ଲୋକାରଣ୍ୟ ବଡ଼ଦାଣ୍ଡ...ହରିବୋଲ ହୁଳହୁଳି ଭିତରେ ତିନି ଠାକୁରଙ୍କ ରଥଟଣା ଶେଷ

16:58 PM

ଭକ୍ତର ମନରେ ଜଗନ୍ନାଥ..ପାପୁଲିରେ ‘ଜଗନ୍ନାଥ ଅଷ୍ଟକମ୍‌’ ପ୍ରଦର୍ଶନ...

Posted by:-Sujit kumar Swain

16:56 PM

ଅନ୍ତର କଥା ଜାଣନ୍ତି ଅନ୍ତର୍ଯ୍ୟାମୀ ସେହି ପ୍ରଭୁ କାଳିଆ ଠାକୁର...

Posted by:-Sujit kumar Swain

16:26 PM

ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲାଗିଲା ୩ ରଥ

Posted by:-Sujit kumar Swain

16:24 PM

କେଉଁ ରଥରେ କିଏ କରିଛନ୍ତି ଅବସ୍ଥାନ ?

Posted by:-Sujit kumar Swain

16:19 PM

ଶରଧାବାଲିରେ ତିନିରଥ...

Posted by:-Sujit kumar Swain
  • ଶରଧାବାଲିରେ ତିନିରଥ। ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲାଗିଲା ୩ ରଥ। ତାଳଧ୍ବଜ, ଦର୍ପଦଳନ ଓ ନନ୍ଦିଘୋଷ ରଥ ଶ୍ରୀଗୁଣ୍ଡିଚା ମନ୍ଦିରରେ ସମ୍ମୁଖରେ ଲାଗିଛି। ଭକ୍ତମାନେ ତିନି ରଥ ଟାଣି ଟାଣି ନେଇ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲଗାଇଛନ୍ତି। ଅଧିକ ପଢନ୍ତୁ...

15:52 PM

ଆଜି କାଦୁଆ ଗୁଣ୍ଡିଚା ନା ଧୂଳିଆ ଗୁଣ୍ଡିଚା ?

Posted by:-Sujit kumar Swain

15:27 PM

ଅନୂକୁଳ ପାଗ ପାଇଁ ଲୋକାରଣ୍ୟ ପୁରୀ

Posted by:-Sujit kumar Swain

15:23 PM

ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲାଗିଲା ତିନି ରଥ

Posted by:-Sujit kumar Swain

14:59 PM

ଜାଣନ୍ତୁ ଆଡ଼ପ ମଣ୍ଡପ କ’ଣ?

Posted by:-Swadesi Megha Mallhar Prusty

14:52 PM

ଜାଣନ୍ତୁ ଗୁଣ୍ଡିଚାର ଅର୍ଥ କଣ? ଶବ୍ଦର ଉତ୍ପତ୍ତି କେଉଁଠାରୁ ?

Posted by:-Swadesi Megha Mallhar Prusty

14:37 PM

କାହିଁକି ଜନ୍ମବେଦୀ ପାଇଁ ଆତୁର ହୋଇଥାନ୍ତି ଜଗତର ନାଥ?

Posted by:-Swadesi Megha Mallhar Prusty
  • କାହିଁକି ଜନ୍ମବେଦୀ ପାଇଁ ଆତୁର ହୋଇଥାନ୍ତି ଜଗତର ନାଥ? 

14:31 PM

'ଜୋର୍ ଲଗାକେ ହୈସା' ଦେଖନ୍ତୁ ବଡ଼ଦାଣ୍ଡରେ ପୋଲିସ ଅଫିସର କେମିତି ରଥ ଟାଣିଛନ୍ତି...

Posted by:-Santosh Kumar Sahoo

14:29 PM

ମହାପ୍ରଭୁଙ୍କ ସୋଲ ଚିତା ଲାଗିବାର କାରଣ କଣ?

Posted by:-Santosh Kumar Sahoo

14:22 PM

ଓଲଟ ଶୁଆର ମାହାତ୍ମ୍ୟ

Posted by:-Santosh Kumar Sahoo

14:22 PM

ଆଗେ ଆଗେ ବଡ଼ ରଥ... ପଛେ ଚାଲିଛି କୁନି ରଥ

Posted by:-Santosh Kumar Sahoo

14:12 PM

ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ

Posted by:-Santosh Kumar Sahoo

14:00 PM

ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ବଡ଼ ଠାକୁର

Posted by:-Santosh Kumar Sahoo

13:55 PM

ଗୁଣ୍ଡିଚା ମନ୍ଦିର ମୁହାଁ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ

Posted by:-Santosh Kumar Sahoo

13:48 PM

ଆଗରେ ଚାଲିଛି ବଡ଼ ଭାଇଙ୍କ ରଥ ....ପଛରେ ଚାଲିଛି ଦର୍ପଦଳନ

Posted by:-Santosh Kumar Sahoo

13:37 PM

କିଏ ତାକୁ ଭିଡ଼ି ପାରିବ ...କିଏ ତାକୁ ନେଇପାରିବ..ସେ ପରା ମନୁଆ ଠାକୁର

Posted by:-Santosh Kumar Sahoo

13:28 PM

ସ୍ୱୟଂ ବ୍ରହ୍ମ ନିଜକୁ ଦୁଇ ଭାଗ କରି ଆଜି ରାମ ଲକ୍ଷ୍ମଣ ରୂପରେ ଜନ୍ମ ନେଇଛନ୍ତି

Posted by:-Santosh Kumar Sahoo

13:27 PM

କ’ଣ ପାଇଁ ଲକ୍ଷ୍ମୀଙ୍କୁ ନିଅନ୍ତିନି ଜଗନ୍ନାଥ?

Posted by:-Santosh Kumar Sahoo

13:06 PM

ଜାଣନ୍ତୁ ବଳଭଦ୍ରଙ୍କର ଚଉଦ ଚକର ତାତ୍ପର୍ଯ୍ୟ ?

Posted by:-Santosh Kumar Sahoo

13:01 PM

ଶରଧାବାଲିରେ ପହଞ୍ଚିଲା ପ୍ରଭୁ ବଳଭଦ୍ରଙ୍କ ତାଳଧ୍ବଜ

Posted by:-Santosh Kumar Sahoo

12:53 PM

‘ମହାପ୍ରଭୁ ବଳଭଦ୍ରଙ୍କର ନୀତି, ବଳର ପ୍ରଦର୍ଶନ ହେଉ ହେଲେ ଅହିତରେ ବଳ ପ୍ରୟୋଗ ନହେଉ’

Posted by:-Santosh Kumar Sahoo

12:47 PM

ରଥରେ ମହାପ୍ରଭୁଙ୍କୁ ଦେଖିବା ପାଇଁ ଲୋକାରଣ୍ୟ ବଡ଼ଦାଣ୍ଡ

Posted by:-Santosh Kumar Sahoo

12:33 PM

‘ନୃସିଂହ ରୂପ ଦେଖାଇଥିଲେ ଶ୍ରୀଜଗନ୍ନାଥ’

Posted by:-Santosh Kumar Sahoo

12:32 PM

ଡାକୁଛି ଡାହୁକ, ନହକୁଛି ବେତ...ଗଡ଼ି ଚାଲିଛି ନନ୍ଦିଘୋଷ ରଥ

Posted by:-Santosh Kumar Sahoo

12:18 PM

‘ମୁଁ ତିନି ଦିନ ହେଲା ଶୋଇନି..ପ୍ରଭୁ ପଠେଇଛି ତା' ସେବା କରିବାକୁ'

Posted by:-Santosh Kumar Sahoo

12:17 PM

କାହାକୁ ଛାଡ଼ି ଆସିଥାନ୍ତି ଜଗନ୍ନାଥ?

Posted by:-Santosh Kumar Sahoo

11:49 AM

ଭକ୍ତିରେ ଉଦବୁଦ୍ଧ ବିଦେଶୀ ଭକ୍ତ

Posted by:-Santosh Kumar Sahoo

11:48 AM

ସାରା ଶ୍ରୀକ୍ଷେତ୍ର ଆଜି ଜଗନ୍ନାଥମୟ ....ଭାବ ଭକ୍ତିରେ ଆଜି ସମସ୍ତେ ଏକାକାର ।

Posted by:-Santosh Kumar Sahoo

11:33 AM

ନନ୍ଦିଘୋଷରେ ଧ୍ୱଜାରେ କିଏ ରହିଛନ୍ତି? କାହିଁକି କୁହାଯାଏ କପିଧ୍ୱଜ?

Posted by:-Santosh Kumar Sahoo

11:31 AM

ବାଜିଲା ବିଜେ କାହାଳି..ଗଡ଼ିଲା ନନ୍ଦିଘୋଷ

Posted by:-Santosh Kumar Sahoo

11:06 AM

ରଥ ଟାଣିଲେ ମହିଳା ଭକ୍ତ

Posted by:-Santosh Kumar Sahoo

11:01 AM

'କାଳିଆରେ ତୋତେ ଦେଖି ଭାରି ଖୁସି ଲାଗୁଛି'

Posted by:-Santosh Kumar Sahoo

11:00 AM

ବଡ଼ଦାଣ୍ଡରେ କାଳିଆର କୁନି ଭକ୍ତ...

Posted by:-Santosh Kumar Sahoo

10:51 AM

କାଳିଆ ପ୍ରେମରେ ବିଦେଶିନୀ ଭକ୍ତ

Posted by:-Santosh Kumar Sahoo

10:47 AM

ବଡ଼ଦାଣ୍ଡରେ ଗଡ଼ିଲା ୩ ଠାକୁରଙ୍କ ରଥ। ଘଣ୍ଟଘଣ୍ଟା, ବାଦ୍ୟରେ ପ୍ରକମ୍ପିତ ହେଉଛି ବଡ଼ଦାଣ୍ଡ।

Posted by:-Santosh Kumar Sahoo

10:46 AM

ଶେଷରେ ଗଡ଼ିଲା ଜଗନ୍ନାଥଙ୍କ ନନ୍ଦିଘୋଷ ରଥ

Posted by:-Santosh Kumar Sahoo

10:46 AM

ବଡ଼ ଭାଇ, ଭଉଣୀଙ୍କ ପରେ ଗଡ଼ିଲା କଳା ଠାକୁରଙ୍କ ନନ୍ଦିଘୋଷ ରଥ

Posted by:-Santosh Kumar Sahoo

10:31 AM

ବଡ଼ ଭାଇ ବଳଭଦ୍ରଙ୍କ ପରେ ଗଡ଼ିଲା ମା ସୁଭଦ୍ରାଙ୍କ ଦର୍ପଦଳନ ରଥ....

Posted by:-Santosh Kumar Sahoo

10:22 AM

ଘର୍ଘର ନାଦରେ ଆଗକୁ ମାଡ଼ି ଚାଲିଛି ତାଳଧ୍ୱଜ ରଥ....

Posted by:-Santosh Kumar Sahoo

10:17 AM

ଦର୍ପଦଳନ ରଥରେ ସଂଦର୍ଶନ କରନ୍ତୁ ମା' ସୁଭଦ୍ରାଙ୍କ ଦିବ୍ୟ ମଙ୍ଗଳ ଆଳତି...

Posted by:-Santosh Kumar Sahoo

10:16 AM

ଜାଣନ୍ତୁ ମହାପ୍ରଭୁଙ୍କ ଷୋହଳ କଳା ସଂପର୍କରେ?

Posted by:-Santosh Kumar Sahoo

10:16 AM

ବରଷକ ପରେ ଜଗାକୁ ଦେଖି ଭକ୍ତର ଆଖି ମାନିଲାନି ବୋଲ। ଧାର ଧାର ଗଡ଼ିଗଲା ଭାବର ଲୁହ...

Posted by:-Santosh Kumar Sahoo

10:15 AM

ସଜେଇ ହେଉଛନ୍ତି କଳା ଠାକୁର

Posted by:-Santosh Kumar Sahoo

10:15 AM

ପ୍ରଭୁଙ୍କ ବିନା ଖାଁ ଖାଁ ଶ୍ରୀମନ୍ଦିର

Posted by:-Santosh Kumar Sahoo

10:14 AM

ଦ୍ୱିତୀୟ ଦିନରେ ଆରମ୍ଭ ହେଲା ରଥ ଟଣା । ଗଡ଼ିଲା ବଡ଼ ଭାଇ ବଳଭଦ୍ରଙ୍କ ରଥ....

Posted by:-Santosh Kumar Sahoo

10:14 AM

‘ମହାପ୍ରଭୁଙ୍କ କୃପା ପାଇବା ପାଇଁ ଏ ଭକ୍ତ ସମାବେଶ’

Posted by:-Santosh Kumar Sahoo

09:58 AM

ବଡ଼ଦାଣ୍ଡରେ ଗଡ଼ିଲା ୩ ଠାକୁରଙ୍କ ରଥ

Posted by:-Santosh Kumar Sahoo

09:55 AM

ଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡ଼ିଲା ରଥ

Posted by:-Santosh Kumar Sahoo
  • ରତ୍ନବେଦୀରୁ ଜନ୍ମବେଦୀ । ଚାଲିଛି ଶ୍ରୀଜିଉଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ଭାଇ-ଭଉଣୀଙ୍କ ସହିତ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ନବଦିନାତ୍ମକ ଯାତ୍ରାରେ ମହାପ୍ରଭୁ ଜଗନ୍ନାଥ । ବଡ଼ଦାଣ୍ଡରେ ଅଟକି ରହିଥିବା ରଥ ଆଜି ପୁଣି ଥରେ ଗଡ଼ିଛି । ପ୍ରଥମେ ଗଡ଼ିଲା ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ବଜ ରଥ । ମରିଚିକୋଟ ଛକରୁ ଗଡ଼ିଲା ପ୍ରଭୁ ବଳଭଦ୍ରଙ୍କ ତାଳଧ୍ବଜ। ବଡ଼ ଠାକୁର ପ୍ରଭୁ ବଳଭଦ୍ରଙ୍କ ତାଳଧ୍ବଜ ରଥକୁ ଟାଣିଟାଣି ନେଉଛନ୍ତି ଶ୍ରଦ୍ଧାଳୁ । ଗତକାଲି ମରିଚିକୋଟ ଛକରେ ଅଟକି ରହିଥିଲା ବଡ଼ ଠାକୁରଙ୍କ ତାଳଧ୍ବଜ ରଥ । ଅଧିକ ପଢ଼ନ୍ତୁ...

09:32 AM

ଗଡ଼ିଲା ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ବଜ ରଥ

Posted by:-Santosh Kumar Sahoo

09:03 AM

ସକାଳୁ ସକାଳୁ କରନ୍ତୁ କାଳିଆ ଦର୍ଶନ

Posted by:-Santosh Kumar Sahoo

08:57 AM

ତିନି ରଥର ବିଶେଷ୍ୱତ କଣ ରହିଛି । ମହାପ୍ରଭୁଙ୍କ ରଥ ପୁନଃ ନିର୍ମାଣ କରାଯାଏ କାହିଁକି

Posted by:-Santosh Kumar Sahoo

08:29 AM

ଭକ୍ତଙ୍କୁ ଦେଖି ରଙ୍ଗା ଅଧରରେ ହସୁଛନ୍ତି କଳା ଠାକୁର

Posted by:-Santosh Kumar Sahoo

08:27 AM

ଘୋଷଯାତ୍ରା କରିବା ପାଇଁ କିଏ ନିର୍ଦ୍ଦେଶ ଦେଇଛନ୍ତି

Posted by:-Santosh Kumar Sahoo

08:26 AM

ଆଜି ପୁଣି ହେବ ରଥ ଟଣା । ଜାଣନ୍ତୁ ମହାପ୍ରଭୁଙ୍କ ପାଖରେ କଣ ଚାଲିଛି ନୀତିକାନ୍ତି

Posted by:-Santosh Kumar Sahoo

08:24 AM

କାଳିଆ ପାଇଁ ଭକ୍ତ ଆଜି ପ୍ରଫୁଲ୍ଲିତ....ଭକ୍ତିରେ ଗଦଗଦ

Posted by:-Santosh Kumar Sahoo

07:58 AM

ରତ୍ନବେଦୀରୁ ଜନ୍ମବେଦୀ ଅଭିମୁଖେ ଶ୍ରୀଜିଉ

Posted by:-Santosh Kumar Sahoo

07:43 AM

ଅଧାବାଟରେ ଅଟକିଥିବା ୩ ରଥକୁ ଆଜି ଟାଣିବେ ଶ୍ରଦ୍ଧାଳୁ

Posted by:-Santosh Kumar Sahoo
  • ରତ୍ନବେଦୀରୁ ଜନ୍ମବେଦୀ । ଚାଲିଛି ଶ୍ରୀଜିଉଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ଭାଇ-ଭଉଣୀଙ୍କ ସହିତ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ନବଦିନାତ୍ମକ ଯାତ୍ରାରେ ମହାପ୍ରଭୁ ଜଗନ୍ନାଥ । ବଡ଼ଦାଣ୍ଡରେ ଅଟକି ରହିଥିବା ରଥ ଆଜି ପୁଣି ଟଣାଯିବ । ସିଂହଦ୍ବାର ଠାରୁ ମାତ୍ର ଅଳ୍ପ ଦୂର ଯାଇ ଅଟକିଛନ୍ତି କାଳିଆ ସାଆନ୍ତ । ଅଧିକ ପଢ଼ନ୍ତୁ...

06:59 AM

ରତ୍ନବେଦୀରୁ ଜନ୍ମବେଦୀ ଅଭିମୁଖେ ଶ୍ରୀଜିଉ

Posted by:-Santosh Kumar Sahoo

19:53 PM

ଦୁଇ ଦିନିଆ ରଥ ଟଣା; ଆଜି ଅଳ୍ପ ବାଟ ଯାଇ ଅଟକିଲେ ଶ୍ରୀଜିଉ

Posted by:-Sujit kumar Swain

19:03 PM

ପୁରୀ ରଥ ଟଣା ବେଳେ ଅଘଟଣ; ଜଣେ ପୁରୁଷ ଶ୍ରଦ୍ଧାଳୁ ମୃତ

Posted by:-Sujit kumar Swain
  • ପୁରୀ ରଥ ଟଣା ବେଳେ ଅଘଟଣ। ଜଣେ ପୁରୁଷ ଶ୍ରଦ୍ଧାଳୁ ତାଳଧ୍ୱଜ ରଥଟଣା ବେଳେ ଅଣନିଶ୍ୱାସୀ ହୋଇ ପ୍ରାଣ ହରାଇଛନ୍ତି। ପୁରୀ ଜିଲ୍ଲା ଚିକିତ୍ସାଳୟରେ ମୃତ ଘୋଷଣା କଲେ ଡାକ୍ତର। ପବିତ୍ର ରଥଯାତ୍ରା ଅବସରରେ ବଡ଼ଦାଣ୍ତରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ଯେଉଁ ଭିଡ଼ରେ ଜଣେ ଶ୍ରଦ୍ଧାଳୁ ଅଣନିଶ୍ୱାସୀ ହୋଇ ପ୍ରାଣ ହରାଇଥିବା ସୂଚନା ମିଳିଛି। ଅଧିକ ପଢନ୍ତୁ...

18:58 PM

ଗଡ଼ିଲା ୩ ରଥ ତାଳଧ୍ବଜ, ଦର୍ପଦଳନ, ନନ୍ଦିଘୋଷ ।

Posted by:-Sujit kumar Swain

18:44 PM

ଚାଲିଛି ରଥ ଟଣା; ଗଡ଼ିଲା ଦର୍ପଦଳନ

Posted by:-Sujit kumar Swain

18:31 PM

ମହାପ୍ରଭୁଙ୍କ ରଥ ଟାଣିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ...

Posted by:-Sujit kumar Swain

18:14 PM

ରତ୍ନବେଦୀ ଛାଡି ଜନ୍ମବେଦୀକୁ ଯାଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି

Posted by:-Sujit kumar Swain

18:11 PM

ରଥ ଟଣା ଆରମ୍ଭ; ଗଡ଼ିଲା ତାଳଧ୍ବଜ

Posted by:-Sujit kumar Swain
  • ରତ୍ନବେଦୀ ଛାଡି ଜନ୍ମବେଦୀକୁ ଯାଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଶ୍ରୀବଳଭଦ୍ରଙ୍କ ରଥଟଣା ଆରମ୍ଭ ହୋଇଛି। ବଡ଼ଦାଣ୍ଡରେ ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଗଡିଛି । ରଥ ଉପରେ ସମସ୍ତ ନୀତିକାନ୍ତି ଶେଷ ହେବାପରେ ରଥଟଣା ନୀତି ଆରମ୍ଭ ହୋଇଛି । ଘଣ୍ଟା, ଘଣ୍ଟ, ମୃଦଙ୍ଗ, ହୁଳହୁଳି ଓ ହରିବୋଲରେ ପ୍ରକମ୍ପିତ ହେଉଛି ଶ୍ରୀକ୍ଷେତ୍ର । ଲୋକାରଣ୍ୟ ହୋଇଉଠିଛି ବଡଦାଣ୍ଡ। ବିଶ୍ଵର କୋଣ ଅନୁକୋଣରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଆଜି ପୁରୀକୁ ଛୁଟି ଆସିଛନ୍ତି। ଅଧିକ ପଢନ୍ତୁ...

17:48 PM

ରଥ ଟଣା ଆରମ୍ଭ; ଗଡ଼ିଲା ତାଳଧ୍ବଜ

Posted by:-Sujit kumar Swain

17:13 PM

ରଥ ଟଣା ଆରମ୍ଭ; ଗଡ଼ିଲା ତାଳଧ୍ବଜ

Posted by:-Sujit kumar Swain

17:08 PM

ମହାପ୍ରଭୁଙ୍କ ଦର୍ଶନ ପାଇଁ ବଡ଼ଦାଣ୍ଡରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Posted by:-Sujit kumar Swain

16:36 PM

ଛେରା ପହଁରା ଆରମ୍ଭ କଲେ ଗଜପତି ମହାରାଜା...

Posted by:-Sujit kumar Swain
  • ଧାଡ଼ି ପହଣ୍ଡିରେ ଆସି ରଥରେ ବିରାଜିଲେ ମହାବାହୁ । ପରେ ପରେ ଛେରା ପହଁରା ଆରମ୍ଭ କରିଛନ୍ତି ଗଜପତି ମହାରାଜା। ପ୍ରଥମେ ତାଳଧ୍ବଜ ରଥରେ ଛେରା ପହଁରା କଲେ ଗଜପତି । ଅପରାହ୍ନ ୫ଟାରେ ରଥ ଟାଣିବାକୁ ନୀତି ନିର୍ଘଣ୍ଟ ହୋଇଛି। ଅଧିକ ପଢନ୍ତୁ...

16:22 PM

ରଥରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଶଙ୍କରାଚାର୍ଯ୍ୟ

Posted by:-Sujit kumar Swain

15:58 PM

ଅପେକ୍ଷାର ଅନ୍ତ..ରଥାରୂଢ ହେଲେ କୋଟି କୈବଲ୍ୟନାଥ କାଳିଆ ସାଆନ୍ତ...

Posted by:-Sujit kumar Swain

15:54 PM

ଛେରା ପହଁରା ଆରମ୍ଭ କଲେ ଗଜପତି ମହାରାଜା।

Posted by:-Sujit kumar Swain

15:31 PM

ରଥଯାତ୍ରା ଦେଖିବାକୁ ପୁରୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Posted by:-Sujit kumar Swain

15:30 PM

ଛେରାପହଁରା ପାଇଁ ବାହାରିଲେ ଗଜପତି...

Posted by:-Sujit kumar Swain

15:04 PM

'ମୋ ଜନ୍ମଦିନରେ ବି ଦୁଇ ଦିନ ହୋଇଥିଲା ରଥଯାତ୍ରା'

Posted by:-Sujit kumar Swain

14:57 PM

ନୀଳକନ୍ଦର ଛାଡ଼ି ଭକ୍ତ ମେଳକୁ ଓହ୍ଲାଇ ଆସିଛନ୍ତି ନୀଳମଣୀ.....…

Posted by:-Sujit kumar Swain

14:38 PM

ବିଜେ କରୁଛି ମଣିମାଙ୍କ ଚୂଳ...

Posted by:-Sujit kumar Swain

14:34 PM

ଧାଡ଼ି ପହଣ୍ଡିରେ ଆସି ରଥରେ ବିରାଜିଲେ ମହାବାହୁ

Posted by:-Sujit kumar Swain

14:25 PM

ଶ୍ରୀଜିଉଙ୍କ ଦର୍ଶନ ପାଇଁ ବଡ଼ଦାଣ୍ଡରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ

Posted by:-Sujit kumar Swain

14:21 PM

ପୁରୀରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମହାପ୍ରଭୁଙ୍କୁ କରିବେ ଦର୍ଶନ

Posted by:-Santosh Kumar Sahoo

14:06 PM

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ନେଇ କ’ଣ କହୁଛନ୍ତି ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମା । ଶୁଣନ୍ତୁ...

Posted by:-Santosh Kumar Sahoo

13:59 PM

ଟାହିଆ ଦୋହଲାଇ ପହଣ୍ଡିରେ ଆସୁଛନ୍ତି ବଡ଼ ଭାଇ ବଳଭଦ୍ର

Posted by:-Santosh Kumar Sahoo

13:59 PM

ଶୂନ୍ୟ ପହଣ୍ଡିରେ ରଥକୁ ବିଜେ କରୁଛନ୍ତି ଦେବୀ ସୁଭଦ୍ରା

Posted by:-Santosh Kumar Sahoo

13:52 PM

କାଳିଆର ପହଣ୍ଡି

Posted by:-Santosh Kumar Sahoo

13:50 PM

ମେଘମାଳାରେ ଘୋଡାଇ ହୋଇଛି ବଡ଼ ଦେଉଳ

Posted by:-Santosh Kumar Sahoo

13:37 PM

ଦେଖ ତାର ଚକାନୟନକୁ । ଟାହିଆ ହଲେଇ ଆସୁଛି ମୋ କାଳିଆ ସୁନା

Posted by:-Santosh Kumar Sahoo

13:36 PM

ବିଜେ କରୁଛନ୍ତି କାଳିଆ ବଳିଆ । ରଥରେ ବସିଲେଣି ବଳିଆ.

Posted by:-Santosh Kumar Sahoo

13:35 PM

ଆରେ ଖାଆ କାଳିଆର ଖେଚୁଡ଼ି ପୋଟଳ ଭଜା, ଶାଗ ଭଜା ଟିକେ ଖାଆ...

Posted by:-Santosh Kumar Sahoo

13:20 PM

ଧାଡ଼ି ପହଣ୍ଡିରେ ଆସି ରଥାରୁଢ ହେଉଛନ୍ତି ପ୍ରଭୁ ବଳଭଦ୍ର

Posted by:-Santosh Kumar Sahoo

13:11 PM

ଝୁଲି ଝୁଲି ଭକ୍ତଙ୍କ ଗହଣକୁ ଆସୁଛନ୍ତି କାଳିଆ ସାଆନ୍ତ

Posted by:-Santosh Kumar Sahoo

13:02 PM

Ratha Jatra 2024: ପ୍ରଭୁ ଜଗନ୍ନାଥଙ୍କ ଉପରେ ଆଧାରିତ ଏହି ୬ଟି ଓଡ଼ିଆ ଫିଲ୍ମ ଦେଖନ୍ତୁ

Posted by:-Santosh Kumar Sahoo
  • କାଳିଆ ସାଆନ୍ତଙ୍କ ମାନବୀୟ ଲୀଳା ମଧ୍ୟରେ ରଥଯାତ୍ରା ନିଆରା। ସେ ଭାବବିନୋଦିଆ, ସେ ଭକ୍ତ ଭାବରେ ବନ୍ଧା। ଏହିଦିନ କଳା ଠାକୁର ଶ୍ରୀମନ୍ଦିରର ଆଦବ କାଇଦାରୁ ବାହାରିଆସି ସବୁ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ସହ ଲଗେଇଥାନ୍ତି ଭାବ, ଦେଇଥାନ୍ତି ଦର୍ଶନ। ସେ ହେଉଛନ୍ତି ପ୍ରତି ଓଡ଼ିଆର ହୃଦୟ ଆଉ ଆତ୍ମା। ପ୍ରତି ଓଡ଼ିଆର ଜୀବନ ଜଗନ୍ନାଥରୁ ଆରମ୍ଭ ହୋଇଥାଏ ଆଉ ଜଗନ୍ନାଥରେ ଶେଷ ହୋଇଥାଏ। ସେ ଭଜନ ହେଉ ବା ଜଣାଣ ହେଉ ଜଗନ୍ନାଥଙ୍କ ବିନା ସବୁ ଅଧୁରା। ଫିଲ୍ମ ଦୁନିଆ ବି ଏଥିରୁ ବାଦ୍ ପଡିବ ବା କେମିତି। ଅଧିକ ପଢ଼ନ୍ତୁ...

13:00 PM

ଜାଣନ୍ତୁ ଶ୍ରୀମନ୍ଦିରରେ ଟାହିଆ ପରମ୍ପରା କଣ?

Posted by:-Santosh Kumar Sahoo

13:00 PM

ଝୁଲି ଝୁଲି ଆସୁଛି କାଳିଆ ସୁନା

Posted by:-Santosh Kumar Sahoo

12:39 PM

ରଥଯାତ୍ରା ଏକ ତତ୍ତ୍ୱଭିତ୍ତିକ ଯାତ୍ରା । ବ୍ରହ୍ଣାଣ୍ଡର ତତ୍ତ୍ୱର ଏହା ଭିତରେ ବର୍ଣ୍ଣନା କରାଯାଇଛି ।

Posted by:-Santosh Kumar Sahoo

12:38 PM

‘୧୦ ମିନିଟରେ ମହାପ୍ରଭୁଙ୍କ ପାଇଁ ଖେଚୁଡ଼ି ପ୍ରସ୍ତୁତ କରିଥିଲି ।‘

Posted by:-Santosh Kumar Sahoo

12:36 PM

ଧାଡ଼ି ପହଣ୍ଡିରେ ଆସୁଛନ୍ତି ପ୍ରଭୁ ବଳଭଦ୍ର

Posted by:-Santosh Kumar Sahoo

12:32 PM

ଶ୍ରୀମନ୍ଦିରରେ କେମିତି ହୁଏ ନେତ୍ରୋତ୍ସବ ?

Posted by:-Santosh Kumar Sahoo

12:31 PM

ତୁଳସୀ କାଠିରେ କୁନି ରଥ

Posted by:-Santosh Kumar Sahoo

12:29 PM

ଦୀର୍ଘ ୫୩ ବର୍ଷ ପରେ ଆଜି ଓ କାଲି ଦୁଇ ଦିନ ଧରି ଚାଲିବ ରଥଟଣା

Posted by:-Santosh Kumar Sahoo

12:28 PM

ଧାଡ଼ି ପହଣ୍ଡିରେ ଝୁଲି ଝୁଲି ଆସୁଛି କାଳିଆ

Posted by:-Santosh Kumar Sahoo
  • ଆଜି ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ଶ୍ରୀଜିଉଙ୍କ ଅପେକ୍ଷାରେ ରଥ ଆଉ ପଥ । ଶ୍ରୀମନ୍ଦିରର ସିଂହଦ୍ବାର ଆଗରେ ଦଣ୍ଡାୟମାନ ସୁସଜ୍ଜିତ ତିନି ରଥ । ତେବେ ପୂର୍ବ ନିର୍ଦ୍ଧାରିତ ସମୟ ପୂର୍ବରୁ ଆରମ୍ଭ ହୋଇଛି ପହଣ୍ଡି । ନିର୍ଦ୍ଧାରିତ ସମୟର ପ୍ରାୟ ଦୁଇ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଛି ପହଣ୍ଡି । ଧାଡ଼ି ପହଣ୍ଡିରେ ରଥକୁ ଆସୁଛନ୍ତି ଚତୁର୍ଦ୍ଧାମୂରତି । ଅଧିକ ପଢ଼ନ୍ତୁ...

12:27 PM

ଆରମ୍ଭ ହେଲା ବଡ଼ ଠାକୁର ବଳଭଦ୍ରଙ୍କ ପହଣ୍ଡି

Posted by:-Santosh Kumar Sahoo

12:10 PM

ଆରମ୍ଭ ହେବ ମହାପ୍ରଭୁଙ୍କ ପହଣ୍ଡି ପ୍ରସ୍ତୁତ ହେଲାଣି ଟାହିଆ.. ଝଲସିଲାଣି ଶ୍ରୀମନ୍ଦିର...

Posted by:-Santosh Kumar Sahoo

12:10 PM

ଆରମ୍ଭ ହେଲା ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି

Posted by:-Santosh Kumar Sahoo

12:09 PM

ରଥ ପ୍ରସ୍ତୁତ, ପଥ ବି ପ୍ରସ୍ତୁତ...ଅପେକ୍ଷା କେବଳ ମହାପ୍ରଭୁଙ୍କୁ

Posted by:-Santosh Kumar Sahoo
  • ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । କାଳିଆ ସାଆନ୍ତଙ୍କ ଘୋଷଯାତ୍ରାରେ ସାମିଲ ହେବା ପାଇଁ କାହିଁ କେତେଦୂରରୁ ଧାଇଁ ଆସୁଛନ୍ତି ଭକ୍ତ । କଣ୍ଠରେ ମହାପ୍ରଭୁଙ୍କ ଭଜନ। ହାତରେ ମୃଦଙ୍ଗ ସହ ଝାଞ୍ଜ। ରଥାରୂଢ ଚତୁର୍ଦ୍ଧା ମୂରତିଙ୍କୁ ଦର୍ଶନ ସହ ରଥ ଦଉଡ଼ି ଟାଣି ଜୀବନକୁ ଧନ୍ୟ ମଣିବା ପାଇଁ ମାଇଲ ମାଇଲ ବାଟ ଅତିକ୍ରମ କରି ଶ୍ରୀକ୍ଷେତ୍ର ମୁହାଁ ଶ୍ରଦ୍ଧାଳୁ । ଅଧିକ ପଢ଼ନ୍ତୁ...

     

12:03 PM

ଶ୍ରୀମନ୍ଦିରକୁ ଗଲା ଟାହିଆ । ରଥରେ ସ୍ଥାପନ ହେଲା କଳସ

Posted by:-Santosh Kumar Sahoo

12:03 PM

ଶ୍ରୀମହାକାଳେଶ୍ୱରଙ୍କ ଶ୍ରୀଜଗନ୍ନାଥ ରୂପ

Posted by:-Santosh Kumar Sahoo

12:02 PM

ମହାପ୍ରଭୁଙ୍କ ଦିବ୍ୟ ଖେଚୁଡ଼ି ଭୋଗ

Posted by:-Santosh Kumar Sahoo

11:30 AM

ତିନି ରଥରେ ଥିବା ରଙ୍ଗର ମାହାତ୍ମ୍ୟ ଜାଣନ୍ତୁ

Posted by:-Santosh Kumar Sahoo

11:30 AM

ମହାପ୍ରଭୁଙ୍କ ପାଇଁ ରାଘବ ଦାସ ମଠରୁ ଆସିଲା ଟାହିଆ

Posted by:-Santosh Kumar Sahoo

11:27 AM

ବାଲିରେ ଗଢ଼ିଲେ ରଥ ବାଲିରେ ଜଗନ୍ନାଥ

Posted by:-Santosh Kumar Sahoo

11:24 AM

ପହଣ୍ଡି ଯାତ୍ରା ଆରମ୍ଭ

Posted by:-Santosh Kumar Sahoo

11:12 AM

ତିନି ରଥରେ କାହିଁକି ଭିନ୍ନ ଭିନ୍ନ ରଙ୍ଗ?

Posted by:-Santosh Kumar Sahoo

11:12 AM

'ଆହାଃ, କାଳିଆ ସାଆନ୍ତଙ୍କ ଶାଗଭଜା ଖାଇଲେ ଚଉଦ ପୁରୁଷ ମନେ ପଡ଼ିଯିବ’

Posted by:-Santosh Kumar Sahoo

11:10 AM

ଜଗା ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ଆସିଲେ କି ମହାଦେବ ?

Posted by:-Santosh Kumar Sahoo

11:09 AM

'ଶ୍ରୀମନ୍ଦିର ଭିତରେ ଆଉ ବସେଇ ଦେଉନାହାନ୍ତି ମହାପ୍ରଭୁ’

Posted by:-Santosh Kumar Sahoo

11:00 AM

ଜାଣନ୍ତୁ ମହାପ୍ରଭୁଙ୍କ ପାଖରେ ଲାଗିଦେଉଥିବା ଖେଚୁଡ଼ି ଭୋଗର ମାହାତ୍ମ୍ୟ ।

Posted by:-Santosh Kumar Sahoo

10:55 AM

ତିନି ରଥର ରଙ୍ଗର ମାହାତ୍ମ୍ୟ କଣ...ଜାଣନ୍ତୁ ?

Posted by:-Santosh Kumar Sahoo

10:36 AM

କେଉଁ କେଉଁ ନାଁରେ ପରିଚିତ ପତିତପାବନ ବାନା ?

Posted by:-Santosh Kumar Sahoo

10:35 AM

ଜଗା ପ୍ରେମରେ ପାଗଳିନୀ ନେପାଳି ଭକ୍ତ

Posted by:-Santosh Kumar Sahoo

10:26 AM

ଠାକୁରଙ୍କ ଆସିବା ବାଟକୁ ଚାହିଁ ବସିଛନ୍ତି ଅଗଣିତ ଭକ୍ତ

Posted by:-Santosh Kumar Sahoo

10:26 AM

ଆଜି ମହାପ୍ରଭୁ ଦରସିଝା ଖେଚୁଡ଼ି ଭୋଗ ଖାଆନ୍ତି...ଜାଣନ୍ତି କି ?

Posted by:-Santosh Kumar Sahoo

10:25 AM

ଭକ୍ତ ମୁଦ୍ରାରେ, ଭାବର ଠାଣିରେ ରଥ ସାମ୍ନାରେ ଓଡ଼ିଶୀ ନୃତ୍ୟ କରୁଛନ୍ତି ଭକ୍ତ

Posted by:-Santosh Kumar Sahoo

10:25 AM

ଶ୍ରୀମହାକାଳେଶ୍ୱରଙ୍କ ଶ୍ରୀଜଗନ୍ନାଥ ରୂପ

Posted by:-Santosh Kumar Sahoo

10:03 AM

କାଳିଆ ପ୍ରେମରେ ବିଦେଶିନୀ

Posted by:-Santosh Kumar Sahoo
  • କାଳିଆ ପ୍ରେମରେ ବିଦେଶିନୀ । ରଥାରୂଢ଼ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ସାତ ଦରିଆ ପାର ହୋଇ ଶ୍ରୀକ୍ଷେତ୍ରକୁ ଆସିଛନ୍ତି ବିଦେଶୀ ଭକ୍ତ । ମହାପ୍ରଭୁଙ୍କ ନବଦିନାତ୍ମକ ରଥଯାତ୍ରାରେ ସାମିଲ ହେବାକୁ ପୁରୀ ଆସିଛନ୍ତି ଋଷର ନତାଲିଆ। । ସେ ପୁରୀରେ ୧୦ ଦିନ ରହିବେ । ଚଳିତ ବର୍ଷ ସେ ପ୍ରଥମ ଥର ଆସିଛନ୍ତି ରଥଯାତ୍ରାକୁ । ଅପେକ୍ଷା କରି ରହିଛନ୍ତି କେତେବେଳେ ବଡ଼ଦେଉଳରୁ ବାହାରିବେ ବିଶ୍ବନିୟନ୍ତା । ଅଧିକ ପଢ଼ନ୍ତୁ...

09:54 AM

ଲହଡ଼ି ମାରୁଛି ଜନ ସମୁଦ୍ର

Posted by:-Santosh Kumar Sahoo

09:54 AM

ଆଜି ଭକ୍ତଙ୍କ ଗହଣରେ ବିଜେ କରିବେ ମହାପ୍ରଭୁ ଜଗନ୍ନାଥ

Posted by:-Santosh Kumar Sahoo

09:53 AM

ଆଜି ତିନୋଟି ସଂସ୍କୃତିର ମହା ଆଡ଼ମ୍ବରର ବଡ଼ ଦିନ

Posted by:-Santosh Kumar Sahoo

09:52 AM

ରଥ କହେ ବଡ଼ ମୁହିଁ....ପଥ କହେ ବଡ଼ ମୁହିଁ

Posted by:-Santosh Kumar Sahoo

09:51 AM

ରଥ ପ୍ରସ୍ତୁତ...ସାରଥୀ ପ୍ରସ୍ତୁତ...ଅପେକ୍ଷା କେବଳ ମହାପ୍ରଭୁଙ୍କୁ...

Posted by:-Santosh Kumar Sahoo

09:33 AM

ଜଗା ପାଇଁ ଗଢ଼ିଛି ବାଲି ରଥ

Posted by:-Santosh Kumar Sahoo

09:21 AM

ନନ୍ଦିଘୋଷ ରଥର କେତେକ ଜାଣିବା କଥା

Posted by:-Santosh Kumar Sahoo
  • ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ପାଳିତ ହୋଇଥାଏ। ରଥଯାତ୍ରାକୁ ଘୋଷଯାତ୍ରା ବା ଶ୍ରୀଗୁଣ୍ଡିଚା ଯାତ୍ରା ମଧ୍ୟ କୁହାଯାଏ। ଏହା ଜଗନ୍ନାଥ ମନ୍ଦିରରେ ପାଳିତ ଦ୍ୱାଦଶ ଯାତ୍ରା ମଧ୍ୟରେ ପ୍ରଧାନ। ଶ୍ରୀକ୍ଷେତ୍ରର ତିନି ରଥ ନିର୍ମାଣ ଶୈଳୀକୁ ଦେଖିଲେ ଏହା ଖୁବ ରହସ୍ୟମୟ ଲାଗେ। କାରଣ ସମଗ୍ର ଭାରତରେ ଦେବତାମାନଙ୍କ ପାଇଁ ଯେତେ ପ୍ରକାରର ରଥ ବ୍ୟବହାର ହୁଏ ତାହା ମଧ୍ୟରେ ଏହା ଖୁବ ନିଆରା। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ର ପୁରୀରେ ନିର୍ମିତ ହୋଇଥାଏ ତିନୋଟି ସୁଦୃଶ୍ୟ ରଥ। ଅଧିକ ପଢ଼ନ୍ତୁ...

09:20 AM

ପୌରାଣିକ ଆଖ୍ୟାନରେ କଣ ରହିଛି ରଥଯାତ୍ରାର ବିବରଣୀ ଜାଣନ୍ତୁ...

Posted by:-Santosh Kumar Sahoo

08:56 AM

ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଅପେକ୍ଷା କରିଛନ୍ତି ଭକ୍ତ... ଅପେକ୍ଷା କରିଛି ବଡ଼ଦାଣ୍ଡ

Posted by:-Santosh Kumar Sahoo

08:56 AM

ଶ୍ରୀମନ୍ଦିରର ସିଂହଦ୍ବାର ଆଗରେ ଦଣ୍ଡାୟମାନ ସୁସଜ୍ଜିତ ତିନି ରଥ

Posted by:-Santosh Kumar Sahoo

08:17 AM

ରଥଯାତ୍ରା ଆଉ କେଉଁ କେଉଁ ନାମରେ ପରିଚିତ

Posted by:-Santosh Kumar Sahoo

08:11 AM

ପୁରୀ ବେଳାଭୂମିରେ ବାଲିରେ ତିନି ରଥ କରୁଛନ୍ତି କାଳିଆର କୁନି ଭକ୍ତ

Posted by:-Santosh Kumar Sahoo

08:11 AM

ମହାପ୍ରଭୁଙ୍କ ରଥଯାତ୍ରା ଦେଖିବାକୁ ଲୋକାରଣ୍ୟ ବଡ଼ଦାଣ୍ଡ

Posted by:-Santosh Kumar Sahoo

08:00 AM

ବିଦେଶୀ ଭକ୍ତ ଭକ୍ତି ଗଦଗଦ କଣ୍ଠରେ କହିଲେ ଜୟ ଜଗନ୍ନାଥ...

Posted by:-Santosh Kumar Sahoo

07:51 AM

କେତେବେଳେ ଆସିବେ କାଳିଆ ଠାକୁର । କାଳିଆକୁ ଦେଖିବା ପାଇଁ ଭକ୍ତ ଆଖିରେ ନିଦ ନାହିଁ

Posted by:-Santosh Kumar Sahoo

07:37 AM

ପୁରୀ ବଡ଼ଦାଣ୍ଡ ଜନସମୁଦ୍ର

Posted by:-Santosh Kumar Sahoo

07:36 AM

ପ୍ରଭୁଙ୍କ କରୁଣାରୁ ମୁଁ ସୁସ୍ଥ ଅଛି ମୁଁ ପ୍ରତିବର୍ଷ ଆସୁଛି

Posted by:-Santosh Kumar Sahoo

07:31 AM

ବଡ଼ଦାଣ୍ଡରେ ଅପେକ୍ଷାରତ ତିନି ରଥ

Posted by:-Santosh Kumar Sahoo

07:30 AM

ଘନ କୁହୁଡ଼ିର ଚାଦର ତଳେ ଶ୍ରୀମନ୍ଦିର ଓ ବଡ଼ଦାଣ୍ଡରେ ଦଣ୍ଡାୟମାନ ତିନି ରଥ

Posted by:-Santosh Kumar Sahoo

07:18 AM

ଠାକୁରଙ୍କ ଆସିବା ବାଟକୁ ଚାହିଁ ବସିଛନ୍ତି ଅଗଣିତ ଭକ୍ତ

Posted by:-Santosh Kumar Sahoo

07:13 AM

ଅପେକ୍ଷା କରିଛନ୍ତି ଭକ୍ତ, ଅପେକ୍ଷା କରିଛି ବଡ଼ଦାଣ୍ଡ

Posted by:-Santosh Kumar Sahoo

07:10 AM

ରଥ ପ୍ରସ୍ତୁତ....ପଥ ପ୍ରସ୍ତୁତ

Posted by:-Santosh Kumar Sahoo