Advertisment

Rashmika-Vijay Wedding Photos: ବିଜୟଙ୍କ ସହ ରଶ୍ମିକାଙ୍କ ନୂଆ ଜୀବନ; ଇଣ୍ଟରନେଟ୍‌ରେ ନିଆଁ ଲଗାଇଲା ଫଟୋ

ବର୍ଷ ବର୍ଷ ଧରି ନିଜ ପ୍ରେମ ସମ୍ପର୍କକୁ ଲୁଚାଇବା ପରେ, ସାଉଥ୍ ଇଣ୍ଡିଆ ସୁରର ଷ୍ଟାର୍ ରଶ୍ମିକା ଏବଂ ବିଜୟ ଶେଷରେ ବିବାହ କରିଛନ୍ତି। ଏହି ଦମ୍ପତି ଏବେ ଆନୁଷ୍ଠାନିକ ଭାବରେ ସ୍ୱାମୀ-ସ୍ତ୍ରୀ ହୋଇଯାଇଛନ୍ତି। ସେମାନଙ୍କର ବିବାହ ଫଟୋ ଇଣ୍ଟରନେଟରେ ଭାଇରାଲ୍ ହେବାରେ ଲାଗିଛି।

author-image
Pramod Behera
Rashmika-Vijay Wedding Photos

ବିଜୟଙ୍କ ସହ ରଶ୍ମିକାଙ୍କ ନୂଆ ଜୀବନ; ଇଣ୍ଟରନେଟ୍‌ରେ ନିଆଁ ଲଗାଇଲା ଫଟୋ Photograph: (OTV)

Vijay Deverakonda Rashmika Manadanna South Indian Film Industry
Advertisment
Advertisment