/odishatv-khabar/media/media_files/2026/02/25/sanya-malhotra-celebrates-34th-birthday-2026-02-25-19-16-38.jpg)
ସାନ୍ୟା ମଲହୋତ୍ରାଙ୍କ ବାର୍ଥ ଡେ ଲୁକ୍ Photograph: (OTV)
/odishatv-khabar/media/media_files/2026/02/25/sanya-malhotra-celebrates-34th-birthday-2026-02-25-19-17-17.jpg)
1/7
ଏହି ସମୟରେ ସାନ୍ୟା ବାଇଗଣୀ ରଙ୍ଗର ପୋଷାକ ସହିତ ହଳଦିଆ ଜ୍ୟାକେଟ୍ ପିନ୍ଧିଥିଲେ। ଏହି ପୋଷାକରେ ସେ ମଧ୍ୟ ଖୁବ ଆକର୍ଷଣୀୟ ଲାଗୁଥିଲେ।
/odishatv-khabar/media/media_files/2026/02/25/sanya-malhotra-celebrates-34th-birthday-2026-02-25-19-17-52.jpg)
2/7
ସାନ୍ୟା ପାପାରାଜିଙ୍କ ସହିତ କେକ୍ ମଧ୍ୟ କାଟିଥିଲେ। ସେ ନିଜ ହାତରେ କେକ୍ ଧରି କାଟିଥିଲେ
/odishatv-khabar/media/media_files/2026/02/25/sanya-malhotra-celebrates-34th-birthday-2026-02-25-19-18-12.jpg)
3/7
ଏହି ସମୟରେ ସାନ୍ୟାଙ୍କ ସହିତ ଅଭିନେତ୍ରୀ ଫାତିମା ସାନା ଶେଖ ମଧ୍ୟ ଥିଲେ। ସେମାନେ ଏକାଠି ପୋଜ୍ ମଧ୍ୟ ଦେଇଥିଲେ।
/odishatv-khabar/media/media_files/2026/02/25/sanya-malhotra-celebrates-34th-birthday-2026-02-25-19-18-35.jpg)
4/7
ସାନା ଏକ ଧଳା ଟପ୍ ଏବଂ କଳା ପ୍ୟାଣ୍ଟ ପିନ୍ଧିଥିଲେ।
/odishatv-khabar/media/media_files/2026/02/25/sanya-malhotra-celebrates-34th-birthday-2026-02-25-19-19-01.jpg)
5/7
ପ୍ରକାଶଥାଉ ଯେ ଏହି ଯୋଡି ‘ଦଙ୍ଗଲ’ ଫିଲ୍ମରେ ଏକାଠି କାମ କରିଥିଲେ। ଦୁହେଁ ‘ଦଙ୍ଗଲ’ରେ ଭଉଣୀ ଭୂମିକାରେ ଅଭିନୟ କରିଥିଲେ।
/odishatv-khabar/media/media_files/2026/02/25/sanya-malhotra-celebrates-34th-birthday-2026-02-25-19-19-23.jpg)
6/7
ସାନ୍ୟାଙ୍କ ଖ୍ୟାତି ‘ଦଙ୍ଗଲ’ରୁ ଆସିଥିଲା, ଯାହା ତାଙ୍କ ଭାଗ୍ୟକୁ ବଦଳାଇ ଦେଇଥିଲା।
/odishatv-khabar/media/media_files/2026/02/25/sanya-malhotra-celebrates-34th-birthday-2026-02-25-19-19-42.jpg)
7/7
ପରେ ସାନ୍ୟାଙ୍କୁ ମିସେଜ୍, ଜବାନ, ହିଟ୍, ଲଭ୍ ହଷ୍ଟେଲ୍, ପଗଲୈଟ୍ ଏବଂ ଲୁଡୋ ଭଳି ଫିଲ୍ମରେ ଦେଖିବାକୁ ମିଳିଛି। ପ୍ରଶଂସକମାନେ ତାଙ୍କ ଅଭିନୟକୁ ବହୁତ ପସନ୍ଦ କରନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)