Advertisment

Snana Purnima 2024 LIVE Updates: ସୁନାକୂଅର ସୁବାସିତ ଜଳରେ ସ୍ନାନ କଲେ ଶ୍ରୀଜିଉ

ସ୍ନାନମଣ୍ଡପରେ ଶ୍ରୀଜିଉ । ଚାଲିଛି ଦିବ୍ୟ ନୀତିକାନ୍ତି । ବଡ଼ଦାଣ୍ଡରେ

author-image
Manoranjan Behera
ଅଦ୍ୟତନ ହୋଇଛି
New Update
Snana Purnima 2024 Live Updates

Snana Purnima

ସ୍ନାନମଣ୍ଡପରେ ଶ୍ରୀଜିଉ । ଚାଲିଛି ଦିବ୍ୟ ନୀତିକାନ୍ତି । ବଡ଼ଦାଣ୍ଡରେ ଲାଗିଛି ଭକ୍ତଙ୍କ ଗହଳି ଚହଳି। ସ୍ନାନବେଦିରେ ପ୍ରଭୁଙ୍କୁ ଦର୍ଶନ କରି ପବିତ୍ର ହେଲା ଚର୍ମଚକ୍ଷୁ । ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ପାଳନ ହୁଏ ସ୍ନାନ ପୂର୍ଣ୍ଣିମା । ଏହି ଦିନ ଶ୍ରୀମନ୍ଦିରର ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପାରମ୍ପରିକ ରୀତିରେ ବେଦଧ୍ୱନି ପୂର୍ବକ ୧୦୮ କଳସୀ ଜଳରେ ସ୍ନାନ କରାଯାଏ । ଏହା ପରେ ଦିଅଁମାନଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଏ । ବର୍ଷରେ ଥରୁଟିଏ ମହାପ୍ରଭୁ ଭାଇଭଉଣୀଙ୍କ ସହିତ ଏମିତି ଜଳସ୍ନାନ କରନ୍ତି, ଅନ୍ୟ ସମୟରେ ତାଙ୍କୁ ମନ୍ତ୍ରସ୍ନାନ କରାଯାଏ । ଏହି ଦିନକୁ ଜଗନ୍ନାଥଙ୍କର ଜନ୍ମଦିନ ରୂପରେ ମଧ୍ୟ ପାଳନ କରାଯାଇଥାଏ । ଏସବୁ ଦିବ୍ୟକଥାର ଟିକିନିଖି ଖବର ଜାଣିବା ପାଇଁ otvkhabar.in କୁ ଲଗ୍‌ଇନ୍ କରନ୍ତୁ।

Advertisment
  • Jun 22, 2024 18:12 IST

    ଗଜବେଶରେ ସଜେଇ ହେଉଛନ୍ତି ମହାପ୍ରଭୁ



  • Jun 22, 2024 18:11 IST

    କାହିଁକି ଗଜ ବେଶ ହୁଅନ୍ତିନି ଦେବୀ ସୁଭଦ୍ରା ?



  • Jun 22, 2024 18:08 IST

    ଗଜପତି ମହାରାଜାଙ୍କ ଦ୍ୱାରା ଛେରା ପହଁରା ନୀତି ସମ୍ପନ୍ନ



  • Jun 22, 2024 17:38 IST

    ମହାପ୍ରଭୁଙ୍କ କେତେ ବେଶ ?



  • Jun 22, 2024 17:37 IST

    ଜଳ ସ୍ନାନ ପରେ ଗଜାନନ ବେଶରେ ମହାପ୍ରଭୁ



  • Jun 22, 2024 17:36 IST

    ଭକ୍ତି କେତେ ପ୍ରକାର ?



  • Jun 22, 2024 16:59 IST

    ସୁନାକୂଅ ଜଳରେ ସ୍ନାନ କାରୁଛନ୍ତି ମହାବାହୁ



  • Jun 22, 2024 16:59 IST

    ସ୍ନାନ ମଣ୍ଡପରେ ବିଜେ ମଦନମୋହନ



  • Jun 22, 2024 16:35 IST

    ସ୍ନାନ ମଣ୍ଡପରେ ମଙ୍ଗଳ ଆଳତି



  • Jun 22, 2024 16:21 IST

    ରାଜନଅରରୁ ଏମିତି ଆସିଲେ ଗଜପତି ମହାରାଜା.



  • Jun 22, 2024 16:20 IST

    ନୀଳଚକ୍ରର ଉପରଭାଗରେ ଶୋଭାପାଉଥିବା ବାନାର ନାମ ପତିତପାବନ କାହିଁକି ?



  • Jun 22, 2024 16:19 IST

    କେଉଁ ଫୁଲ ମହାପ୍ରଭୁଙ୍କ ପ୍ରିୟ ?



  • Jun 22, 2024 16:11 IST

    ଭିଜିଲା କାଳିଆ ଭିଜିଲେ ଭକ୍ତ



  • Jun 22, 2024 16:10 IST

    ୨୨ ଗରା ଜଳରେ ଦେବୀ ସୁଭଦ୍ରାଙ୍କ ଦିବ୍ୟ ସ୍ନାନ



  • Jun 22, 2024 16:10 IST

    ୩୩ ଗରା ଜଳରେ ଦିବ୍ୟ ସ୍ନାନ କଲେ ବଡ଼ ଠାକୁର



  • Jun 22, 2024 16:09 IST

    ୩୫ ଗରା ଜଳରେ କାଳିଆ ସାଆନ୍ତଙ୍କ ଦିବ୍ୟ ସ୍ନାନ



  • Jun 22, 2024 15:34 IST

    କାଳିଆ ଦର୍ଶନରେ ଭକ୍ତ କୃତ୍ୟ କୃତ୍ୟ



  • Jun 22, 2024 15:33 IST

    ସ୍ନାନ ମଣ୍ଡପରେ କଳା ଗୋଷାଇଁ



  • Jun 22, 2024 15:32 IST

    ଝିପିଝିପି ବର୍ଷାରେ ଓଦାହୋଇ ଭକ୍ତିରେ ଝୁମିଲେ ଭକ୍ତ



  • Jun 22, 2024 15:31 IST

    ତୋ ଚକା ଆଖିରେ ଆଖି ମିଶିଗଲେ.. ମୁଁ ସବୁ ଦୁଃଖ ଭୁଲିଯାଏରେ..



  • Jun 22, 2024 15:30 IST

    ୧୦୮ ଗରା ସୁବାସିତ ଜଳରେ ସ୍ନାନ କଲେ ଶ୍ରୀଜିଉ



  • Jun 22, 2024 15:29 IST

    ହାତୀ ବେଶରେ ଦର୍ଶନ ଦେବ କାଳିଆ



  • Jun 22, 2024 14:32 IST

    ଦାରୁ ଦିଅଁଙ୍କ ଦିବ୍ୟସ୍ନାନ; ସ୍ନାନ ବେଦୀରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କଲେ ଶ୍ରୀଜିଉ



  • Jun 22, 2024 14:26 IST

    ‘ମହାପ୍ରଭୁ ନିଜ କାମ ନିଜେ କରନ୍ତି’



  • Jun 22, 2024 14:21 IST

    'ଜଗନ୍ନାଥଙ୍କୁ ଦର୍ଶନ କଲେ ପାପ ଧୋଇଯାଏ'



  • Jun 22, 2024 14:20 IST

    ଜଗନ୍ନାଥ ସ୍ୱାମୀଙ୍କ ଅପୂର୍ବ ସ୍ନାନୋତ୍ସବର ଲୀଳାକୁ ଦର୍ଶନ କରିବା ପାଇଁ ସବୁରି ମନରେ ଉତ୍କଣ୍ଠା।



  • Jun 22, 2024 14:09 IST

    ଭକ୍ତିମୟ ଶ୍ରୀକ୍ଷେତ୍ର, ସ୍ନାନବେଦୀରେ ପ୍ରସ୍ତୁତ ସ୍ନାନ ଜଳ। ମହାପ୍ରଭୁ ସ୍ନାନ ବେଦୀରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କଲେ ଶ୍ରୀଜିଉ..



  • Jun 22, 2024 14:05 IST

    ଦିବ୍ୟସ୍ନାନ ପୂର୍ବରୁ ମହାପ୍ରଭୁଙ୍କ ଦେବସ୍ନାନ



  • Jun 22, 2024 13:59 IST

    ଶ୍ରୀଅଙ୍ଗରେ ଲାଗିହେଲା ସୁନା କୂଅର ଦିବ୍ୟଜଳ



  • Jun 22, 2024 13:58 IST

    ‘ସେ ସବୁ ଧର୍ମର ଠାକୁର ... ତେଣୁ ସବୁ ଧର୍ମର ଲୋକ ଦର୍ଶନ କରୁଛନ୍ତି’



  • Jun 22, 2024 13:57 IST

    ୧୦୮ ଗରା ଜଳରେ ସ୍ନାନ କରୁଛନ୍ତି ଶ୍ରୀଜିଉ



  • Jun 22, 2024 13:48 IST

    ପୁରୀରେ ଝିପିଝିପି ବର୍ଷା, ଭିଜିଲେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ



  • Jun 22, 2024 13:47 IST

    ଜଗନ୍ନାଥଙ୍କ ମୁଖରେ ଅଲୌକିକ ଆଭା ଦେଖି ଭକ୍ତ ଆଚମ୍ୱିତ



  • Jun 22, 2024 13:46 IST

    କେଉଁ କେଉଁ ନଦୀର ଜଳରେ ସ୍ନାନ କରନ୍ତି ଶ୍ରୀଜିଉ?



  • Jun 22, 2024 13:46 IST

    କୂଅର ନାମ ସୁନାକୂଅ କାହିଁକି ? କାହିଁକି ଆସେ ସୁନାକୂଅର ଜଳ?



  • Jun 22, 2024 13:34 IST

    ଉପରେ ଗାଧାଉ ଥିଲା କାଳିଆ, ତଳେ ଭିଜି ଭିଜି ନାଚୁଥିଲେ ଭକ୍ତ



  • Jun 22, 2024 13:33 IST

    ପୁଞ୍ଜା ପୁଞ୍ଜା ସୁଗନ୍ଧିତ ଫୁଲରେ ବେଶ ହେଲେ କାଳିଆ ଠାକୁର...



  • Jun 22, 2024 13:32 IST

    ସ୍ନାନ ମଣ୍ଡପରେ ହୁଏ କେଉଁ କେଉଁ ନୀତି ?



  • Jun 22, 2024 13:25 IST

    ଗରାବଡ଼ୁ ସେବକଙ୍କ ଦ୍ୱାରା କରାଯାଉଛି ଜଳ ବିଜେ ନୀତି



  • Jun 22, 2024 13:22 IST

    ବଡ଼ଦାଣ୍ଡରେ ଭକ୍ତ କଲେ ଜଳକ୍ରୀଡ଼ା



  • Jun 22, 2024 13:16 IST

    'ମହାପ୍ରଭୁଙ୍କ ରତ୍ନ ଚାନ୍ଦୁଆ ଖୋଲୁ ଖୋଲୁ ମହାପ୍ରଭୁଙ୍କ ଦେହର କଳା ଲାଗି ଆମ ଦେହ କଳା ହୋଇଯାଇଛି '



  • Jun 22, 2024 13:10 IST

    ପାଦ ପାଣି ନାହିଁ ତାଙ୍କୁ ଧରିବ କିଏ, ସେ ପରା ବ୍ରହ୍ମ ସ୍ୱରୂପ, ଦେଖା ନଯାଏ



  • Jun 22, 2024 13:09 IST

    ଅପୂର୍ବ ଏ ଦୃଶ୍ୟ...ସେପଟେ ଶ୍ରୀଜିଉଙ୍କ ସ୍ନାନ, ଏପଟେ ଭକ୍ତଙ୍କ ସ୍ନାନ

    ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରାରେ ଅମୃତର ଧାରା ଢାଳୁଛି ବର୍ଷା। ମେଘ ଜଳବିନ୍ଦୁରେ ସିକ୍ତ ହେଉଛି ପାବନ ପୁରୁଷୋତ୍ତମ କ୍ଷେତ୍ର। ଅଗଣିତ ଭକ୍ତଜନ ଭିଜୁଛନ୍ତି ଭକ୍ତିମିଶ୍ରିତ ବାରିଧିରେ। ଅଧିକ ପଢ଼ନ୍ତୁ...



  • Jun 22, 2024 13:08 IST

    'ଠିକ୍ ସମୟରେ ହେବ ସମସ୍ତ ନୀତି'



  • Jun 22, 2024 13:03 IST

    'ମହାପ୍ରଭୁଙ୍କ ଆଶୀର୍ବାଦରୁ ସବୁ କିଛି ସୁରୁଖୁରୁରେ ହେବ’



  • Jun 22, 2024 12:57 IST

    ତାଙ୍କଠାରୁ ଆଉ ଅଧିକ କୃପା କାହାର ଅଛି



  • Jun 22, 2024 12:55 IST

    ସବୁ ଅବତାର ପ୍ରଭୁ ତୁମରି ଠାରେ



  • Jun 22, 2024 12:55 IST

    'ବେଶ ଆପେ ଆପେ ହୋଇଗଲା'



  • Jun 22, 2024 12:53 IST

    କାଳିଆ ବଡ଼ ରସିକ ଠାକୁର



  • Jun 22, 2024 12:53 IST

    କାଳିଆ ଠାରୁ କୃପାଳୁ କିଏ ଅଛି ?



Ratha Jatra Ratha Yatra
Advertisment
Advertisment