Advertisment

ଆଜି ରଥାରୁଢ଼ ଶ୍ରୀଜିଉଙ୍କ ଅଧରପଣା ନୀତି

ଶ୍ରୀଜିଉଙ୍କ ସୁନାବେଶ ପରଦିନ ତିନିରଥ ଉପରେ ଆରମ୍ଭ ହୁଏ ଅଧରପଣା ନୀତି।

ଅଦ୍ୟତନ ହୋଇଛି
Lord Jagannath Adhara Pana 2023 Live Updates

Auspicious Adhara Pana ritual to be performed atop Sibling deities chariots today

Advertisment

ଶ୍ରୀଜିଉଙ୍କ ସୁନାବେଶ ପରଦିନ ତିନିରଥ ଉପରେ ଆରମ୍ଭ ହୁଏ ଅଧରପଣା ନୀତି। ଆଷାଢ଼ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ଏହି ନୀତି କରାଯାଇଥାଏ। ମଧ୍ୟାହ୍ନ ଧୂପ ଶେଷ ହେବାପରେ ଓ ସନ୍ଧ୍ୟା ଆଳତି ପୂର୍ବରୁ ଅଧରପଣା ନୀତି ସମାପନ ହେବାର ବିଧି ରହିଛି। ଶ୍ରୀବିଗ୍ରହମାନଙ୍କର ଶ୍ରୀଅଧର ଉଚ୍ଚତା ବିଶିଷ୍ଟ ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ମାଟିହାଣ୍ଡିରେ ପଣା ସବୁକୁ ରଥ ଉପରେ ରଖାଯାଏ। ଶ୍ରୀଜିଉଙ୍କ ଏହି ବୈଚିତ୍ରମୟ ଲୀଳାର ସବିଶେଷ ଖବର ଜାଣିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ ଆଉ ଲଗ୍‌ଇନ୍ କରନ୍ତୁ otvkhabar.in

Advertisment
  • Jun 30, 2023 23:01 IST

    ତିନି ରଥରେ ସଂପନ୍ନ ହେଲା ଅଧରପଣା ନୀତି

  • Jun 30, 2023 22:53 IST

    ବଳଭଦ୍ରଙ୍କ ତାଳଧ୍ୱଜରେ ଅଧରପଣା ତୁମ୍ବ ଭାଙ୍ଗିବାର ଦୃଶ୍ୟ

  • Jun 30, 2023 21:32 IST

    କାଳିଆ ରଥରେ ଭାଙ୍ଗିଲା ଅଧରପଣା ତୁମ୍ବ

  • Jun 30, 2023 21:21 IST

    ମାଆ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ଭାଙ୍ଗିଲା ଅଧରପଣା ହାଣ୍ଡି

  • Jun 30, 2023 21:21 IST

    ରଥ ଉପରେ ଚାଲିଛି ଅଧର ପଣା

  • Jun 30, 2023 21:11 IST

    ଅଧରପଣା ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼

  • Jun 30, 2023 21:10 IST

    ସୁଭଦ୍ରାଙ୍କ ରଥରେ ଭାଙ୍ଗିଲା ତୁମ୍ବ

  • Jun 30, 2023 20:54 IST

    ଅଧରପଣା ନୀତିର ଅପୂର୍ବ ଦୃଶ୍ୟ

  • Jun 30, 2023 20:53 IST

    ରଥକୁ ଅଣାଗଲା ଅଧରପଣା ତୁମ୍ୱ

  • Jun 30, 2023 20:20 IST

    ଅଧରଣା ପାଇଁ ଆସିଲା ତୁମ୍ବ

  • Jun 30, 2023 20:19 IST

    ଶ୍ରୀମନ୍ଦିରର ଉଡୁଥିବା ପତାକା ଉଡୁଛି କେମିତି ?

  • Jun 30, 2023 20:18 IST

    ଅଧରପଣା ପାଇଁ ଜଳ ସଂଗ୍ରହ

  • Jun 30, 2023 20:00 IST

    ନବରସର ପଣା, କାହିଁକି ବିତରଣ କରନ୍ତି ମହାପ୍ରଭୁ ?

  • Jun 30, 2023 19:00 IST

    ଦର୍ଶନ କରନ୍ତୁ ବଡ଼ ଠାକୁର ବଳଭଦ୍ର ମହାପ୍ରଭୁଙ୍କୁ

  • Jun 30, 2023 18:48 IST

    କୁମ୍ଭାର ସେବକଙ୍କ ଘରୁ ଆସିଲା ବଡ଼ବଡ଼ ତୁମ୍ବ

  • Jun 30, 2023 18:47 IST

    ଅଧରପଣା ନୀତି ପାଇଁ ପ୍ରସ୍ତୁତି

  • Jun 30, 2023 18:47 IST

    ଆଗରୁ ବିଳମ୍ବିତ ରାତିରେ ଅଧରପଣା ନୀତି

  • Jun 30, 2023 18:33 IST

    କିଛି ସମୟ ପରେ ଅଧରପଣା ନୀତି

  • Jun 30, 2023 18:16 IST

    ଅଧରପଣା ନୀତିକାନ୍ତି ପରେ ବଡ଼ ଦେଉଳକୁ ଫେରିବେ ତିନି ଠାକୁର

  • Jun 30, 2023 18:09 IST

    ଆଜି କାଳିଆ ସାଆନ୍ତଙ୍କ ଅଧରପଣା ନୀତି

  • Jun 30, 2023 16:58 IST

    ମହାପ୍ରଭୁଙ୍କ ଅଧରପଣା ନୀତି କାହିଁକି ଓ କିପରି ହୁଏ..

    ଆଜି କାଳିଆ ସାଆନ୍ତଙ୍କ ଅଧରପଣା ନୀତି। ସୁନାବେଶ ପରଦିନ ରଥ ଉପରେ ଅଧରପଣା ନୀତି ସମାପନ ହୋଇଥାଏ। ଏହାର ରହସ୍ୟ କ’ଣ ଆସନ୍ତୁ ଜାଣିବା । ଅଧିକ ପଢ଼ନ୍ତୁ..

Ratha Jatra Adhara Pana
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ