Advertisment

Middle East War Impacts India: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭାରତରେ ପ୍ରଭାବ, ଭାରତର ବିମାନ ବନ୍ଦରରେ ପ୍ରବଳ ଭିଡ଼

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭାରତରେ ପ୍ରଭାବ। ଭାରତର ବିମାନ ବନ୍ଦରରେ ପ୍ରବଳ ଭିଡ଼। ବିମାନ ବନ୍ଦ, ଅପେକ୍ଷା କରିଛନ୍ତି ଯାତ୍ରୀ। ମଧ୍ୟପ୍ରାଚ୍ୟକୁ ପ୍ରତିଦିନ ଉଡ଼େ ଶତାଧିକ ବିମାନ। ହଜାର ହଜାର ସଂଖ୍ୟାରେ ଯାତ୍ରୀ ହନ୍ତସନ୍ତ। ଭାରତରୁ ଆଜି ପାଇଁ ୪୪୪ ବିମାନ ବାତିଲ ଆଶଙ୍କା।

Middle East War Impacts India

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭାରତରେ ପ୍ରଭାବ Photograph: (OTV)

Advertisment

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭାରତରେ ପ୍ରଭାବ । ଭାରତରୁ ୟୁରୋପ ଓ ଆମେରିକାକୁ ଯାଉଥିବା ବିମାନ ଗୁଡିକ ପ୍ରଭାବିତ ହୋଇଛି । ଏହି ବିମାନ ଗୁଡିକ ଇରାନ ବାୟୁସୀମାକୁ ଏଡ଼ାଇ ଯାତ୍ରା କରୁଛନ୍ତି । ଏଥିପାଇଁ ବହୁଗୁଡିଏ ବିମାନ ବିଳମ୍ବିତ ହେବା ସହ କିଛି ବିମାନକୁ ବାତିଲ କରାଯାଇଛି । 

Advertisment

ଏଥିଯୋଗୁଁ ଭାରତର ବିଭିନ୍ନ ବିମାନ ବନ୍ଦରରେ ପ୍ରବଳ ଭିଡ଼ ଦେଖାଦେଇଛି । ମଧ୍ୟପ୍ରାଚ୍ୟକୁ ପ୍ରତିଦିନ ଶତାଧିକ ବିମାନ ଯାଇଥାଏ । ତେବେ ବିମାନସେବା ପ୍ରଭାବିତ ହେବା ଯୋଗୁଁ ହଜାର ହଜାର ସଂଖ୍ୟାରେ ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି । ଭାରତରୁ ଆଜି ପାଇଁ ୪୪୪ ବିମାନ ବାତିଲ ହୋଇଥିବା ଆଶଙ୍କା କରାଯାଉଛି । ଗତକାଲି ୪୧୦ ବିମାନ ବାତିଲ ହୋଇଥିଲା ।

  • ବିମାନ ବନ୍ଦରରେ ପ୍ରବଳ ଭିଡ଼
  • ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭାରତରେ ପ୍ରଭାବ
  • ଭାରତର ବିମାନ ବନ୍ଦରରେ ପ୍ରବଳ ଭିଡ଼ 
  • ବିମାନ ବନ୍ଦ, ଅପେକ୍ଷା କରିଛନ୍ତି ଯାତ୍ରୀ 
  • ମଧ୍ୟପ୍ରାଚ୍ୟକୁ ପ୍ରତିଦିନ ଉଡ଼େ ଶତାଧିକ ବିମାନ 
  • ହଜାର ହଜାର ସଂଖ୍ୟାରେ ଯାତ୍ରୀ ହନ୍ତସନ୍ତ
  • ଭାରତରୁ ଆଜି ପାଇଁ ୪୪୪ ବିମାନ ବାତିଲ ଆଶଙ୍କା
  • ଗତକାଲି ୪୧୦ ବିମାନ ବାତିଲ ହୋଇଥିଲା
Advertisment
Middle East Flight Cancelled Civil Aviation
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ