ଶ୍ରୀଜିଉଙ୍କ ସୁନାବେଶ ପରଦିନ ତିନିରଥ ଉପରେ ଆରମ୍ଭ ହୁଏ ଅଧରପଣା ନୀତି। ଆଷାଢ଼ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ଏହି ନୀତି କରାଯାଇଥାଏ। ମଧ୍ୟାହ୍ନ ଧୂପ ଶେଷ ହେବାପରେ ଓ ସନ୍ଧ୍ୟା ଆଳତି ପୂର୍ବରୁ ଅଧରପଣା ନୀତି ସମାପନ ହେବାର ବିଧି ରହିଛି। ଶ୍ରୀବିଗ୍ରହମାନଙ୍କର ଶ୍ରୀଅଧର ଉଚ୍ଚତା ବିଶିଷ୍ଟ ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ମାଟିହାଣ୍ଡିରେ ପଣା ସବୁକୁ ରଥ ଉପରେ ରଖାଯାଏ। ଶ୍ରୀଜିଉଙ୍କ ଏହି ବୈଚିତ୍ରମୟ ଲୀଳାର ସବିଶେଷ ଖବର ଜାଣିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ ଆଉ ଲଗ୍ଇନ୍ କରନ୍ତୁ otvkhabar.in
23:01 PM
22:53 PM
21:32 PM
21:21 PM
21:21 PM
21:11 PM
21:10 PM
20:54 PM
20:53 PM
20:20 PM
20:19 PM
20:18 PM
20:00 PM
19:00 PM
18:48 PM
18:47 PM
18:47 PM
18:33 PM
18:16 PM
18:09 PM
16:58 PM
ଆଜି କାଳିଆ ସାଆନ୍ତଙ୍କ ଅଧରପଣା ନୀତି। ସୁନାବେଶ ପରଦିନ ରଥ ଉପରେ ଅଧରପଣା ନୀତି ସମାପନ ହୋଇଥାଏ। ଏହାର ରହସ୍ୟ କ’ଣ ଆସନ୍ତୁ ଜାଣିବା । ଅଧିକ ପଢ଼ନ୍ତୁ..