ରଥଯାତ୍ରା.. ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଦିନ ଆରମ୍ଭ ହୁଏ ଏହି ମହାନ ଯାତ୍ରା । ୟାକୁ ଘୋଷଯାତ୍ରା, ମହାବେଦୀ ମହୋତ୍ସବ, ପତିତପାବନ ଯାତ୍ରା, ଉତ୍ତରାଭିମୁଖୀ ଯାତ୍ରା, ନବଦିନାତ୍ମିକା ଯାତ୍ରା, ଦଶାବତାର ଯାତ୍ରା, ଗୁଣ୍ଡିଚା ମହୋତ୍ସବ ଓ ଆଡ଼ପ ଯାତ୍ରା ନାମରେ ବିଭିନ୍ନ ଶାସ୍ତ୍ର, ପୁରାଣରେ ମଧ୍ୟ କୁହାଯାଏ । ଜଗତର ନାଥ ଜଗନ୍ନାଥ ଆଜି ଭାଇ ଭଉଣୀଙ୍କ ସହ ଶ୍ରୀମନ୍ଦିରରୁ ବାହାରି ବଡ଼ ଦାଣ୍ଡକୁ ଆସିଛନ୍ତି । ଢ଼ଳି ଢ଼ଳି କଣେଇ କଣେଇ ପ୍ରତି ଭକ୍ତଙ୍କୁ ଦେଖୁଛନ୍ତି, ଆଉ ଭକ୍ତ ନିଜ କଳା ସାଆନ୍ତଙ୍କୁ ଦେଖି ଆତ୍ମ ବିଭୋର ହେଉଛି । ଓଡ଼ିଆଙ୍କ ମଉଡ଼ମଣୀ ଏଇ କାଳିଆ ସାଆନ୍ତ... ତାକୁ ଦେଖିବାକୁ ଆଜି ବଡ଼ ଦାଣ୍ଡରେ ଲାଗିଛି ଭିଡ଼... ଜୟ ଜଗନ୍ନାଥ... ହରିବୋଲ ଧ୍ୱନୀରେ ପ୍ରକମ୍ପିତ ଚଉଦିଗ..। ତେବେ ରଥଯାତ୍ରା ସମ୍ପର୍କରେ ଟିକିନିଖି ଖବର ଜାଣିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ, otvkhabar.in କୁ ଲଗ୍ଇନ୍ କରନ୍ତୁ।
16:58 PM
16:56 PM
16:26 PM
16:24 PM
16:19 PM
ଶରଧାବାଲିରେ ତିନିରଥ। ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲାଗିଲା ୩ ରଥ। ତାଳଧ୍ବଜ, ଦର୍ପଦଳନ ଓ ନନ୍ଦିଘୋଷ ରଥ ଶ୍ରୀଗୁଣ୍ଡିଚା ମନ୍ଦିରରେ ସମ୍ମୁଖରେ ଲାଗିଛି। ଭକ୍ତମାନେ ତିନି ରଥ ଟାଣି ଟାଣି ନେଇ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲଗାଇଛନ୍ତି। ଅଧିକ ପଢନ୍ତୁ...
15:52 PM
15:27 PM
15:23 PM
14:59 PM
14:52 PM
14:37 PM
କାହିଁକି ଜନ୍ମବେଦୀ ପାଇଁ ଆତୁର ହୋଇଥାନ୍ତି ଜଗତର ନାଥ?
14:31 PM
14:29 PM
14:22 PM
14:22 PM
14:12 PM
14:00 PM
13:55 PM
13:48 PM
13:37 PM
13:28 PM
13:27 PM
13:06 PM
13:01 PM
12:53 PM
12:47 PM
12:33 PM
12:32 PM
12:18 PM
12:17 PM
11:49 AM
11:48 AM
11:33 AM
11:31 AM
11:06 AM
11:01 AM
11:00 AM
10:51 AM
10:47 AM
10:46 AM
10:46 AM
10:31 AM
10:22 AM
10:17 AM
10:16 AM
10:16 AM
10:15 AM
10:15 AM
10:14 AM
10:14 AM
09:58 AM
09:55 AM
ରତ୍ନବେଦୀରୁ ଜନ୍ମବେଦୀ । ଚାଲିଛି ଶ୍ରୀଜିଉଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ଭାଇ-ଭଉଣୀଙ୍କ ସହିତ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ନବଦିନାତ୍ମକ ଯାତ୍ରାରେ ମହାପ୍ରଭୁ ଜଗନ୍ନାଥ । ବଡ଼ଦାଣ୍ଡରେ ଅଟକି ରହିଥିବା ରଥ ଆଜି ପୁଣି ଥରେ ଗଡ଼ିଛି । ପ୍ରଥମେ ଗଡ଼ିଲା ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ବଜ ରଥ । ମରିଚିକୋଟ ଛକରୁ ଗଡ଼ିଲା ପ୍ରଭୁ ବଳଭଦ୍ରଙ୍କ ତାଳଧ୍ବଜ। ବଡ଼ ଠାକୁର ପ୍ରଭୁ ବଳଭଦ୍ରଙ୍କ ତାଳଧ୍ବଜ ରଥକୁ ଟାଣିଟାଣି ନେଉଛନ୍ତି ଶ୍ରଦ୍ଧାଳୁ । ଗତକାଲି ମରିଚିକୋଟ ଛକରେ ଅଟକି ରହିଥିଲା ବଡ଼ ଠାକୁରଙ୍କ ତାଳଧ୍ବଜ ରଥ । ଅଧିକ ପଢ଼ନ୍ତୁ...
09:32 AM
09:03 AM
08:57 AM
08:29 AM
08:27 AM
08:26 AM
08:24 AM
07:58 AM
07:43 AM
ରତ୍ନବେଦୀରୁ ଜନ୍ମବେଦୀ । ଚାଲିଛି ଶ୍ରୀଜିଉଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ଭାଇ-ଭଉଣୀଙ୍କ ସହିତ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ନବଦିନାତ୍ମକ ଯାତ୍ରାରେ ମହାପ୍ରଭୁ ଜଗନ୍ନାଥ । ବଡ଼ଦାଣ୍ଡରେ ଅଟକି ରହିଥିବା ରଥ ଆଜି ପୁଣି ଟଣାଯିବ । ସିଂହଦ୍ବାର ଠାରୁ ମାତ୍ର ଅଳ୍ପ ଦୂର ଯାଇ ଅଟକିଛନ୍ତି କାଳିଆ ସାଆନ୍ତ । ଅଧିକ ପଢ଼ନ୍ତୁ...
06:59 AM
19:53 PM
19:03 PM
ପୁରୀ ରଥ ଟଣା ବେଳେ ଅଘଟଣ। ଜଣେ ପୁରୁଷ ଶ୍ରଦ୍ଧାଳୁ ତାଳଧ୍ୱଜ ରଥଟଣା ବେଳେ ଅଣନିଶ୍ୱାସୀ ହୋଇ ପ୍ରାଣ ହରାଇଛନ୍ତି। ପୁରୀ ଜିଲ୍ଲା ଚିକିତ୍ସାଳୟରେ ମୃତ ଘୋଷଣା କଲେ ଡାକ୍ତର। ପବିତ୍ର ରଥଯାତ୍ରା ଅବସରରେ ବଡ଼ଦାଣ୍ତରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ଯେଉଁ ଭିଡ଼ରେ ଜଣେ ଶ୍ରଦ୍ଧାଳୁ ଅଣନିଶ୍ୱାସୀ ହୋଇ ପ୍ରାଣ ହରାଇଥିବା ସୂଚନା ମିଳିଛି। ଅଧିକ ପଢନ୍ତୁ...
18:58 PM
18:44 PM
18:31 PM
18:14 PM
18:11 PM
ରତ୍ନବେଦୀ ଛାଡି ଜନ୍ମବେଦୀକୁ ଯାଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଶ୍ରୀବଳଭଦ୍ରଙ୍କ ରଥଟଣା ଆରମ୍ଭ ହୋଇଛି। ବଡ଼ଦାଣ୍ଡରେ ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଗଡିଛି । ରଥ ଉପରେ ସମସ୍ତ ନୀତିକାନ୍ତି ଶେଷ ହେବାପରେ ରଥଟଣା ନୀତି ଆରମ୍ଭ ହୋଇଛି । ଘଣ୍ଟା, ଘଣ୍ଟ, ମୃଦଙ୍ଗ, ହୁଳହୁଳି ଓ ହରିବୋଲରେ ପ୍ରକମ୍ପିତ ହେଉଛି ଶ୍ରୀକ୍ଷେତ୍ର । ଲୋକାରଣ୍ୟ ହୋଇଉଠିଛି ବଡଦାଣ୍ଡ। ବିଶ୍ଵର କୋଣ ଅନୁକୋଣରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଆଜି ପୁରୀକୁ ଛୁଟି ଆସିଛନ୍ତି। ଅଧିକ ପଢନ୍ତୁ...
17:48 PM
17:13 PM
17:08 PM
16:36 PM
ଧାଡ଼ି ପହଣ୍ଡିରେ ଆସି ରଥରେ ବିରାଜିଲେ ମହାବାହୁ । ପରେ ପରେ ଛେରା ପହଁରା ଆରମ୍ଭ କରିଛନ୍ତି ଗଜପତି ମହାରାଜା। ପ୍ରଥମେ ତାଳଧ୍ବଜ ରଥରେ ଛେରା ପହଁରା କଲେ ଗଜପତି । ଅପରାହ୍ନ ୫ଟାରେ ରଥ ଟାଣିବାକୁ ନୀତି ନିର୍ଘଣ୍ଟ ହୋଇଛି। ଅଧିକ ପଢନ୍ତୁ...
16:22 PM
15:58 PM
15:54 PM
15:31 PM
15:30 PM
15:04 PM
14:57 PM
14:38 PM
14:34 PM
14:25 PM
14:21 PM
14:06 PM
13:59 PM
13:59 PM
13:52 PM
13:50 PM
13:37 PM
13:36 PM
13:35 PM
13:20 PM
13:11 PM
13:02 PM
କାଳିଆ ସାଆନ୍ତଙ୍କ ମାନବୀୟ ଲୀଳା ମଧ୍ୟରେ ରଥଯାତ୍ରା ନିଆରା। ସେ ଭାବବିନୋଦିଆ, ସେ ଭକ୍ତ ଭାବରେ ବନ୍ଧା। ଏହିଦିନ କଳା ଠାକୁର ଶ୍ରୀମନ୍ଦିରର ଆଦବ କାଇଦାରୁ ବାହାରିଆସି ସବୁ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ସହ ଲଗେଇଥାନ୍ତି ଭାବ, ଦେଇଥାନ୍ତି ଦର୍ଶନ। ସେ ହେଉଛନ୍ତି ପ୍ରତି ଓଡ଼ିଆର ହୃଦୟ ଆଉ ଆତ୍ମା। ପ୍ରତି ଓଡ଼ିଆର ଜୀବନ ଜଗନ୍ନାଥରୁ ଆରମ୍ଭ ହୋଇଥାଏ ଆଉ ଜଗନ୍ନାଥରେ ଶେଷ ହୋଇଥାଏ। ସେ ଭଜନ ହେଉ ବା ଜଣାଣ ହେଉ ଜଗନ୍ନାଥଙ୍କ ବିନା ସବୁ ଅଧୁରା। ଫିଲ୍ମ ଦୁନିଆ ବି ଏଥିରୁ ବାଦ୍ ପଡିବ ବା କେମିତି। ଅଧିକ ପଢ଼ନ୍ତୁ...
13:00 PM
13:00 PM
12:39 PM
12:38 PM
12:36 PM
12:32 PM
12:31 PM
12:29 PM
12:28 PM
ଆଜି ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ଶ୍ରୀଜିଉଙ୍କ ଅପେକ୍ଷାରେ ରଥ ଆଉ ପଥ । ଶ୍ରୀମନ୍ଦିରର ସିଂହଦ୍ବାର ଆଗରେ ଦଣ୍ଡାୟମାନ ସୁସଜ୍ଜିତ ତିନି ରଥ । ତେବେ ପୂର୍ବ ନିର୍ଦ୍ଧାରିତ ସମୟ ପୂର୍ବରୁ ଆରମ୍ଭ ହୋଇଛି ପହଣ୍ଡି । ନିର୍ଦ୍ଧାରିତ ସମୟର ପ୍ରାୟ ଦୁଇ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଛି ପହଣ୍ଡି । ଧାଡ଼ି ପହଣ୍ଡିରେ ରଥକୁ ଆସୁଛନ୍ତି ଚତୁର୍ଦ୍ଧାମୂରତି । ଅଧିକ ପଢ଼ନ୍ତୁ...
12:27 PM
12:10 PM
12:10 PM
12:09 PM
ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । କାଳିଆ ସାଆନ୍ତଙ୍କ ଘୋଷଯାତ୍ରାରେ ସାମିଲ ହେବା ପାଇଁ କାହିଁ କେତେଦୂରରୁ ଧାଇଁ ଆସୁଛନ୍ତି ଭକ୍ତ । କଣ୍ଠରେ ମହାପ୍ରଭୁଙ୍କ ଭଜନ। ହାତରେ ମୃଦଙ୍ଗ ସହ ଝାଞ୍ଜ। ରଥାରୂଢ ଚତୁର୍ଦ୍ଧା ମୂରତିଙ୍କୁ ଦର୍ଶନ ସହ ରଥ ଦଉଡ଼ି ଟାଣି ଜୀବନକୁ ଧନ୍ୟ ମଣିବା ପାଇଁ ମାଇଲ ମାଇଲ ବାଟ ଅତିକ୍ରମ କରି ଶ୍ରୀକ୍ଷେତ୍ର ମୁହାଁ ଶ୍ରଦ୍ଧାଳୁ । ଅଧିକ ପଢ଼ନ୍ତୁ...
12:03 PM
12:03 PM
12:02 PM
11:30 AM
11:30 AM
11:27 AM
11:24 AM
11:12 AM
11:12 AM
11:10 AM
11:09 AM
11:00 AM
10:55 AM
10:36 AM
10:35 AM
10:26 AM
10:26 AM
10:25 AM
10:25 AM
10:03 AM
କାଳିଆ ପ୍ରେମରେ ବିଦେଶିନୀ । ରଥାରୂଢ଼ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ସାତ ଦରିଆ ପାର ହୋଇ ଶ୍ରୀକ୍ଷେତ୍ରକୁ ଆସିଛନ୍ତି ବିଦେଶୀ ଭକ୍ତ । ମହାପ୍ରଭୁଙ୍କ ନବଦିନାତ୍ମକ ରଥଯାତ୍ରାରେ ସାମିଲ ହେବାକୁ ପୁରୀ ଆସିଛନ୍ତି ଋଷର ନତାଲିଆ। । ସେ ପୁରୀରେ ୧୦ ଦିନ ରହିବେ । ଚଳିତ ବର୍ଷ ସେ ପ୍ରଥମ ଥର ଆସିଛନ୍ତି ରଥଯାତ୍ରାକୁ । ଅପେକ୍ଷା କରି ରହିଛନ୍ତି କେତେବେଳେ ବଡ଼ଦେଉଳରୁ ବାହାରିବେ ବିଶ୍ବନିୟନ୍ତା । ଅଧିକ ପଢ଼ନ୍ତୁ...
09:54 AM
09:54 AM
09:53 AM
09:52 AM
09:51 AM
09:33 AM
09:21 AM
ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ପାଳିତ ହୋଇଥାଏ। ରଥଯାତ୍ରାକୁ ଘୋଷଯାତ୍ରା ବା ଶ୍ରୀଗୁଣ୍ଡିଚା ଯାତ୍ରା ମଧ୍ୟ କୁହାଯାଏ। ଏହା ଜଗନ୍ନାଥ ମନ୍ଦିରରେ ପାଳିତ ଦ୍ୱାଦଶ ଯାତ୍ରା ମଧ୍ୟରେ ପ୍ରଧାନ। ଶ୍ରୀକ୍ଷେତ୍ରର ତିନି ରଥ ନିର୍ମାଣ ଶୈଳୀକୁ ଦେଖିଲେ ଏହା ଖୁବ ରହସ୍ୟମୟ ଲାଗେ। କାରଣ ସମଗ୍ର ଭାରତରେ ଦେବତାମାନଙ୍କ ପାଇଁ ଯେତେ ପ୍ରକାରର ରଥ ବ୍ୟବହାର ହୁଏ ତାହା ମଧ୍ୟରେ ଏହା ଖୁବ ନିଆରା। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ର ପୁରୀରେ ନିର୍ମିତ ହୋଇଥାଏ ତିନୋଟି ସୁଦୃଶ୍ୟ ରଥ। ଅଧିକ ପଢ଼ନ୍ତୁ...
09:20 AM
08:56 AM
08:56 AM
08:17 AM
08:11 AM
08:11 AM
08:00 AM
07:51 AM
07:37 AM
07:36 AM
07:31 AM
07:30 AM
07:18 AM
07:13 AM
07:10 AM