Advertisment

Suhana Khan’s Desi Style: ଲେହେଙ୍ଗାରେ ଦେଶୀ ଲୁକ୍‌ରେ ସୁହାନାଙ୍କ ଫଟୋ ଭାଇରାଲ୍, ପ୍ରଶଂସକ କହିଲେ ରାଜକୁମାରୀ

ସୁହାନା ଖାନ ବର୍ତ୍ତମାନ ସୋସିଆଲ ମିଡିଆରେ ନିଜର ଅନେକ ଚମତ୍କାର ଫଟୋ ସେୟାର କରି ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ପ୍ରଶଂସକମାନେ ତାଙ୍କର ଲେହେଙ୍ଗା ପିନ୍ଧା ଦେଶୀ ଲୁକକୁ ଖୁବ ପସନ୍ଦ କରୁଛନ୍ତି। ଆସନ୍ତୁ ଏହି ଫଟୋଗୁଡ଼ିକ ଉପରେ ନଜର ପକାଇବା।

author-image
Pramod Behera
Suhana Khan’s Desi Style

ଲେହେଙ୍ଗାରେ ଦେଶୀ ଲୁକ୍ରେ ସୁହାନାଙ୍କ ଫଟୋ ଭାଇରାଲ୍ Photograph: (OTV)

Bollywood Actress Suhana Khan Bollywood
Advertisment
Advertisment