Advertisment

କଦଳୀ ଭଣ୍ଡା ଚୁଙ୍ଗୁଡ଼ି ମହୁର

ଆବଶ୍ୟକ ସାମଗ୍ରୀ: ଚିଙ୍ଗୁଡ଼ି, କଦଳୀ ଭଣ୍ଡା, ପିଆଜ, ଆଦା ରସୁଣ ଓ ଲଙ୍କା ପେଷ୍ଟ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଜିରା ପାଉଇଡର, ଲୁଣ, ରିଫାଇନ୍‌ ତେଲ। କେମିତି ତିଆରି କରିବେ କଦଳୀ ଭଣ୍ଡା ଚୁଙ୍ଗୁଡ଼ି ମହୁର ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ ଚିଙ୍ଗୁଡ଼ିରେ ଲୁଣ ହଳଦୀ ପାକାଇ ରଖନ୍ତୁ ଓ କଦଳୀ ଭଣ୍ଡାକୁ ଲୁଣ ହଳଦୀ ପାଣିରେ କିଛି ସମୟ ରଖନ୍ତୁ। ତା’ପରେ କଢେଇ ବସାଇ ସେଥିରେ ରିଫାଇନ୍‌ ତେଲ ପଖାନ୍ତୁ। ତେଲ ଗରମ ହେବା ପରେ ଚୁଙ୍ଗୁଡ଼ି […]

ଅଦ୍ୟତନ ହୋଇଛି
କଦଳୀ ଭଣ୍ଡା ଚୁଙ୍ଗୁଡ଼ି ମହୁର

କଦଳୀ ଭଣ୍ଡା ଚୁଙ୍ଗୁଡ଼ି ମହୁର

Advertisment

ଆବଶ୍ୟକ ସାମଗ୍ରୀ: ଚିଙ୍ଗୁଡ଼ି, କଦଳୀ ଭଣ୍ଡା, ପିଆଜ, ଆଦା ରସୁଣ ଓ ଲଙ୍କା ପେଷ୍ଟ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଜିରା ପାଉଇଡର, ଲୁଣ, ରିଫାଇନ୍‌ ତେଲ।

Advertisment

କେମିତି ତିଆରି କରିବେ କଦଳୀ ଭଣ୍ଡା ଚୁଙ୍ଗୁଡ଼ି ମହୁର

ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ ଚିଙ୍ଗୁଡ଼ିରେ ଲୁଣ ହଳଦୀ ପାକାଇ ରଖନ୍ତୁ ଓ କଦଳୀ ଭଣ୍ଡାକୁ ଲୁଣ ହଳଦୀ ପାଣିରେ କିଛି ସମୟ ରଖନ୍ତୁ। ତା’ପରେ କଢେଇ ବସାଇ ସେଥିରେ ରିଫାଇନ୍‌ ତେଲ ପଖାନ୍ତୁ। ତେଲ ଗରମ ହେବା ପରେ ଚୁଙ୍ଗୁଡ଼ି ମାଛ ପକାଇ  କିଛି ସମୟ ଭାଜନ୍ତୁ। ଚିଙ୍ଗୁଡି ଭାଜି ହୋଇଯିବା ପରେ କଦଳୀ ଭଣ୍ଡା କସିବା ପାଇଁ ପ୍ରଥମେ କଢ଼େଇରେ ତେଲ ପକାନ୍ତୁ।  ତେଲ ତାତିବା ପରେ ପିଆଜ ପକାନ୍ତୁ। ପିଆଜ ଟିକେ ଭାଜି ହୋଇଯିବା ପରେ ସେଥିରେ ଅଦା, ରସୁଣ ଓ ଲଙ୍କା ପେଷ୍ଟ ପକାନ୍ତୁ। କିଛି ସମୟ କସନ୍ତୁ।  ମସଲା ହେବା ପରେ ଲୁଣ ହଳଦୀ ପାଣିରୁ କଦଳୀ ଭଣ୍ଡାକୁ ଚିପୁଡି ପକାନ୍ତୁ। ତାପରେ ସେଥିରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଜିରାଗୁଣ୍ଡ, ସ୍ଵାଦ ଅନୁସାରେ ଲୁଣ ପକାଇ କସନ୍ତୁ। ଭଣ୍ଡା କସି ହୋଇଯିବା ପରେ ସେଥିରେ ପାଣି ଦିଅନ୍ତୁ। ତାପରେ ଚୁଙ୍ଗୁଡ଼ି ପକାନ୍ତୁ। ପ୍ରସ୍ତୁତ୍‌ ହୋଇଗଲା କଦଳୀ ଭଣ୍ଡା ଚୁଙ୍ଗୁଡ଼ି ମହୁର।

ପଢ଼ନ୍ତୁ:ମାଟି ହାଣ୍ଡି ଶୁଖୁଆ ପ୍ରସ୍ତୁତି ପ୍ରଣାଳୀ

Odia Food Recipes
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ