potato bread
Advertisment
ଆବଶ୍ୟକୀୟ ସାମଗ୍ରୀ: ପାଉଁରୁଟି, ଆଳୁ, ଧନିଆ ପତ୍ର, ଜିରାଗୁଣ୍ଡ, କଞ୍ଚାଲଙ୍କା କଟା, ପିଆଜ କଟା।
Advertisment
ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ଆଳୁକୁ ସିଝାଇ ଦେଇ ତାକୁ ଚକଟି ଦେବେ ଏବଂ ପାଉଁରୁଟି ଗୁଡ଼ିକୁ ପାଣିରେ ବତୁରାଇ ଚିପୁଡ଼ି ପାଣି ବାହାର କରିଦେବେ ଓ ଆଳୁ ଚକଟା ସହିତ ମିଶାଇବେ। ଲୁଣ, କଟା କଞ୍ଚାଲଙ୍କା, ପିଆଜ, ଧନିଆ ପତ୍ର ସେଥିରେ ପକାଇବା ପରେ ତେଲରେ ଛାଣି ନେବେ। ପ୍ରସ୍ତୁତ ହୋଇଗଲା ପରେ ଏହାକୁ ଏକ ପ୍ଲେଟ୍ରେ କାଢ଼ି ଟମାଟୋ ସସ୍ ସହିତ ଖାଇବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/potato-bread-11_1626504617.jpg)