Advertisment

ଆଉ ଜଣେ ବଲିଉଡ୍ ଅଭିନେତାଙ୍କ ଦେହାନ୍ତ

ମୁମ୍ବାଇ: ବଲିଉଡ୍ ପାଇଁ ଆଉ ଏକ ଦୁଃଖଦ ଖବର। ‘ଭିକି ଡୋନର୍’ ଭଳି ସୁପରହିଟ୍‌ ଫିଲ୍ମରେ ଅଭିନୟ କରିଥିବା ଅଭିନେତା ଭୂପେଶ କୁମାର ପାଣ୍ଡ୍ୟାଙ୍କର ଆଜି ପରଲୋକ ହୋଇଯାଇଛି। ତାଙ୍କ ଦେହାନ୍ତ ନେଇ ନ୍ୟାଶନାଲ୍ ସ୍କୁଲ୍‌ ଅଫ୍ ଡ୍ରାମା ସୂଚନା ଦେଇଛି। ଦୀର୍ଘଦିନ ସେ କ୍ୟାନସରରେ ପୀଡ଼ିତ ଥିଲେ, ଯେଉଁକାରଣରୁ ତାଙ୍କର ହସ୍ପିଟାଲରେ ଚିକିତ୍ସା ଚାଲିଥିଲା। ଆଜି ସେ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଭୂପେଶ ନ୍ୟାଶନାଲ୍ ସ୍କୁଲ୍ ଅଫ୍ ଡ୍ରାମାର ପୂର୍ବତନ ଛାତ୍ର ଥିଲେ। […]

author-image
Ranjeet Kumar Jena
ଆଉ ଜଣେ ବଲିଉଡ୍ ଅଭିନେତାଙ୍କ ଦେହାନ୍ତ

bhupesh

ମୁମ୍ବାଇ: ବଲିଉଡ୍ ପାଇଁ ଆଉ ଏକ ଦୁଃଖଦ ଖବର। 'ଭିକି ଡୋନର୍' ଭଳି ସୁପରହିଟ୍‌ ଫିଲ୍ମରେ ଅଭିନୟ କରିଥିବା ଅଭିନେତା ଭୂପେଶ କୁମାର ପାଣ୍ଡ୍ୟାଙ୍କର ଆଜି ପରଲୋକ ହୋଇଯାଇଛି। ତାଙ୍କ ଦେହାନ୍ତ ନେଇ ନ୍ୟାଶନାଲ୍ ସ୍କୁଲ୍‌ ଅଫ୍ ଡ୍ରାମା ସୂଚନା ଦେଇଛି। ଦୀର୍ଘଦିନ ସେ କ୍ୟାନସରରେ ପୀଡ଼ିତ ଥିଲେ, ଯେଉଁକାରଣରୁ ତାଙ୍କର ହସ୍ପିଟାଲରେ ଚିକିତ୍ସା ଚାଲିଥିଲା। ଆଜି ସେ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

Advertisment

ଭୂପେଶ ନ୍ୟାଶନାଲ୍ ସ୍କୁଲ୍ ଅଫ୍ ଡ୍ରାମାର ପୂର୍ବତନ ଛାତ୍ର ଥିଲେ। ତାଙ୍କ ପରଲୋକରେ ଅଭିନେତା ମନୋଜ ବାଜପେୟୀ ଟୁଇଟ୍ କରି ଶୋକ ପ୍ରକାଶ କରିଛନ୍ତି। ମନୋଜ କହିଛନ୍ତି, ଭଗବାନ ଭୂପେଶଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ।

Advertisment
Advertisment