Advertisment
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟାକୁ ନେଇ ଭୟ ଲାଗି ରହିଥିବା ବେଳେ ଏବେ ଆଉ ଏକ ବାତ୍ୟାର ଭିଡିଓକୁ ନେଇ ସୋସିଆଲ ମିଡିଆରେ ବାତ୍ୟା ସୃଷ୍ଟି ହୋଇଛି । ପ୍ରଥମେ ଦେଖନ୍ତୁ ଏ ଭିଡିଓକୁ... ସମୁଦ୍ର ଉପରେ ବାୟୁମଣ୍ଡଳରେ ବାତ୍ୟାଟିଏ ସୃଷ୍ଟି ହେଲେ କେମିତି ଦିଶେ ଆକାଶ ? କ’ଣ କ’ଣ ସବୁ ପରିବର୍ତ୍ତନ ପ୍ରକ୍ରିୟା ଚାଲେ, କେମିତି ଦେଖାଯାଏ ବାତ୍ୟା, ଏ ଭିଡିଓଟି ତା’ର ପ୍ରମାଣ । ଆପଣ ଦେଖୁଥିବା ଏ ଦୃଶ୍ୟ କାରିବିଆନ ସାଗରରେ ସୃଷ୍ଟି ହୋଇଥିବା ‘ବାତ୍ୟା’ର । ଯାହାର ନାଁ ରହିଛି ‘ମେଲିସା’ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us