/odishatv-khabar/media/media_files/2026/02/03/paige-spiranacs-glamorous-golf-looks-2026-02-03-17-44-29.jpg)
ଗଲ୍ଫ କ୍ୱିନ୍ଙ୍କ ସବୁଠୁ ଗ୍ଲାମର୍ ଆଉ ଦମଦାର ମୁମେଣ୍ଟ Photograph: (OTV)
/odishatv-khabar/media/media_files/2026/02/03/paige-spiranacs-glamorous-golf-looks-2026-02-03-17-46-02.jpg)
Paige Spiranacs Glamorous Golf Looks
ଆମେରିକୀୟ ମହିଳା ଗଲ୍ଫ ଖେଳାଳି ପେଜ୍ ସ୍ପାଇରାନାକ୍ ସୋସିଆଲ ମିଡିଆ କୁଇନ୍ ଭାବରେ ଜଣାଶୁଣା। ପେଜ୍ ପ୍ରାୟତଃ ତାଙ୍କ ଇନଷ୍ଟାଗ୍ରାମରେ ଗଲ୍ଫ ଖେଳୁଥିବାର ଫଟୋ ଏବଂ ଭିଡିଓ ସେୟାର କରନ୍ତି।
/odishatv-khabar/media/media_files/2026/02/03/paige-spiranacs-glamorous-golf-looks-2026-02-03-17-46-21.jpg)
Paige Spiranacs Glamorous Golf Looks
ପେଜ୍ ବିଶ୍ୱର ସବୁଠାରୁ ସୁନ୍ଦର ମହିଳା ଗଲ୍ଫ ଖେଳାଳିଙ୍କ ମଧ୍ୟରୁ ଜଣେ। ପ୍ରଥମ ନଜରରେ, କେହି ଭାବି ପାରନ୍ତି ନାହିଁ, ଯେ ସେ ଜଣେ ଗଲ୍ଫ ଖେଳାଳି।
/odishatv-khabar/media/media_files/2026/02/03/paige-spiranacs-glamorous-golf-looks-2026-02-03-17-46-41.jpg)
Paige Spiranacs Glamorous Golf Looks
ସେ ନିଜକୁ ବିଶ୍ୱର ନମ୍ବର ୱାନ୍ ଗଲ୍ଫ ଇନ୍ଫ୍ଲ୍ୟୁଏନ୍ସର ବୋଲି ମଧ୍ୟ କୁହନ୍ତି, କାରଣ ସେ ସର୍ବଦା ଗଲ୍ଫକୁ ନେଇ ଖୋଲାଖୋଲି କୁହନ୍ତି।
/odishatv-khabar/media/media_files/2026/02/03/paige-spiranacs-glamorous-golf-looks-2026-02-03-17-47-04.jpg)
Paige Spiranacs Glamorous Golf Looks
ପେଜ୍ ତାଙ୍କ ଗଲ୍ଫ ଅପେକ୍ଷା ତାଙ୍କ ଗ୍ଲାମର ପାଇଁ ଅଧିକ ଖବରରେ ରୁହନ୍ତି। ତେବେ ସେ କେବଳ ସୌକିନ୍ ପାଇଁ ଗଲ୍ଫ ଖେଳୁଛନ୍ତି।
/odishatv-khabar/media/media_files/2026/02/03/paige-spiranacs-glamorous-golf-looks-2026-02-03-17-47-30.jpg)
Paige Spiranacs Glamorous Golf Looks
ପେଜ ଏକ ସାକ୍ଷାତକାରରେ କହିଥିଲେ ଯେ ପ୍ରଥମେ ସେ ଗଲ୍ଫ ଖେଳାଳି ନୁହେଁ, ଜଣେ ଜିମ୍ନାଷ୍ଟ ହେବାକୁ ଚାହୁଁଥିଲେ, କିନ୍ତୁ ଜିମ୍ନାଷ୍ଟିକ୍ସ ତାଲିମ ସମୟରେ ଆଘାତ ଯୋଗୁଁ ତାଙ୍କର ସ୍ୱପ୍ନ କେବେ ପୂରଣ ହୋଇପାରିଲା ନାହିଁ।
/odishatv-khabar/media/media_files/2026/02/03/paige-spiranacs-glamorous-golf-looks-2026-02-03-17-48-03.jpg)
Paige Spiranacs Glamorous Golf Looks
ଟ୍ରୋଲିଂ ଏବଂ ସମାଲୋଚନା ସତ୍ତ୍ୱେ, ପେଜ୍ କୁହନ୍ତି ଯେ ଯେତେବେଳେ ସେ କମ୍ ପୋଷାକ ପିନ୍ଧିଥାନ୍ତି ସେତେବେଳେ ସେ ଭଲ ଗଲ୍ଫ ଖେଳନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)