Advertisment

Neena Gupta Powerful Avatar: ନୀନା ଗୁପ୍ତା ହେଲେ ବଡିବିଲ୍ଡର? ସତ କ’ଣ!

‘ପଞ୍ଚାୟତ’ର ମଞ୍ଜୁ ଦେବୀ ଅର୍ଥାତ୍ ଅଭିନେତ୍ରୀ ନୀନା ଗୁପ୍ତା ତାଙ୍କର ଷ୍ଟାଇଲ୍ ପାଇଁ ବେଶ୍ ଜଣାଶୁଣା। ନୀନା ବର୍ତ୍ତମାନ ତାଙ୍କର ଏମିତି କିଛି ଫଟୋ ସେୟାର କରିଛନ୍ତି, ଯେଉଁଥିରେ ତାଙ୍କୁ ଶକ୍ତିଶାଳୀ ଅବତାରରେ ଦେଖିବାକୁ ମିଳୁଛି।

author-image
Pramod Behera
Neena Gupta Powerful Avatar

ନୀନା ଗୁପ୍ତା ହେଲେ ବଡିବିଲ୍ଡର? ସତ କ’ଣ! Photograph: (OTV)

Viral Photo Body Building Neena Gupta
Advertisment
Advertisment