Advertisment

World Meditation Day: ଆଜି ବିଶ୍ବ ଧ୍ୟାନ ଦିବସ, ଭାରତର ପ୍ରାଚୀନ ସଂସ୍କୃତିର ଅମୂଲ୍ୟ ଉପହାର

ଭାରତର ପ୍ରାଚୀନ ସଂସ୍କୃତିର ଅମୂଲ୍ୟ ଉପହାର ଧ୍ୟାନ। ଧ୍ୟାନ ସ୍ବାସ୍ଥ୍ୟ ଓ ସମୃଦ୍ଧି ପାଇଁ ଏକ ସିଦ୍ଧ ଉପଚାର। ଜୀବନଶୈଳୀ ପରିବର୍ତ୍ତନ କରିବାରେ ସହାୟକ ହୁଏ ଧ୍ୟାନ।

MEDITATION DAY

MEDITATION DAY Photograph: (OTV)

Advertisment

ଆଜି ହେଉଛି ବିଶ୍ବ ଧ୍ୟାନ ଦିବସ । ଧ୍ୟାନ ହେଉଛି ଭାରତର ପ୍ରାଚୀନ ସଂସ୍କୃତିର ଏକ ଅମୂଲ୍ୟ ଉପହାର । ଏହା ସ୍ବାସ୍ଥ୍ୟ ଓ ସମୃଦ୍ଧି ପାଇଁ ଏକ ସିଦ୍ଧ ଉପଚାର । ନିଜ ଭିତରେ ଚେତନା ଉଦ୍ରେକ କରି ଆମ ଜୀବନଶୈଳୀରେ ପରିବର୍ତ୍ତନ କରିବାରେ ସହାୟକ ହୁଏ ଧ୍ୟାନ । ତେଣୁ ମିଳିତ ଜାତିସଂଘର ଏକ ସାଧାରଣ ସଭାରେ ଡିସେମ୍ବର ୨୧କୁ ଧ୍ୟାନ ଦିବସ ଭାବେ ଘୋଷଣା କରାଯାଇଥିଲା । 

Advertisment

ଧ୍ୟାନର ମୂଲ୍ୟବୋଧକୁ ସମ୍ମାନ ଦେବା ସହ ବିଶ୍ବର କୋଣଅଣୁକୋଣରେ ଧ୍ୟାନକୁ ପହଞ୍ଚାଇବାକୁ ଭାରତ ପ୍ରୟାସ କରିଆସିଛି । ଧ୍ୟାନ ହେଉଛି ଏକ ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ଅଭ୍ୟାସ । ଧ୍ୟାନ କଲେ ମନୁଷ୍ୟ ଆତ୍ମ ଜ୍ଞାନ ଲାଭ କରେ । ତେଣୁ ଧ୍ୟାନ ପ୍ରତି ଘରେ ଏବଂ ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ପହଞ୍ଚିବାର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଇଛି ।

•    ଆଜି ବିଶ୍ବ ଧ୍ୟାନ ଦିବସ 
•    ଭାରତର ପ୍ରାଚୀନ ସଂସ୍କୃତିର ଅମୂଲ୍ୟ ଉପହାର ଧ୍ୟାନ
•    ଧ୍ୟାନ ସ୍ବାସ୍ଥ୍ୟ ଓ ସମୃଦ୍ଧି ପାଇଁ ଏକ ସିଦ୍ଧ ଉପଚାର 
•    ଜୀବନଶୈଳୀ ପରିବର୍ତ୍ତନ କରିବାରେ ସହାୟକ ହୁଏ ଧ୍ୟାନ
•    ଡିସେମ୍ବର ୨୧କୁ ବିଶ୍ବ ଧ୍ୟାନ ଦିବସ ଭାବେ ଘୋଷଣା 
•    ଧ୍ୟାନ କଲେ ମନୁଷ୍ୟ ଆତ୍ମଜ୍ଞାନ ଲାଭ କରେ

Advertisment
Meditation
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ