/odishatv-khabar/media/post_attachments/uploadimage/library/16_9/16_9_0/parineet_1626759684.jpg)
parineet
ମୁମ୍ବାଇ: ବିଲିଉଡ୍ର ବହୁ ପ୍ରତିକ୍ଷୀତ ସିନେମା ‘ନମସ୍ତେ ଲଣ୍ଡନ’ର ପ୍ରମୋଶନ ଜୋରଦାର ଚାଲିଛି। ଏହି ରୋମାଣ୍ଟିକ କମେଡି ଫିଲ୍ମରେ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଅର୍ଜୁନ କପୁର ନଜର ଆସିବେ। ଫିଲ୍ମର ପ୍ରମୋଶନକୁ ନେଇ ଉଭୟ ବେଶ୍ ଉତ୍ସାହିତ ଅଛନ୍ତି। ଫିଲ୍ମ ନିର୍ମାତାଙ୍କ ସହ ହିରୋ ହିରୋଇନ ସୋଶାଲ୍ ମିଡିଆରେ ମଧ୍ୟ ସିନେମାର ପ୍ରମୋଶନ କରୁଛନ୍ତି।
କିନ୍ତୁ ଏହାରି ଭିତରେ ଅଭିନେତ୍ରୀ ପରିଣୀତି ଚୋପ୍ରା ପ୍ରମୋଶନ୍ ବେଳେ ପିନ୍ଧିଥିବା ବଡି ହଗିଙ୍ଗ୍ ଡ୍ରେସ୍କୁ ନେଇ ସୋଶାଲ୍ ମିଡିଆରେ ଝଡ଼। ଏହି ଡ୍ରେସ୍ ପାଇଁ ତାଙ୍କୁ କଟୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ସୋଶାଲ୍ ମିଡିଆରେ ପରିଣୀତିଙ୍କର ଏହି ଫଟୋ ଭାଇରାଲ୍ ହେବାରେ ଲାଗିଛି।ସମସ୍ତ ଶାଳୀନତାକୁ ଭୁଲି ପରିଣୀତି ଏମିତି ପୋଷାକ ପିନ୍ଧିଛନ୍ତି ବୋଲି ଟ୍ରୋଲରମାନେ କହିଛନ୍ତି। /odishatv-khabar/media/post_attachments/wp-content/uploads/2018/08/parenting-1.png)
/odishatv-khabar/media/post_attachments/wp-content/uploads/2018/08/comment-1-1.png)
ଏହି ପୋଷାକ ପରିଧାନକୁ ନେଇ ସେ ଏଭଳି କଟୁ ଶବ୍ଦରେ ଟ୍ରୋଲ୍ ହୋଇଛନ୍ତି, ହୁଏତ ଏମିତି ବହୁ କମ୍ ଅଭିନେତା ଅଭିନେତ୍ରୀ ସାମ୍ନା କରିଥିବେ। ଏମିତି କି ପରିଣୀତି ଏହି ପୋଷାକ ପିନ୍ଧିବା ପରେ ଆଇନା ଆଗରେ ଛିଡା ହୋଇନାହାନ୍ତି ବୋଲି ସୋଶାଲ୍ ମିଡିଆରେ ଚର୍ଚ୍ଚା ହୋଇଛି। କିଛି ଟ୍ରୋଲର ତାଙ୍କୁ ପର୍ଣ୍ଣ ଫିଲ୍ମରେ ଅଭିନୟ କରିବାକୁ କହିଛନ୍ତି।/odishatv-khabar/media/post_attachments/wp-content/uploads/2018/08/comment-parineeti.png)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)