Iran Photograph: (OTV)
ଗୋଟିଏ ପରେ ଗୋଟିଏ ଆମେରିକା ଠିକଣାକୁ ଟାର୍ଗେଟ ତ ଅନ୍ୟପଟେ ଇସ୍ରାଏଲ୍ ଉପରେ ବି ସିରିଜ୍ ମିସାଇଲ୍ ଆଟାକ୍ ଜାରି ରଖିଛି ଇରାନ୍। ଘନଘନ ବାଲିଷ୍ଟିକ୍ ମିସାଇଲ୍ ମାଡ଼ରେ ଥରି ଉଠୁଛି ରାଜଧାନୀ ତେଲ ଅଭିଭ, ହାଇଫା ଓ ପୂର୍ବ ଜେରୁଜେଲମ।
ଗତକାଲି ତେଲ୍ ଅଭିଭରେ ହମଲାରେ କିଛି ଆବାସିକ ଅଞ୍ଚଳ ଓ ସରକାରୀ କୋଠା ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। କିଛି ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ କୁହାଯାଉଛି ଆହତ ବି ହୋଇଛନ୍ତି ଅନେକ। ଇରାନ୍ ଏକାସଙ୍ଗେ ଏତେ ମିସାଇଲ୍ ଛାଡ଼ିଥିଲା ଯେ ଅନେକ ଇସ୍ରାଏଲ ପ୍ରତିରକ୍ଷା ବ୍ୟୁହ ଭେଦି ଟାର୍ଗେଟ ହିଟ୍ କରିଥିଲା।
ଅଧିକାଂଶ କ୍ଷେପଣାସ୍ତ୍ରକୁ ଆଇରନ୍ ଡୋମ୍ ଓ ଆରୋ-3 ଡିଫେନ୍ସ ସିଷ୍ଟମ ନଷ୍ଟ କରିଥିବା ଇସ୍ରାଏଲ ଦାବି କରିଛି। ଇରାନ ଏହି ଆକ୍ରମଣରେ ଶକ୍ତିଶାଳୀ ହାଇପରସୋନିକ ମିସାଇଲ୍ ବ୍ୟବହାର କରିଥିବା କୁହାଯାଉଛି। ...
ତେଲ ଅଭିଭ, ହାଇଫା ଓ ପୂର୍ବ ଜେରୁଜେଲମରେ ହମଲା
ତେଲ୍ ଅଭିଭରେ କିଛି ବିଲଡିଂ ବ୍ୟାପକ କ୍ଷତିଗ୍ରସ୍ତ
କିଛି ଲୋକଙ୍କର ମୃତ୍ୟୁ, ଅନେକ ଆହତ ସୂଚନା
ଇରାନ୍ ଏକାସଙ୍ଗେ ଛାଡିଥିଲା ଏକାଧିକ ମିସାଇଲ୍
ଇସ୍ରାଏଲ ପ୍ରତିରକ୍ଷା ବ୍ୟୁହ ଭେଦି ହିଟ୍ କଲା ଅନେକ ମିସାଇଲ୍
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/03/04/iran-2026-03-04-11-58-04.jpg)