• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Cyclone Dana Emergency Helpline Numbers

ଜରୁରୀକାଳିନ ହେଲ୍ପ ଲାଇନ୍ ନମ୍ବରCYCLONE DANA

Live Updates : From The News Room

Snana Purnima 2024 LIVE Updates: ସୁନାକୂଅର ସୁବାସିତ ଜଳରେ ସ୍ନାନ କଲେ ଶ୍ରୀଜିଉ

Odisha

ସ୍ନାନମଣ୍ଡପରେ ଶ୍ରୀଜିଉ । ଚାଲିଛି ଦିବ୍ୟ ନୀତିକାନ୍ତି । ବଡ଼ଦାଣ୍ଡରେ ଲାଗିଛି ଭକ୍ତଙ୍କ ଗହଳି ଚହଳି। ସ୍ନାନବେଦିରେ ପ୍ରଭୁଙ୍କୁ ଦର୍ଶନ କରି ପବିତ୍ର ହେଲା ଚର୍ମଚକ୍ଷୁ । ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ପାଳନ ହୁଏ ସ୍ନାନ ପୂର୍ଣ୍ଣିମା । ଏହି ଦିନ ଶ୍ରୀମନ୍ଦିରର ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପାରମ୍ପରିକ ରୀତିରେ ବେଦଧ୍ୱନି ପୂର୍ବକ ୧୦୮ କଳସୀ ଜଳରେ ସ୍ନାନ କରାଯାଏ । ଏହା ପରେ ଦିଅଁମାନଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଏ । ବର୍ଷରେ ଥରୁଟିଏ ମହାପ୍ରଭୁ ଭାଇଭଉଣୀଙ୍କ ସହିତ ଏମିତି ଜଳସ୍ନାନ କରନ୍ତି, ଅନ୍ୟ ସମୟରେ ତାଙ୍କୁ ମନ୍ତ୍ରସ୍ନାନ କରାଯାଏ । ଏହି ଦିନକୁ ଜଗନ୍ନାଥଙ୍କର ଜନ୍ମଦିନ ରୂପରେ ମଧ୍ୟ ପାଳନ କରାଯାଇଥାଏ । ଏସବୁ ଦିବ୍ୟକଥାର ଟିକିନିଖି ଖବର ଜାଣିବା ପାଇଁ otvkhabar.in କୁ ଲଗ୍‌ଇନ୍ କରନ୍ତୁ।

Snana Purnima

18:12 PM(7 months ago )

ଗଜବେଶରେ ସଜେଇ ହେଉଛନ୍ତି ମହାପ୍ରଭୁ

Posted by: Manoranjan Behera

18:11 PM(7 months ago )

କାହିଁକି ଗଜ ବେଶ ହୁଅନ୍ତିନି ଦେବୀ ସୁଭଦ୍ରା ?

Posted by: Manoranjan Behera

18:08 PM(7 months ago )

ଗଜପତି ମହାରାଜାଙ୍କ ଦ୍ୱାରା ଛେରା ପହଁରା ନୀତି ସମ୍ପନ୍ନ

Posted by: Manoranjan Behera

17:38 PM(7 months ago )

ମହାପ୍ରଭୁଙ୍କ କେତେ ବେଶ ?

Posted by: Manoranjan Behera

17:37 PM(7 months ago )

ଜଳ ସ୍ନାନ ପରେ ଗଜାନନ ବେଶରେ ମହାପ୍ରଭୁ

Posted by: Manoranjan Behera

17:36 PM(7 months ago )

ଭକ୍ତି କେତେ ପ୍ରକାର ?

Posted by: Manoranjan Behera

16:59 PM(7 months ago )

ସୁନାକୂଅ ଜଳରେ ସ୍ନାନ କାରୁଛନ୍ତି ମହାବାହୁ

Posted by: Manoranjan Behera

16:59 PM(7 months ago )

ସ୍ନାନ ମଣ୍ଡପରେ ବିଜେ ମଦନମୋହନ

Posted by: Manoranjan Behera

16:35 PM(7 months ago )

ସ୍ନାନ ମଣ୍ଡପରେ ମଙ୍ଗଳ ଆଳତି

Posted by: Manoranjan Behera

16:21 PM(7 months ago )

ରାଜନଅରରୁ ଏମିତି ଆସିଲେ ଗଜପତି ମହାରାଜା.

Posted by: Manoranjan Behera

16:20 PM(7 months ago )

ନୀଳଚକ୍ରର ଉପରଭାଗରେ ଶୋଭାପାଉଥିବା ବାନାର ନାମ ପତିତପାବନ କାହିଁକି ?

Posted by: Manoranjan Behera

16:19 PM(7 months ago )

କେଉଁ ଫୁଲ ମହାପ୍ରଭୁଙ୍କ ପ୍ରିୟ ?

Posted by: Manoranjan Behera

16:11 PM(7 months ago )

ଭିଜିଲା କାଳିଆ ଭିଜିଲେ ଭକ୍ତ

Posted by: Manoranjan Behera

16:10 PM(7 months ago )

୨୨ ଗରା ଜଳରେ ଦେବୀ ସୁଭଦ୍ରାଙ୍କ ଦିବ୍ୟ ସ୍ନାନ

Posted by: Manoranjan Behera

16:10 PM(7 months ago )

୩୩ ଗରା ଜଳରେ ଦିବ୍ୟ ସ୍ନାନ କଲେ ବଡ଼ ଠାକୁର

Posted by: Manoranjan Behera

16:09 PM(7 months ago )

୩୫ ଗରା ଜଳରେ କାଳିଆ ସାଆନ୍ତଙ୍କ ଦିବ୍ୟ ସ୍ନାନ

Posted by: Manoranjan Behera

15:34 PM(7 months ago )

କାଳିଆ ଦର୍ଶନରେ ଭକ୍ତ କୃତ୍ୟ କୃତ୍ୟ

Posted by: Manoranjan Behera

15:33 PM(7 months ago )

ସ୍ନାନ ମଣ୍ଡପରେ କଳା ଗୋଷାଇଁ

Posted by: Manoranjan Behera

15:32 PM(7 months ago )

ଝିପିଝିପି ବର୍ଷାରେ ଓଦାହୋଇ ଭକ୍ତିରେ ଝୁମିଲେ ଭକ୍ତ

Posted by: Manoranjan Behera

15:31 PM(7 months ago )

ତୋ ଚକା ଆଖିରେ ଆଖି ମିଶିଗଲେ.. ମୁଁ ସବୁ ଦୁଃଖ ଭୁଲିଯାଏରେ..

Posted by: Manoranjan Behera

15:30 PM(7 months ago )

୧୦୮ ଗରା ସୁବାସିତ ଜଳରେ ସ୍ନାନ କଲେ ଶ୍ରୀଜିଉ

Posted by: Manoranjan Behera

15:29 PM(7 months ago )

ହାତୀ ବେଶରେ ଦର୍ଶନ ଦେବ କାଳିଆ

Posted by: Manoranjan Behera

14:32 PM(7 months ago )

ଦାରୁ ଦିଅଁଙ୍କ ଦିବ୍ୟସ୍ନାନ; ସ୍ନାନ ବେଦୀରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କଲେ ଶ୍ରୀଜିଉ

Posted by: Santosh Kumar Sahoo

14:26 PM(7 months ago )

‘ମହାପ୍ରଭୁ ନିଜ କାମ ନିଜେ କରନ୍ତି’

Posted by: Santosh Kumar Sahoo

14:21 PM(7 months ago )

'ଜଗନ୍ନାଥଙ୍କୁ ଦର୍ଶନ କଲେ ପାପ ଧୋଇଯାଏ'

Posted by: Santosh Kumar Sahoo

14:20 PM(7 months ago )

ଜଗନ୍ନାଥ ସ୍ୱାମୀଙ୍କ ଅପୂର୍ବ ସ୍ନାନୋତ୍ସବର ଲୀଳାକୁ ଦର୍ଶନ କରିବା ପାଇଁ ସବୁରି ମନରେ ଉତ୍କଣ୍ଠା।

Posted by: Santosh Kumar Sahoo

14:09 PM(7 months ago )

ଭକ୍ତିମୟ ଶ୍ରୀକ୍ଷେତ୍ର, ସ୍ନାନବେଦୀରେ ପ୍ରସ୍ତୁତ ସ୍ନାନ ଜଳ। ମହାପ୍ରଭୁ ସ୍ନାନ ବେଦୀରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କଲେ ଶ୍ରୀଜିଉ..

Posted by: Santosh Kumar Sahoo

14:05 PM(7 months ago )

ଦିବ୍ୟସ୍ନାନ ପୂର୍ବରୁ ମହାପ୍ରଭୁଙ୍କ ଦେବସ୍ନାନ

Posted by: Santosh Kumar Sahoo

13:59 PM(7 months ago )

ଶ୍ରୀଅଙ୍ଗରେ ଲାଗିହେଲା ସୁନା କୂଅର ଦିବ୍ୟଜଳ

Posted by: Santosh Kumar Sahoo

13:58 PM(7 months ago )

‘ସେ ସବୁ ଧର୍ମର ଠାକୁର ... ତେଣୁ ସବୁ ଧର୍ମର ଲୋକ ଦର୍ଶନ କରୁଛନ୍ତି’

Posted by: Santosh Kumar Sahoo

13:57 PM(7 months ago )

୧୦୮ ଗରା ଜଳରେ ସ୍ନାନ କରୁଛନ୍ତି ଶ୍ରୀଜିଉ

Posted by: Santosh Kumar Sahoo

13:48 PM(7 months ago )

ପୁରୀରେ ଝିପିଝିପି ବର୍ଷା, ଭିଜିଲେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ

Posted by: Santosh Kumar Sahoo

13:47 PM(7 months ago )

ଜଗନ୍ନାଥଙ୍କ ମୁଖରେ ଅଲୌକିକ ଆଭା ଦେଖି ଭକ୍ତ ଆଚମ୍ୱିତ

Posted by: Santosh Kumar Sahoo

13:46 PM(7 months ago )

କେଉଁ କେଉଁ ନଦୀର ଜଳରେ ସ୍ନାନ କରନ୍ତି ଶ୍ରୀଜିଉ?

Posted by: Santosh Kumar Sahoo

13:46 PM(7 months ago )

କୂଅର ନାମ ସୁନାକୂଅ କାହିଁକି ? କାହିଁକି ଆସେ ସୁନାକୂଅର ଜଳ?

Posted by: Santosh Kumar Sahoo

13:34 PM(7 months ago )

ଉପରେ ଗାଧାଉ ଥିଲା କାଳିଆ, ତଳେ ଭିଜି ଭିଜି ନାଚୁଥିଲେ ଭକ୍ତ

Posted by: Santosh Kumar Sahoo

13:33 PM(7 months ago )

ପୁଞ୍ଜା ପୁଞ୍ଜା ସୁଗନ୍ଧିତ ଫୁଲରେ ବେଶ ହେଲେ କାଳିଆ ଠାକୁର...

Posted by: Santosh Kumar Sahoo

13:32 PM(7 months ago )

ସ୍ନାନ ମଣ୍ଡପରେ ହୁଏ କେଉଁ କେଉଁ ନୀତି ?

Posted by: Santosh Kumar Sahoo

13:25 PM(7 months ago )

ଗରାବଡ଼ୁ ସେବକଙ୍କ ଦ୍ୱାରା କରାଯାଉଛି ଜଳ ବିଜେ ନୀତି

Posted by: Santosh Kumar Sahoo

13:22 PM(7 months ago )

ବଡ଼ଦାଣ୍ଡରେ ଭକ୍ତ କଲେ ଜଳକ୍ରୀଡ଼ା

Posted by: Santosh Kumar Sahoo

13:16 PM(7 months ago )

'ମହାପ୍ରଭୁଙ୍କ ରତ୍ନ ଚାନ୍ଦୁଆ ଖୋଲୁ ଖୋଲୁ ମହାପ୍ରଭୁଙ୍କ ଦେହର କଳା ଲାଗି ଆମ ଦେହ କଳା ହୋଇଯାଇଛି '

Posted by: Santosh Kumar Sahoo

13:10 PM(7 months ago )

ପାଦ ପାଣି ନାହିଁ ତାଙ୍କୁ ଧରିବ କିଏ, ସେ ପରା ବ୍ରହ୍ମ ସ୍ୱରୂପ, ଦେଖା ନଯାଏ

Posted by: Santosh Kumar Sahoo

13:09 PM(7 months ago )

ଅପୂର୍ବ ଏ ଦୃଶ୍ୟ...ସେପଟେ ଶ୍ରୀଜିଉଙ୍କ ସ୍ନାନ, ଏପଟେ ଭକ୍ତଙ୍କ ସ୍ନାନ

Posted by: Santosh Kumar Sahoo

ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରାରେ ଅମୃତର ଧାରା ଢାଳୁଛି ବର୍ଷା। ମେଘ ଜଳବିନ୍ଦୁରେ ସିକ୍ତ ହେଉଛି ପାବନ ପୁରୁଷୋତ୍ତମ କ୍ଷେତ୍ର। ଅଗଣିତ ଭକ୍ତଜନ ଭିଜୁଛନ୍ତି ଭକ୍ତିମିଶ୍ରିତ ବାରିଧିରେ। ଅଧିକ ପଢ଼ନ୍ତୁ...

 

13:08 PM(7 months ago )

'ଠିକ୍ ସମୟରେ ହେବ ସମସ୍ତ ନୀତି'

Posted by: Santosh Kumar Sahoo

13:03 PM(7 months ago )

'ମହାପ୍ରଭୁଙ୍କ ଆଶୀର୍ବାଦରୁ ସବୁ କିଛି ସୁରୁଖୁରୁରେ ହେବ’

Posted by: Santosh Kumar Sahoo

12:57 PM(7 months ago )

ତାଙ୍କଠାରୁ ଆଉ ଅଧିକ କୃପା କାହାର ଅଛି

Posted by: Santosh Kumar Sahoo

12:55 PM(7 months ago )

ସବୁ ଅବତାର ପ୍ରଭୁ ତୁମରି ଠାରେ

Posted by: Santosh Kumar Sahoo

12:55 PM(7 months ago )

'ବେଶ ଆପେ ଆପେ ହୋଇଗଲା'

Posted by: Santosh Kumar Sahoo

12:53 PM(7 months ago )

କାଳିଆ ବଡ଼ ରସିକ ଠାକୁର

Posted by: Santosh Kumar Sahoo

12:53 PM(7 months ago )

କାଳିଆ ଠାରୁ କୃପାଳୁ କିଏ ଅଛି ?

Posted by: Santosh Kumar Sahoo

12:52 PM(7 months ago )

ପ୍ରବଳ ବର୍ଷାରେ ଭକ୍ତ ଓ ଭଗବାନ କଲେ ସ୍ନାନ

Posted by: Santosh Kumar Sahoo

12:35 PM(7 months ago )

ସ୍ନାନ ପୂର୍ଣ୍ଣିମା କାହା ପାଇଁ କେମିତି... କ’ଣ କହୁଛନ୍ତି ଭକ୍ତ, ଶୁଣନ୍ତୁ...

Posted by: Santosh Kumar Sahoo

ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଆଜି ଦାରୁଦିଅଁଙ୍କ ଦିବ୍ୟସ୍ନାନ । ସଜେଇ ହୋଇଛି ସ୍ନାନବେଦି । ଆଜି ସ୍ନାନବେଦିରୁ ଗଜବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ । ଏଥିପାଇଁ ଆରମ୍ଭ ହୋଇସାରିଛି ବ୍ୟାପକ ପ୍ରସ୍ତୁତି । ଅଧିକ ପଢ଼ନ୍ତୁ...

 

12:26 PM(7 months ago )

ସ୍ନାନବେଦିରେ ଚତୁର୍ଦ୍ଧାମୂର୍ତ୍ତି ... ଆହା କି ସୁନ୍ଦର ଦୃଶ୍ୟ

Posted by: Santosh Kumar Sahoo

ସ୍ନାନ ବେଦୀରେ ଚତୁର୍ଦ୍ଧାମୂର୍ତ୍ତି .. ଆହା କି ସୁନ୍ଦର ଦୃଶ୍ୟ .. ଦିଶେ କେଡ଼େ ମନଲୋଭା ... ସେ ବାଙ୍କଚାହାଣୀ .. ସେ ମନ୍ଦ ମନ୍ଦ ମୁରୁକି ହସ ... ସତେ କି ସ୍ୱର୍ଗ ତୃପ୍ତି ...ଅଧିକ ପଢ଼ନ୍ତୁ...

12:14 PM(7 months ago )

ସେ ଚାହିଁଲେ ଧରା ଦିଅନ୍ତି, ସେ ଚାହିଁଲେ ଧରା ଦିଅନ୍ତି ନାହିଁ

Posted by: Santosh Kumar Sahoo

12:14 PM(7 months ago )

ସେ ଚାହିଁଲେ ଧରା ଦିଅନ୍ତି, ସେ ଚାହିଁଲେ ଧରା ଦିଅନ୍ତି ନାହିଁ

Posted by: Santosh Kumar Sahoo

12:13 PM(7 months ago )

ରୁଦ୍ଧା ହେଉଛନ୍ତି ଭଗବାନ

Posted by: Santosh Kumar Sahoo

12:12 PM(7 months ago )

ସେ ନିରାକାର ନିରଞ୍ଜନ .. ସେ ସର୍ବ ବେଦାନ୍ତ ସାର .. ସେ କଳ୍ପବୃକ୍ଷ .. ସେ ଶ୍ରୀପତି

Posted by: Santosh Kumar Sahoo

12:05 PM(7 months ago )

ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ଦାରୁଦିଅଁଙ୍କ ଦିବ୍ୟସ୍ନାନ...ଦେଖନ୍ତୁ କିଛି ଝଲକ

Posted by: Santosh Kumar Sahoo

ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଆଜି ଦାରୁଦିଅଁଙ୍କ ଦିବ୍ୟସ୍ନାନ । ସଜେଇ ହୋଇଛି ସ୍ନାନବେଦି । ଆଜି ସ୍ନାନବେଦିରୁ ଗଜାନନ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ । ଅଧିକ ପଢ଼ନ୍ତୁ... 

 

11:59 AM(7 months ago )

ସେ ପ୍ରେମର ଠାକୁର, ସେ ଭାବର ଠାକୁର

Posted by: Santosh Kumar Sahoo

11:58 AM(7 months ago )

ବର୍ଷ ତମାମ ଏ ସମସ୍ତ ନୀତି ଶ୍ରୀମନ୍ଦିରର ଗର୍ଭଗୃହରେ ସମାପ୍ତ ହୋଇଥାଏ । ଆଜି କିନ୍ତୁ ଏ ସବୁ ସ୍ନାନ ମଣ୍ତପରେ ହେଉଛି ।

Posted by: Santosh Kumar Sahoo

11:52 AM(7 months ago )

'ଆମେ ଜଗା ଜେଜେଙ୍କ ସେବା କରିବୁ'

Posted by: Santosh Kumar Sahoo

11:52 AM(7 months ago )

ଭକ୍ତଙ୍କ ସହ ମିଳନ ପାଇଁ ଆଜି ଶୋଇ ନାହାନ୍ତି ମହାପ୍ରଭୁ

Posted by: Santosh Kumar Sahoo

11:49 AM(7 months ago )

ସଜେଇ ହୋଇଛନ୍ତି ମହାବାହୁ । ମଥାରେ ଶୋଭା ପାଉଛି ଭଳିକି ଭଳି ଫୁଲ, ଗଳାରେ ପଡ଼ିଛି ତୁଳସୀ ମାଳ ।

Posted by: Santosh Kumar Sahoo

11:35 AM(7 months ago )

ଶ୍ରୀମନ୍ଦିର ବାହାରେ ଭକ୍ତ ଦେଖିଲେ ଶ୍ରୀଜିଉଙ୍କ ନୀତିକାନ୍ତି

Posted by: Santosh Kumar Sahoo

11:34 AM(7 months ago )

ମହାପ୍ରଭୁଙ୍କ ପ୍ରଥମ ସ୍ନାନ କଣ? ଆଜିର ଦିନଟି କାହିଁକି ମହାପ୍ରଭୁଙ୍କ ଜନ୍ମଦିନ ବୋଲି କୁହାଯାଏ ?

Posted by: Santosh Kumar Sahoo

11:34 AM(7 months ago )

୧୮ ହାତିଆ ଗାମୁଛା ପିନ୍ଧିଲେ ଜଗନ୍ନାଥ

Posted by: Santosh Kumar Sahoo

11:33 AM(7 months ago )

ମହାପ୍ରଭୁଙ୍କ ଭୋଗ ଭିତରେ ଘଣ୍ଟ ଛତା କାହାଳି ଭୋଗ କଣ? ଶୁଣନ୍ତୁ

Posted by: Santosh Kumar Sahoo

11:33 AM(7 months ago )

ଶ୍ରୀମୁଖ ଅଧର ପୋଛା ନୀତି ସମ୍ପନ୍ନ ହେଉଛି

Posted by: Santosh Kumar Sahoo

11:32 AM(7 months ago )

ସପ୍ତଗୋଟି ପର୍ବତରୁ ଅଟନ୍ତି ଯେ ଗରୁ, ନାମ ବହିଛନ୍ତି ଯେ ଅଚଳ ମହାମେରୁ

Posted by: Santosh Kumar Sahoo

11:32 AM(7 months ago )

ଦାରୁ ଦିଅଁଙ୍କ ଦିବ୍ୟ ସ୍ନାନ, କେତେ ଗରା ପାଣିରେ ସ୍ନାନ କରନ୍ତି ଚତୁର୍ଦ୍ଧାମୂର୍ତ୍ତି ?

Posted by: Santosh Kumar Sahoo

ଜ୍ୟେଷ୍ଠ ମାସର ପବିତ୍ର ପୁର୍ଣ୍ଣିମାକୁ ସ୍ନାନ ପୂର୍ଣ୍ଣିବା ବା ଦେବସ୍ନାନ ପୁର୍ଣ୍ଣିମା ବୋଲି କୁହାଯାଏ। ଏହି ଦିନ ରତ୍ନବେଦୀ ଛାଡି ସ୍ନାନବେଦୀକୁ ବିଜେ କରିଥାନ୍ତି ଶ୍ରୀଜିଉ। ୧୦୮ କଳସୀର ପବିତ୍ର ଜଳରେ ସ୍ନାନ କରିଥାନ୍ତି ମହାବାହୁ। ଧାଡି ପହଣ୍ଡିରେ ବିଜେ କରନ୍ତି ଠାକୁର। ପ୍ରଥମେ ସୁଦର୍ଶନ, ପରେ ବଳଭଦ୍ର ଓ ଦେବୀ ସୁଭଦ୍ରା ଆସିଥାନ୍ତି। ଶେଷରେ ସ୍ନାନ ମଣ୍ଡପକୁ ବିଜେ କରିଥାନ୍ତି ସମସ୍ତଙ୍କ ପ୍ରିୟ ଠାକୁର କାଳିଆ ସାଆନ୍ତ। ଅଧିକ ପଢ଼ନ୍ତୁ...

11:29 AM(7 months ago )

ଦେବସ୍ନାନ ଦର୍ଶନରେ କେଉଁ ପୂଣ୍ୟ ମିଳେ?

Posted by: Santosh Kumar Sahoo

11:13 AM(7 months ago )

କେଉଁ ପରିପ୍ରେକ୍ଷୀରେ ହୁଏ ଚତୁର୍ଦ୍ଧାମୂର୍ତ୍ତିଙ୍କ ମଞ୍ଚସ୍ନାନ?

Posted by: Santosh Kumar Sahoo

11:12 AM(7 months ago )

ବିଶ୍ୱ ପ୍ରାଣ, ବିଶ୍ୱ ଧାର, ବିଶ୍ୱ ଜୀବନ, ବିଶ୍ୱପତି

Posted by: Santosh Kumar Sahoo

11:11 AM(7 months ago )

ଏ ଆଡ଼ମ୍ବର .. ଏ ସାଜସଜ୍ଜା .. ସବୁ ସେଇ ବ୍ରହ୍ମାଣ୍ତ ଗୋସାଇଁ ପାଇଁ

Posted by: Santosh Kumar Sahoo

10:51 AM(7 months ago )

ଭଗବାନଙ୍କୁ ଦେଖିବାକୁ ଧାଇଁ ଆସିଛି ଭକ୍ତ

Posted by: Santosh Kumar Sahoo

10:50 AM(7 months ago )

ମହାପ୍ରଭୁଙ୍କ ଭବ୍ୟ ଦେବସ୍ନାନ ଦେଖିଲେ ମିଳେ କେଉଁ ପୂଣ୍ୟ ଫଳ?

Posted by: Santosh Kumar Sahoo

10:49 AM(7 months ago )

ମହାପ୍ରଭୁ କରୁଛନ୍ତି ମାନବ ଲୀଳା... ସ୍ନାନବେଦୀରୁ ଲକ୍ଷଲକ୍ଷ ଭକ୍ତଙ୍କୁ ଦେଉଛନ୍ତି ଦିବ୍ୟ ଦର୍ଶନ

Posted by: Santosh Kumar Sahoo

10:46 AM(7 months ago )

ଏହାକୁ ଜ୍ୟେଷ୍ଠ ସ୍ନାନ ଓ ଜଳ ବିଜେ ମଧ୍ୟ କୁହାଯାଏ

Posted by: Santosh Kumar Sahoo

10:46 AM(7 months ago )

ପ୍ରଣୀତା କୂଅ ଓ ଶୀତଳା କୂଅ ... କ'ଣ ଏହି ଦୁଇ କୂଅର ମହାତ୍ମ୍ୟ

Posted by: Santosh Kumar Sahoo

10:45 AM(7 months ago )

ସେ ଅନନ୍ୟ... ସେ ଦିବ୍ୟ .. ସେ ଦୁର୍ଲଭ ଦୃଶ୍ୟ

Posted by: Santosh Kumar Sahoo

10:44 AM(7 months ago )

ଦେବସ୍ନାନ ପୂର୍ଣ୍ଣିମା: ଜାଣନ୍ତୁ କେଉଁଠି କରିବେ ଗାଡ଼ି ପାର୍କିଂ, କେମିତି କରିବେ ଦର୍ଶନ

Posted by: Santosh Kumar Sahoo

10:41 AM(7 months ago )

ସ୍ନାନବେଦୀରେ ଶ୍ରୀବିଗ୍ରହଙ୍କ ଦିବ୍ୟ ଦର୍ଶନ

Posted by: Santosh Kumar Sahoo

10:25 AM(7 months ago )

ସ୍ନାନ ବେଦୀରେ ଚତୁର୍ଦ୍ଧାମୂର୍ତ୍ତି .. ଆହା କି ସୁନ୍ଦର ଦୃଶ୍ୟ

Posted by: Santosh Kumar Sahoo

10:16 AM(7 months ago )

କେତେବଳେ ହେବ ମହାପ୍ରଭୁଙ୍କ ଜଳବିଜେ ନୀତି?

Posted by: Santosh Kumar Sahoo

10:11 AM(7 months ago )

‘ଶ୍ରୀଜିଉଙ୍କ ଦିବ୍ୟସ୍ନାନ ଦେଖିଲେ ମୁକ୍ତି ମିଳିବ’

Posted by: Santosh Kumar Sahoo

10:07 AM(7 months ago )

ଲକ୍ଷ ଲକ୍ଷ ଭକ୍ତଙ୍କୁ ଦର୍ଶନ ଦେଲେ ମହାପ୍ରଭୁ

Posted by: Santosh Kumar Sahoo

09:55 AM(7 months ago )

ଭକ୍ତଙ୍କୁ କଣେଇ ଚାହିଁଲେ ମହାପ୍ରଭୁ...ଦର୍ଶନ ପାଇ ଧନ୍ୟ ହେଲେ ଭକ୍ତଗଣ

Posted by: Santosh Kumar Sahoo

09:55 AM(7 months ago )

ଭକ୍ତଙ୍କୁ ଚାହିଁଦେଲା କାଳିଆ..ମହାପ୍ରଭୁଙ୍କ ଅପୂର୍ବ ଚାହାଣି ଦେଖି ଲାଖିଗଲା ଭକ୍ତମନ...

Posted by: Santosh Kumar Sahoo

09:41 AM(7 months ago )

ଆଜି ଜଗତ ଦେଖିବ ମହାପ୍ରଭୁଙ୍କ ମଙ୍ଗଳ ଆଳତି

Posted by: Santosh Kumar Sahoo

09:39 AM(7 months ago )

ସମ୍ପନ୍ନ ହେଲା ମହାପ୍ରଭୁଙ୍କ ମଙ୍ଗଳ ଆଳତି

Posted by: Santosh Kumar Sahoo

09:37 AM(7 months ago )

ରତ୍ନ ସିଂହାସନ ଛାଡ଼ି ସ୍ନାନବେଦୀରେ ଚତୁର୍ଦ୍ଧା ମୂରତି

Posted by: Santosh Kumar Sahoo

09:20 AM(7 months ago )

'ମହାପ୍ରଭୁଙ୍କ ଆଗରେ ବିଭୋର ହୋଇ ନାଚୁଛୁ’

Posted by: Santosh Kumar Sahoo

09:19 AM(7 months ago )

ମହାପ୍ରଭୁଙ୍କ ଗତିରେ ରହିଛି ଜୀବନର ବ୍ରତ

Posted by: Santosh Kumar Sahoo

09:11 AM(7 months ago )

ଦିବ୍ୟ ମଣ୍ଡପରେ ଦିବ୍ୟସ୍ନାନ କରିବେ ଚତୁର୍ଦ୍ଧା ମୂରତି

Posted by: Santosh Kumar Sahoo

08:59 AM(7 months ago )

ଜଗନ୍ନାଥଙ୍କୁ କିଏ ବାନ୍ଧିଥିଲେ? କେମିତି ବାନ୍ଧିଥିଲେ ଶୁଣନ୍ତୁ ମହାୁପ୍ରଭୁଙ୍କ ଦିବ୍ୟ ଲୀଳା କଥାମୃତ...

Posted by: Santosh Kumar Sahoo

08:58 AM(7 months ago )

ହଲି ହଲି ଆସୁଛନ୍ତି କାଳିଆ ସାଆନ୍ତ

Posted by: Santosh Kumar Sahoo

08:54 AM(7 months ago )

କେତେ ବେଳେ ଚର୍ମ ଚକ୍ଷୁ ଓ ଦିବ୍ୟ ଚକ୍ଷୁର ସମ୍ପୂର୍ଣ୍ଣ ମିଳନ ହେବ, ତାକୁ ହିଁ ଅପେକ୍ଷା

Posted by: Santosh Kumar Sahoo

08:53 AM(7 months ago )

ବ୍ରହ୍ମାଣ୍ତ ଗୋସେଇଁଙ୍କ ଟାହିଆ ଧାରଣ ପଛରେ କାରଣ କ'ଣ

Posted by: Santosh Kumar Sahoo

08:52 AM(7 months ago )

ବର୍ଷକ ପରେ ଆଖିରେ ମିଶିଲା ଆଖି

Posted by: Santosh Kumar Sahoo

08:51 AM(7 months ago )

ଲକ୍ଷ ଲକ୍ଷ ଭକ୍ତଙ୍କୁ ଦର୍ଶନ ଦେଲେ ମହାପ୍ରଭୁ

Posted by: Santosh Kumar Sahoo

08:44 AM(7 months ago )

ଝଲସି ଦିଶିଲାଣି ଚକାଆଖି... ଭାବବିହ୍ୱଳ ଭକ୍ତ

Posted by: Santosh Kumar Sahoo

08:43 AM(7 months ago )

ମୋ ଭକ୍ତର ପତନ ନାହିଁ ... କାରଣ ସେ ତଳେ ପଡ଼ିଯିବା ପୂର୍ବରୁ ମୁଁ ଭକ୍ତଙ୍କୁ ଉଠାଇ ନିଏ

Posted by: Santosh Kumar Sahoo

08:43 AM(7 months ago )

ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା: ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ବଡ଼ଦାଣ୍ଡ ଲୋକାରଣ୍ୟ

Posted by: Santosh Kumar Sahoo

08:18 AM(7 months ago )

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦିବ୍ୟ ପହଣ୍ଡି ବେଳେ ଘଟିଲା ଅଲୌକିକ ଘଟଣା

Posted by: Santosh Kumar Sahoo

08:17 AM(7 months ago )

'ଆଜି ପ୍ରତ୍ୟକ୍ଷ ସ୍ନାନ କରିବେ ମହାପ୍ରଭୁ'

Posted by: Santosh Kumar Sahoo

08:15 AM(7 months ago )

ତତେ ଦେଖିବାକୁ ଏ ଭିଡ଼.. ତୁ ଭାବ ବିନୋଦିଆ.. ତୁ ରସିକନାଗର

Posted by: Santosh Kumar Sahoo

08:13 AM(7 months ago )

ଦିବ୍ୟସ୍ନାନ ଦେଖିବାକୁ ବଡଦାଣ୍ଡରେ ପ୍ରବଳ ଭିଡ଼

Posted by: Santosh Kumar Sahoo

08:07 AM(7 months ago )

ଭଗବାନଙ୍କୁ ଦେଖିବାକୁ ଆକୁଳ ଭକ୍ତ

Posted by: Santosh Kumar Sahoo

08:05 AM(7 months ago )

ସେ ଭକ୍ତ ବତ୍ସଳ ଭଗବାନ... ସେ ଲୀଳାମୟ

Posted by: Santosh Kumar Sahoo

08:04 AM(7 months ago )

ସ୍ନାନଯାତ୍ରାର ମାହାତ୍ମ୍ୟ କହିଲେ କାଳିଆର ଅଣଓଡ଼ିଆ ଭକ୍ତ

Posted by: Santosh Kumar Sahoo

08:03 AM(7 months ago )

କାଳିଆ ପାଇଁ କାନ୍ଦୁଛି ଭକ୍ତ

Posted by: Santosh Kumar Sahoo

08:03 AM(7 months ago )

ସ୍ନାନବେଦୀରେ କାଳିଆ ସାଆନ୍ତ

Posted by: Santosh Kumar Sahoo

08:02 AM(7 months ago )

ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା, ଗଜବେଶରେ ଦର୍ଶନ ଦେବେ ମହାପ୍ରଭୁ

Posted by: Santosh Kumar Sahoo

07:16 AM(7 months ago )

ହଲି ଦୋହଲି ସ୍ନାନ ମଣ୍ତପରେ ବିଜେ କରୁଛନ୍ତି ବଡ଼ଠାକୁର ବଳଭଦ୍ର

Posted by: Santosh Kumar Sahoo

07:15 AM(7 months ago )

ରତ୍ନବେଦୀ ଛାଡ଼ି ସ୍ନାନ ବେଦୀରେ ମହାପ୍ରଭୁ

Posted by: Santosh Kumar Sahoo

07:14 AM(7 months ago )

ଦେଖନ୍ତୁ କେମିତି ଅଛି ବଡ଼ଦାଣ୍ତର ଦୃଶ୍ୟ

Posted by: Santosh Kumar Sahoo

07:13 AM(7 months ago )

ଶ୍ରୀବତ୍ସ ଖଣ୍ଡଶାଳ ବାହାରେ ହେବ ଭକ୍ତ ଓ ଭଗବାନଙ୍କ ମିଳନ

Posted by: Santosh Kumar Sahoo

07:12 AM(7 months ago )

ସ୍ନାନ ଉତ୍ସବର ସାନିଧ୍ୟ ନେବାକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ଭକ୍ତ

Posted by: Santosh Kumar Sahoo

07:12 AM(7 months ago )

ସ୍ନାନଯାତ୍ରା ଓ ମଞ୍ଚ ଯାତ୍ରା ମଧ୍ୟରେ ପାର୍ଥକ୍ୟ କଣ ?

Posted by: Santosh Kumar Sahoo

07:11 AM(7 months ago )

ପୁଣି ହେବ ଏକ ବଡ଼ ପ୍ରତୀକ୍ଷାର ଅନ୍ତ, ଶ୍ରୀବତ୍ସ ଖଣ୍ଡଶାଳ ବାହାରେ ହେବ ଭକ୍ତ ଓ ଭଗବାନଙ୍କ ମିଳନ

Posted by: Santosh Kumar Sahoo

07:11 AM(7 months ago )

ଦାରୁଦିଅଁଙ୍କ ଦିବ୍ୟସ୍ନାନ

Posted by: Santosh Kumar Sahoo

07:10 AM(7 months ago )

ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ପୁରୀ ଲୋକାରଣ୍ୟ

Posted by: Santosh Kumar Sahoo

07:08 AM(7 months ago )

ସ୍ନାନ ଯାତ୍ରା: ସୁରକ୍ଷାରେ ୬୮ ପ୍ଲାଟୁନ୍‌

Posted by: Santosh Kumar Sahoo

18:42 PM(7 months ago )

Ratha Jatra 2024: କିଏ ଆରମ୍ଭ କରିଥିଲେ ଶ୍ରୀଜଗନ୍ନାଥଙ୍କ ସୁନାବେଶ: ଜାଣନ୍ତୁ କେଉଁ ଠାକୁରଙ୍କ ପାଇଁ କେଉଁ ଅଳଙ୍କାର

Posted by: Satyendu Shekher Mishra

ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ମାଧୁର୍ଯ୍ୟ ଓ ଐଶ୍ୱର୍ଯ୍ୟର ମିଳିତ ଆକର୍ଷଣ। ସେ ହେଉଛନ୍ତି ସମଗ୍ର ବିଶ୍ୱର ‘ରାଜା’। ଏନେଇ ରୀତିନୀତି ଓ ବେଶଭୁଷାରେ ଦେଖିବାକୁ ମିଳେ ରାଜକୀୟ ଠାଣି। ଠାକୁରଙ୍କ ସୁନାବେଶ ଏହା ହିଁ କୁହେ। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ବେଶ ମଧ୍ୟରେ ସୁନାବେଶ ଅନ୍ୟତମ, ଯାହାକି ଅତ୍ୟନ୍ତ ଉପଭୋଗ୍ୟ ଓ ଆକର୍ଷଣୀୟ। ଏହାକୁ ‘ରାଜାଧିରାଜ’ ବେଶ ମଧ୍ୟ କୁହାଯାଏ। ଏହାକୁ ଦର୍ଶନ କରିବା ନେଇ ଶ୍ରୀକ୍ଷେତ୍ର ପାଲଟିଯାଏ ଜନସମୁଦ୍ର। ଅଧିକ ପଢ଼ନ୍ତୁ...

Ratha Jatra 2024 Suna besa of lord Jagannath know who started it first

18:41 PM(7 months ago )

Snana Purnima 2024: ପରମ୍ପରାରେ ନିଆରା ପଟିଦିଅଁ; ଜାଣନ୍ତୁ କିପରି ଓ କିଏ ତିଆରି କରନ୍ତି ଠାକୁରଙ୍କ ଅଣସର ପଟି

Posted by: Satyendu Shekher Mishra

ସ୍ନାନ ବିଧି ପରେ ଠାକୁରମାନେ ଶ୍ରୀମନ୍ଦିରକୁ ଗୋଟି ପହଣ୍ଡିରେ ଫେରନ୍ତି। ଭିତର କାଠପାଖ ଅଣସର ପିଣ୍ଡିରେ ଠାକୁରମାନେ ବିଜେକରିବା ପରେ ତାଟି ବନ୍ଧାଯାଏ ଓ ପଟିମୂର୍ତ୍ତି ସ୍ଥାପନା କରାଯାଏ। ତା’ପରେ ଏହି ଚତୁର୍ଧାମୂର୍ତ୍ତି ସ୍ନାନପୂର୍ଣ୍ଣିମା ଠାରୁ ନେତ୍ରୋତ୍ସବ ପର୍ଯ୍ୟନ୍ତ ଦୀର୍ଘ ୧୫ ଦିନ ଧରି ଜ୍ୱରରେ ପଡ଼ନ୍ତି। ଏହାକୁ ଅଣସର କୁହାଯାଏ। ଏହି ୧୫ ଦିନ ଭକ୍ତମାନେ ଶ୍ରୀଜିଉମାନଙ୍କର ଦର୍ଶନ ପାଆନ୍ତି ନାହିଁ। ଏହି ସମୟରେ ଭକ୍ତମାନେ ନିକଟସ୍ଥ ବ୍ରହ୍ମଗିରିରେ ପୂଜିତ ହେଉଥିବା ଅଲାରନାଥଙ୍କୁ ଦର୍ଶନ କରନ୍ତି। ଅଧିକ ପଢ଼ନ୍ତୁ...

Snana Purnima 2024 Patti puja in Srimandir know how to make Ansar Patti

18:40 PM(7 months ago )

ଦେବସ୍ନାନ ପୂର୍ଣ୍ଣିମାରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା, ୬୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ

Posted by: Satyendu Shekher Mishra

ଆସନ୍ତାକାଲି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଦେବସ୍ନାନ ପୂର୍ଣ୍ଣିମା ଦିନ ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସିଂହଦ୍ୱାର ଦେଇ ଭକ୍ତମାନେ ପ୍ରବେଶ କରିବେ ଓ ଅନ୍ୟ ୩ଟି ଦ୍ୱାର ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଦ୍ୱାର ଦେଇ ପ୍ରସ୍ଥାନ କରିବେ । ବଡ଼ଦାଣ୍ଡ ପାର୍ଶ୍ୱରୁ ଏବଂ ବିଭିନ୍ନ ଗଳିରୁ ଆସୁଥିବା ଭକ୍ତମାନେ ମାର୍କେଟ ଛକରୁ ଆରମ୍ଭ ହେଉଥିବା ବ୍ୟାରିକେଡ୍ ଦେଇ ପ୍ରବେଶ କରିବେ। ଅଧିକ ପଢ଼ନ୍ତୁ...

Debasnan Purnima

18:39 PM(7 months ago )

ସ୍ନାନ ପୂର୍ଣ୍ଣିମାରେ କିଏ କେଉଁଠି ଗାଡ଼ି ପାର୍କିଂ କରିବେ ? ଜାଣନ୍ତୁ...

Posted by: Satyendu Shekher Mishra

ଆସନ୍ତାକାଲି ସ୍ନାନ ପୂର୍ଣ୍ଣିମାରେ ପୁରୀରେ କେଉଁଠି ଆପଣ ନିଜ ଗାଡ଼ି ରଖିବେ । ଆଉ ଶ୍ରୀମନ୍ଦିର ଯାଏଁ କେମିତି ପହଞ୍ଚିବେ ସେନେଇ ବିସ୍ତୁତ ସୂଚନା ଜାରି କରିଛି ପୁରୀ ପୋଲିସ୍ । ପୁରୀର ସମସ୍ତ ଟାଉନ୍ ବସ୍/ ରିକ୍ସା ମେଡିକାଲ୍ ଛକ ଯାଏଁ ଯାଇପାରିବେ । ଭୁବନେଶ୍ୱରରୁ ଆସୁଥିବା ବାଇକ୍, ଛୋଟ ଗାଡ଼ି ହରେକୃଷ୍ଣପୁର ଛକ ଦେଇ ଶ୍ରୀ ସେତୁକୁ ଯିବେ । ଜଗନ୍ନାଥ ବଲ୍ଲଭ ପାର୍କିଂ ଓ ଜେଲ୍ ରୋଡ୍‌ରେ ପାର୍କିଂ କରିପାରିବେ । ଅଧିକ ପଢ଼ନ୍ତୁ

Snana Purnima Parking

Load more...