ଖାମେନେଇଙ୍କ ମୃତ୍ୟୁ ପରେ ପୁଅ ମୋଜତାବା ହେବେ ଆୟାତୋଲ୍ଲା Photograph: (OTV)
Advertisment
ଖାମେନେଇ ପରେ ମୋଜତାବା...ଇରାନର ସର୍ବୋଚ୍ଚ ନେତା ଖାମନେଇଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ମୋଜତାବା ହେବେ ଦେଶର ପରବର୍ତ୍ତୀ ଆୟାତୋଲ୍ଲା। ଇରାନ୍ ଗଣମାଧ୍ୟମରେ ଏନେଇ ଘୋଷଣା ହେଇଛି। ସେପଟେ ଖାମେନେଇଙ୍କ ମୃତ୍ୟୁ ପରେ ବି ଇରାନ ଥମିନି। ଏବେ ବି କାଉଣ୍ଟର ଆଟାକ୍ କରୁଛି।
Advertisment
ଏବେ ବି ଇରାନ୍ ହମଲା ଜାରି ରଖିଛି। ମଧ୍ୟପ୍ରାଚ୍ୟରେ କରୁଛି ଘନ ଘନ ମିଶାଇଲ୍ ମାଡ଼। ମଧ୍ୟପ୍ରାଚ୍ୟର ୮ ଦେଶରେ ଯୁଦ୍ଧର ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଛି। ଫସି ରହିଛନ୍ତି ପ୍ରାୟ କୋଟିଏ ଭାରତୀୟ। ମଧ୍ୟପ୍ରାଚ୍ୟରେ ରହୁଛନ୍ତି ଲକ୍ଷାଧିକ ଓଡ଼ିଆ।
- ଖାମେନେଇ ପରେ ମୋଜତାବା
- ଆୟାତୋଲ୍ଲା ଅଲ୍ଲୀ ଖାମେନେଇଙ୍କ ମୃତ୍ୟୁ ପରେ ପୁଅ
- ଖାମେନେଇଙ୍କ ପୁଅ ମୋଜତାବା ହେବେ ଆୟାତୋଲ୍ଲା
- ଇରାନର ସର୍ବୋଚ୍ଚ କ୍ଷମତା ସମ୍ଭାଳିବେ ମୋଜତାବା
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/03/01/speculation-over-irans-next-supreme-2026-03-01-16-43-25.jpg)