତୁ ପରିଆର ପାଖରେ ନାହିଁ, ଏବେ କଣ ହେବ? ଝିଅ କେମିତି ପଢିବ ତାହାକୁ ନେଇ ଚିନ୍ତାରେ ପୂରା ପରିବାର।

    ଅଧିକ ପଢନ୍ତୁ...

  • Jul 10, 2022 15:32 IST

    ଆଜି ମହଣ ମହଣ ସୁନାରେ ସଜେଇ ହେବେ ଶ୍ରୀଜିଉ

    ଭକ୍ତମାନେ ରାତି ୧୧ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ବା ରାଜରାଜେଶ୍ୱର ଦର୍ଶନ କରିପାରିବେ। ଅଧିକ ପଢ଼ନ୍ତୁ...

Suna Besha Suna Besha 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ