Advertisment

Aircraft Loses Contact: ଏୟାରକ୍ରାଫଟ୍ ନିଖୋଜ, ୩ ସରକାରୀ କର୍ମଚାରୀଙ୍କ ସହ ୭ କ୍ରୁ ଥିବା ସୂଚନା

ଇଣ୍ଡୋନେସିଆର ଏହି ଏୟାର ଟ୍ରାନସପୋର୍ଟ ପ୍ଲେନ୍ ଯୋଗ୍ୟକର୍ତ୍ତାରୁ ବାହାରି ମକସର ଯାଉଥିବା ବେଳେ ଅଧାବାଟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । କୌଣସି ଅଘଟଣ ହୋଇଥିବା ନେଇ ଆଶଙ୍କା କରାଯାଉଛି ।

Aircraft

Aircraft Photograph: (OTV)

Advertisment

ଇଣ୍ଡୋନେସିଆରେ ଏକ ଏୟାରକ୍ରାଫଟ ନିଖୋଜ ଘଟଣାରେ ଜୋରସୋରରେ ଚାଲିଛି ସର୍ଚ୍ଚ ଅପରେସନ । ATR 42-500 ଏୟାରକ୍ରାଫଟରେ ଇଣ୍ଡୋନେସିଆର ୩ ଜଣ ସରକାରୀ କର୍ମଚାରୀଙ୍କ ସହ ୭ ଜଣ କ୍ରୁ ଥିଲେ।  ଇଣ୍ଡୋନେସିଆର ଏହି ଏୟାର ଟ୍ରାନସପୋର୍ଟ ପ୍ଲେନ୍ ଯୋଗ୍ୟକର୍ତ୍ତାରୁ ବାହାରି ମକସର ଯାଉଥିବା ବେଳେ ଅଧାବାଟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା ।

Advertisment

କୌଣସି ଅଘଟଣ ହୋଇଥିବା ନେଇ ଆଶଙ୍କା କରାଯାଉଛି । ଘଟଣା ପରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ଏୟାରଫୋର୍ସ ସହାୟତାରେ ଆକାଶ ମାର୍ଗରୁ ଅନୁଧ୍ୟାନ କରାଯାଉଛି ।

ଏଥିସହ ସ୍ଥାନୀୟ ଅଞ୍ଚଳର ସ୍ବେଚ୍ଛାସେବୀଙ୍କୁ ସର୍ଚ୍ଚ ଅପରେସନରେ ସାମିଲ କରାଯାଇଛି ।  ଡ୍ରୋନ ସହାୟତାରେ ମଧ୍ୟ ନିଖୋଜ ଏୟାରକ୍ରାଫଟକୁ ଠାବ କରିବା ପାଇଁ ପ୍ରୟାସ ଜାରି ରହିଛି । 

Advertisment

ଇଣ୍ଡୋନେସିଆରେ ଏୟାରକ୍ରାଫଟ୍ ନିଖୋଜ

୩ ସରକାରୀ କର୍ମଚାରୀଙ୍କ ସହ ୭ କ୍ରୁ ଥିବା ସୂଚନା

ମଝି ଆକାଶରେ ଯୋଗାଯୋଗ ବିଚ୍ଛିନ୍ନ, ଅଘଟଣ ନେଇ ଆଶଙ୍କା
ଆକାଶ ମାର୍ଗରୁ ଜୋରସୋରରେ ଚାଲିଛି ସର୍ଚ୍ଚ ଅପରେସନ

Aircraft Missing
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ