Advertisment

Safety Alert: ଭାରତୀୟଙ୍କୁ ଇରାନ ଛାଡ଼ିବାକୁ ଦୂତାବାସର ପରାମର୍ଶ, ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆଶଙ୍କା

ଆମେରିକା-ଇରାନ ଉତ୍ତେଜନା ଭିତରେ ଭାରତୀୟଙ୍କୁ ଇରାନ ଛାଡ଼ିବାକୁ ପରାମର୍ଶ। ଭାରତ ନିଜ ନାଗରିକଙ୍କୁ ତୁରନ୍ତ ଇରାନ ଛାଡ଼ିବାକୁ ପରାମର୍ଶ ଦେଇଛି। ଇରାନରେ ରହୁଥିବା ଭାରତୀୟ ସେଠାରୁ ଚାଲିଆସିବାକୁ କୁହାଯାଇଛି।

Iran

Iran Photograph: (OTV)

Advertisment

ଆମେରିକା-ଇରାନ ଉତ୍ତେଜନା ଭିତରେ ଭାରତୀୟଙ୍କୁ ଇରାନ ଛାଡ଼ିବାକୁ ପରାମର୍ଶ। ଭାରତ ନିଜ ନାଗରିକଙ୍କୁ ତୁରନ୍ତ ଇରାନ ଛାଡ଼ିବାକୁ ପରାମର୍ଶ ଦେଇଛି। ଇରାନରେ ରହୁଥିବା ଭାରତୀୟ ସେଠାରୁ ଚାଲିଆସିବାକୁ କୁହାଯାଇଛି। 

Advertisment

ଛାତ୍ର, ପର୍ଯ୍ୟଟକ ଓ ବ୍ୟବସାୟୀଙ୍କୁ ତୁରନ୍ତ ଇରାନ ଛାଡ଼ିବାକୁ କୁହାଯାଇଛି। ଏହାପୂର୍ବରୁ ଚଳିତ ମାସ ଜାନୁଆରୀ ୫ ତାରିଖରେ ମଧ୍ୟ ଭାରତୀୟ ଦୂତାବାସ ପକ୍ଷରୁ ଏପରି ପରାମର୍ଶ ଜାରି କରାଯାଇଥିଲା।  ଇରାନ ଉପରେ କେଉଁ ମୁହୂର୍ତ୍ତରେ ବି ଆକ୍ରମଣ କରିପାରେ ଆମେରିକା। ଏହାକୁ ଦୃଷ୍ଟିରେ ରଖି ସତର୍କତା ପଦକ୍ଷେପ ମୂଳକ ଆଡଭାଇଜରୀ ଜାରି କରାଯାଇଛି । 

ତୁରନ୍ତ ଛାଡ଼ିବାକୁ ନିର୍ଦ୍ଦେଶ

ଭାରତୀୟଙ୍କୁ ଇରାନ ଛାଡ଼ିବାକୁ ଭାରତୀୟ ଦୂତାବାସର ପରାମର୍ଶ
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆଶଙ୍କା କରି ତୁରନ୍ତ ଛାଡ଼ିବାକୁ ନିର୍ଦ୍ଦେଶ
ଛାତ୍ର, ପର୍ଯ୍ୟଟକ ଓ ବ୍ୟବସାୟୀଙ୍କୁ ତୁରନ୍ତ ଇରାନ ଛାଡ଼ିବାକୁ ପରାମର୍ଶ
ଇରାନ ଉପରେ କେଉଁ ମୁହୂର୍ତ୍ତରେ ଆକ୍ରମଣ କରିପାରେ ଆମେରିକା

Advertisment
USA Indian Iran
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ