କେତେ ଶକ୍ତିଶାଳୀ ‘Shahed-136 ଡ୍ରୋନ୍’ Photograph: (OTV)
Advertisment
ଇରାନର ଯୁଦ୍ଧ ରଣନୀତିରେ ଏବେ ସବୁଠାରୁ ଆଲୋଚିତ ଅସ୍ତ୍ର ହେଉଛି Shahed-136 ଡ୍ରୋନ୍।
ଆମେରିକା ଓ ଇସ୍ରାଏଲ୍ ପରି ଶକ୍ତିଶାଳୀ ଦେଶଙ୍କ ସମ୍ମୁଖରେ ଇରାନ ଏହି ଡ୍ରୋନ୍ କୁ କାହିଁକି ବ୍ୟବହାର କରୁଛି? ଦେଖନ୍ତୁ ଏହାର ୧୦ଟି ବିଶେଷତା।
Advertisment
- ଏହା ଏକ କାମିକାଜେ ଡ୍ରୋନ୍, ଲକ୍ଷ୍ୟକୁ ଆଘାତ କରି ସ୍ୱୟଂ ବିସ୍ଫୋରଣ ଘଟାଏ।
- ଦୀର୍ଘ ରେଞ୍ଜ – ପ୍ରାୟ ୧୦୦୦ ରୁ ୨୦୦୦ କି.ମି. ପର୍ଯ୍ୟନ୍ତ ଉଡ଼ିପାରେ।
- ଅତ୍ୟନ୍ତ କମ ଖର୍ଚ୍ଚ – ମିସାଇଲ୍ ତୁଳନାରେ ଅନେକ ସସ୍ତା।
- ସ୍ୱାର୍ମ ଆଟାକ୍ – ଏକାଥରେ ଦଶକ ବା ଶତାଧିକ ଡ୍ରୋନ୍ ଲଞ୍ଚ କରାଯାଏ।
- GPS ଗାଇଡେନ୍ସ – ପାଇଲଟ୍ ଛଡ଼ା ସଠିକ୍ ଲକ୍ଷ୍ୟକୁ ପହଞ୍ଚେ।
- ରାଡାରରେ ଧରିବା କଠିନ – ଛୋଟ ଆକାର ଓ ନିମ୍ନ ଉଚ୍ଚତାରେ ଉଡ଼ାଣ।
- ଦୀର୍ଘ ସମୟ ଆକାଶରେ ରହିପାରେ – ଆକ୍ରମଣ ପୂର୍ବରୁ ଲକ୍ଷ୍ୟ ଖୋଜେ।
- ମୋବାଇଲ୍ ଲଞ୍ଚ ସିଷ୍ଟମ୍ – ଟ୍ରକ୍ ବା ଗୁପ୍ତ ସ୍ଥାନରୁ ଲଞ୍ଚ କରାଯାଏ।
- ଆଣ୍ଟି-ଜ୍ୟାମିଂ ଟେକ୍ନୋଲୋଜି – ଇଲେକ୍ଟ୍ରୋନିକ୍ ଯୁଦ୍ଧକୁ ପ୍ରତିରୋଧ କରିପାରେ।
- ଏହା ଇରାନଙ୍କ ଆସିମେଟ୍ରିକ୍ ୱାରଫେୟାର ରଣନୀତି, ଯାହା ଦ୍ୱାରା ସେ United States ଓ Israel ପରି ଶକ୍ତିଶାଳୀ ଦେଶଙ୍କୁ ଚ୍ୟାଲେଞ୍ଜ କରୁଛି।
- କେତେ ଶକ୍ତିଶାଳୀ ‘Shahed-136 ଡ୍ରୋନ୍’
- ଆମେରିକାକୁ ଘାଇଲା କରୁଛି ଇରାନର ଡ୍ରୋନ୍
- ଶକ୍ତିଶାଳୀ Shahed-136 ଏବେ ନାକେଦମ୍ କରିଛି
- ମାତ ଦେଉଛି ଜିପିଏସ୍, ଫେଲ୍ ମାରୁଛି ‘ଏୟାର ଡିଫେନ୍ସ’ ସିଷ୍ଟମ୍
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/03/05/why-iran-uses-shahed-136-drone-2026-03-05-18-06-04.jpg)