Advertisment

Tensions Soar: ଲାଗିଯିବ କି ଆମେରିକା-ଇରାନ୍ ଯୁଦ୍ଧ ? କେତେବେଳେ ବି ଆଟାକ୍ କରି ଦେଇପାରେ ଆମେରିକା

ଇରାନ ଉପରେ କେଉଁ ମୁହୂର୍ତ୍ତରେ ବି ଆକ୍ରମଣ କରିପାରେ ଆମେରିକା। ଏଥିପାଇଁ ମଧ୍ୟପ୍ରାଚ୍ୟରେ ଆମେରିକା ନିଜ ଶକ୍ତି ବଢ଼ାଇଛି। ଯୁଦ୍ଧାସ୍ତ୍ର ଠୁଳ ବି କରିଲାଣି। ଦୁଇ ଦିନ ପରେ ଅର୍ଥାତ ଶନିବାର ଇରାନ୍ ଉପରେ ହମଲା କରିପାରେ ଆମେରିକା।

War

War Photograph: (OTV)

Advertisment

ଲାଗିଯିବ କି ଆମେରିକା-ଇରାନ୍ ଯୁଦ୍ଧ ? କେତେବେଳେ ବି ଆଟାକ୍ କରି ଦେଇପାରେ ଆମେରିକା। ମୁତୟନ ହେଲା F-22, F-35 ଯୁଦ୍ଧବିମାନ ସହ ଶକ୍ତିଶାଳୀ ଯୁଦ୍ଧଜାହାଜ। ୨୦୦୩ ପରେ ମଧ୍ୟପ୍ରାଚ୍ୟରେ ଆମେରିକାର ସବୁଠୁ ବଡ଼ ସୈନ୍ୟ ମୁତୟନ ।

Advertisment

ଇରାନ ଉପରେ କେଉଁ ମୁହୂର୍ତ୍ତରେ ବି ଆକ୍ରମଣ କରିପାରେ ଆମେରିକା। ଏଥିପାଇଁ ମଧ୍ୟପ୍ରାଚ୍ୟରେ ଆମେରିକା ନିଜ ଶକ୍ତି ବଢ଼ାଇଛି। ଯୁଦ୍ଧାସ୍ତ୍ର ଠୁଳ ବି କରିଲାଣି। ଦୁଇ ଦିନ ପରେ ଅର୍ଥାତ ଶନିବାର ଇରାନ୍ ଉପରେ ହମଲା କରିପାରେ ଆମେରିକା। କୌଣସି ବି ସାମରିକ ଆକ୍ରମଣ ସ୍ଥିତିକୁ ନିୟନ୍ତ୍ରଣ ବାହାରକୁ ନେଇପାରେ। 

ମୁତୟନ ହେଲା F-22, F-35 ଯୁଦ୍ଧବିମାନ ସହ ଶକ୍ତିଶାଳୀ ଯୁଦ୍ଧଜାହାଜ

୨୦୦୩ ପରେ ମଧ୍ୟପ୍ରାଚ୍ୟରେ ଆମେରିକାର ସବୁଠୁ ବଡ଼ ସୈନ୍ୟ ମୁତୟନ
ଏଇ ଶନିବାର ଇରାନ୍ ଉପରେ ହୋଇପାରେ ହମଲା

Advertisment

ଆମେରିକା-ଇରାନ ଯୁଦ୍ଧ ଆସନ୍ନ 
ଏଇ ଶନିବାର ଇରାନ୍ ଉପରେ ହମଲା
ଆମେରିକାର ଆକ୍ସିଓସ୍ ଓ ସିବିଏସ୍ ନ୍ୟୁଜ୍ ରିପୋର୍ଟରେ ତଥ୍ୟ
ଇରାନ୍ ଉପରେ ଆକ୍ରମଣ ପାଇଁ ତାରିଖ ସ୍ଥିର
ଏଇ ଆକ୍ରମଣ କିଛି ସପ୍ତାହ ଧରି ଚାଲିପାରେ
ପୂର୍ବବର୍ତ୍ତୀ ଆକ୍ରମଣଠୁ ଆହୁରି ଭୟାବହ ହୋଇପାରେ

USA Iran War
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ