Advertisment

ସୈଫ୍‌ଙ୍କୁ ପସନ୍ଦ କରୁଥିଲେ ପରିନୀତି, ଏକଥା ଜାଣନ୍ତି କରିନା

ମୁମ୍ବାଇ: ବଲିଉଡ୍‌ର ଚୁଲ୍‌ବୁଲି ଅଭିନେତ୍ରୀ ପରିନୀତି ଚୋପ୍ରାଙ୍କର ଆଜି ଜନ୍ମଦିନ। ୨୨ଅକ୍ଟୋବର ୧୯୮୮ରେ ସେ ଜନ୍ମଗ୍ରହଣ କରିଥିଲେ। ‘ଲେଡିଜ୍‌ ଭର୍ସେସ୍‌ ରିକି ବେହେଲ୍’‌ ମାଧ୍ୟମରେ ସେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମରେ ତାଙ୍କ ସହ ରଣବୀର ସିଂ, ଅନୁଷ୍କା ଶର୍ମା ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ପରିନୀତିଙ୍କ ଫିଲ୍ମକୁ ନେଇ ଯେତିକି ଚର୍ଚ୍ଚା ହୁଏ ତାଙ୍କ ବ୍ୟକ୍ତିଗତ ଜୀବନକୁ ସେତେଟା ଚର୍ଚ୍ଚା ହୁଏନି। କିନ୍ତୁ ପରିନୀତିଙ୍କୁ ଜଣେ ବଲିଉଡ୍‌ କଳାକାର ବେଶ୍ ପସନ୍ଦ ଥିଲେ। […]

ଅଦ୍ୟତନ ହୋଇଛି
ସୈଫ୍‌ଙ୍କୁ ପସନ୍ଦ କରୁଥିଲେ ପରିନୀତି, ଏକଥା ଜାଣନ୍ତି କରିନା

pari-o

Advertisment

ମୁମ୍ବାଇ: ବଲିଉଡ୍‌ର ଚୁଲ୍‌ବୁଲି ଅଭିନେତ୍ରୀ ପରିନୀତି ଚୋପ୍ରାଙ୍କର ଆଜି ଜନ୍ମଦିନ। ୨୨ଅକ୍ଟୋବର ୧୯୮୮ରେ ସେ ଜନ୍ମଗ୍ରହଣ କରିଥିଲେ। 'ଲେଡିଜ୍‌ ଭର୍ସେସ୍‌ ରିକି ବେହେଲ୍'‌ ମାଧ୍ୟମରେ ସେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମରେ ତାଙ୍କ ସହ ରଣବୀର ସିଂ, ଅନୁଷ୍କା ଶର୍ମା ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ପରିନୀତିଙ୍କ ଫିଲ୍ମକୁ ନେଇ ଯେତିକି ଚର୍ଚ୍ଚା ହୁଏ ତାଙ୍କ ବ୍ୟକ୍ତିଗତ ଜୀବନକୁ ସେତେଟା ଚର୍ଚ୍ଚା ହୁଏନି।

Advertisment

କିନ୍ତୁ ପରିନୀତିଙ୍କୁ ଜଣେ ବଲିଉଡ୍‌ କଳାକାର ବେଶ୍ ପସନ୍ଦ ଥିଲେ। ସେ ତାଙ୍କୁ କିଡ୍‌ନାପ୍‌ କିରିବାର ମଧ୍ୟ ଯୋଜନା କରୁଥିଲେ। ଥରେ କପିଲ୍‌ ଶର୍ମା ଶୋ’ରେ ଯୋଗଦେଇ ଏକଥା କହିଥିଲେ ପରି।

ସେ ତାଙ୍କ ଫିଲ୍ମ ‘ଜବରିଆ ଯୋଡି’ର ପ୍ରମୋଶନ୍‌ ପାଇଁ ଆସିଥିଲେ। ଏହି ଫିଲ୍ମରେ ସେ ସିଦ୍ଧାର୍ଥ ମଲହୋତ୍ରାଙ୍କୁ ଜବରଦସ୍ତି ନେଇ ବିବାହ କରିବାର ଯୋଜନା କରିବାର ଦେଖିବାକୁ ମିଳିଥିଲା।

Advertisment

publive-imageତେବେ ବାସ୍ତବ ଜୀବନରେ ପରିନୀତି କେବେ ଏମିତି କରିବାକୁ ଚେଷ୍ଟା କରିଛନ୍ତି ବୋଲି ପଚାରିବାରୁ ସେ ସୈଫ୍‌ ଆଲ୍ଲୀ ଖାନ୍‌ଙ୍କୁ କିଡ୍‌ନାପ୍‌ କରିବାକୁ ଚାହାନ୍ତି ବୋଲି କହିଥିଲେ। ସେ ସୈଫ୍‌ଙ୍କୁ ପସନ୍ଦ କରନ୍ତି ଏବଂ ସେ ଏକଥା ତାଙ୍କ ପତ୍ନୀ କରିନାଙ୍କୁ ମଧ୍ୟ ଜଣାଇଥିବାର କହିଥିଲେ।

ସୂଚନାଅନୁଯାୟୀ, ୨୦୧୪ରେ ଗୋଟେ ଫିଲ୍ମର ଶୁଟିଂ ସମୟରେ ସୈଫ୍‌ଙ୍କ ନିକଟତର ହୋଇଥିଲେ ପରିନୀତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ