Advertisment

New Year 2026: ନୂଆ ସଙ୍କଳ୍ପ, ଅନେକ ଆଶା ନେଇ ବର୍ଷ ୨୦୨୬କୁ ୱେଲକମ୍

ନୂଆବର୍ଷକୁ ସବୁଠି ସ୍ବାଗତ। କ୍ୟାଲେଣ୍ଡରରେ ବଦଳିଲା ତାରିଖ, ନୂଆବର୍ଷକୁ ସବୁଠି ସ୍ବାଗତ। ନୂଆ ସଙ୍କଳ୍ପ, ଅନେକ ଆଶା ନେଇ ବର୍ଷ ୨୦୨୬କୁ ୱେଲକମ୍। ସୋସିଆଲ ମିଡିଆଠୁ ଟେଲିଫୋନ ଛୁଟୁଛି ଅଭିନନ୍ଦନର ସୁଅ।

New Year

New Year Photograph: (OTV)

Advertisment

ନୂଆ ବର୍ଷର ନୂଆ ସକାଳକୁ ସ୍ବାଗତ। ନୂଆ ସୂର୍ଯ୍ୟୋଦୟକୁ ସବୁଠି ୱେଲକମ୍। କ୍ୟାଲେଣ୍ଡରରେ ବଦଳିଛି ୨୦୨୫ର ପୃଷ୍ଠା, ୨୦୨୬କୁ ଭଗବାନଙ୍କୁ ସ୍ମରଣ କରି ସ୍ବାଗତ କରୁଛନ୍ତି। ନୂଆ ଉତ୍ସାହ ଓ ସମ୍ଭାବନା ସହ ଆସିଛି ୨୦୨୬। ନୂଆବର୍ଷର ଆଗମନ ପାଇଁ ଯୁବବର୍ଗ ଅଧିକ ଖୁସି ଅନୁଭବ କରୁଛନ୍ତି। 

Advertisment

କଶ୍ମୀରରୁ କନ୍ୟାକୁମାରୀ ଏବଂ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରୁ ପଶ୍ଚିମରେ ରାଜସ୍ଥାନ ଯାଏଁ ଚାରିଆଡ଼େ ଉତ୍ସାହ ଦେଖାଯାଇଛି। ଉତ୍ତର ପ୍ରଦେଶର ବାରଣାସୀରେ ପ୍ରଥମ ଗଙ୍ଗା ଆରତୀ କରାଯାଇଛି। ସେହିଭଳି ଦେଶର ବିଭିନ୍ନ ସ୍ଥନରେ ଦେବାଳୟ ମାନଙ୍କରେ ସକାଳୁ ପୂଜାର୍ଚ୍ଚନା ସହ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। 

କୋଟିକୋଟି ଭାରତୀୟ ୨୦୨୫ର ଅନ୍ତିମ ସମୟ ଏବଂ ୨୦୨୬ର ଆରମ୍ଭ ଅବସରରେ ସମସ୍ତେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇ ସ୍ବାଗତ କରିଛନ୍ତି। ଲୋକମାନେ ପରସ୍ପରକୁ ନବବର୍ଷର ଶୁଭେଚ୍ଛା ଏବଂ ଶୁଭକାମନା ଜଣାଇବା ଆରମ୍ଭ କରିଛନ୍ତି। ସୋସିଆଲ ମିଡିଆ ଏବଂ ସ୍ମାର୍ଟଫୋନ୍ ମାଧ୍ୟମରେ ବାର୍ତ୍ତା, ଶୁଭେଚ୍ଛା କାର୍ଡ ଏବଂ ଉପହାର ଆଦାନପ୍ରଦାନ କରୁଛନ୍ତି।

Advertisment

ନୂଆ ବର୍ଷରେ ନୂଆ ସକାଳକୁ ସ୍ବାଗତ
ନୂଆ ସୂର୍ଯ୍ୟୋଦୟକୁ ସବୁଠି ୱେଲକମ୍
ନୂଆବର୍ଷକୁ ସବୁଠି ସ୍ବାଗତ
କ୍ୟାଲେଣ୍ଡରରେ ବଦଳିଲା ତାରିଖ, ନୂଆବର୍ଷକୁ ସବୁଠି ସ୍ବାଗତ
ନୂଆ ସଙ୍କଳ୍ପ, ଅନେକ ଆଶା ନେଇ ବର୍ଷ ୨୦୨୬କୁ ୱେଲକମ୍
ସୋସିଆଲ ମିଡିଆଠୁ ଟେଲିଫୋନ ଛୁଟୁଛି ଅଭିନନ୍ଦନର ସୁଅ

New Year
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ