/odishatv-khabar/media/post_attachments/uploadimage/library/16_9/16_9_0/nitin-2_1625511168.jpg)
nitin
ନୂଆଦିଲ୍ଲୀ: ସାଉଥ୍ ଷ୍ଟାର୍ ନୀତିନ ରେଡ୍ଡୀ ଆରମ୍ଭ କରିଛନ୍ତି ନୂଆ ଜୀବନ। ରବିବାର ହାଇଦ୍ରାବାଦର ତାଜ୍ଫାଲକନୁମା ପ୍ୟାଲେସରେ ସାଉଥ ସୁପରଷ୍ଟାର ନୀତିନ ରେଡ୍ଡୀ ତାଙ୍କ ମଙ୍ଗେତର ଶାଲିନୀ କାଣ୍ଡୁକୁରିଙ୍କୁ ସମ୍ପୂର୍ଣ୍ଣ ରୀତିନୀତିରେ ବିବାହ କରିଛନ୍ତି। ନିତିନ ଓ ଶାଲିନୀଙ୍କ ବିହାହର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଛି।
ଅଭିନେତାଙ୍କ ପ୍ରଶଂସକଙ୍କ ସହିତ ସେଲିବ୍ରିଟୀମାନେ ମଧ୍ୟ ଦୁହିଁଙ୍କୁ ବିବାହର ଶୁଭେଚ୍ଛା ଜଣାଉଛନ୍ତି। କରୋନାଭାଇରସ ଯୋଗୁ ନୀତିନ ଓ ଶାଲିନୀ କିଛି ଘନିଷ୍ଠ ବନ୍ଧୁ ଓ ସମ୍ପର୍କୀୟଙ୍କ ମଧ୍ୟରେ ବିବାହ ସମ୍ପୂର୍ଣ୍ଣ କରିଥିଲେ। ଦୁହିଁଙ୍କ ବିବାହ ଗତ ଏପ୍ରିଲରେ ହେବାର ଥିଲା। କିନ୍ତୁ ଲକ୍ଡାଉନ୍ ଯୋଗୁ ବିବାହକୁ ସ୍ଥଗିତ ରଖାଯାଇଥିଲା।
View this post on InstagramAdorable couple ❣️ #nithiin #Shalini
A post shared by Nithiin Fans Team™ (@nithiinfansteam) on
View this post on InstagramWedding pics ❣️ #nithiin #Shalini
A post shared by Nithiin Fans Team™ (@nithiinfansteam) on
View this post on Instagram❣️ #Nithiinshalini #nithiin #shalini
A post shared by Nithiin Fans Team™ (@nithiinfansteam) on
ସୋସିଆଲ ମିଡିଆରେ ଦୁହିଁଙ୍କ ବିବାହର ଫଟୋ ଭାଇରାଲ ହେବାରେ ଲାଗିଛି। ଫଟୋରେ ଦେଖିବାକୁ ମିଳୁଛି ଯେ ଶାଲିନୀ କ୍ରିମ ଓ ଲାଲ ରଙ୍ଗର ବ୍ରାଇଡାଲ୍ ଶାଢ଼ୀରେ ବହୁତ ସୁନ୍ଦର ଦେଖାଯାଉଛନ୍ତି। ସେପଟେ ନୀତିନ ମଧ୍ୟ ଶେରୱାନୀରେ ଖୁବ୍ ହ୍ୟାଣ୍ଡସମ୍ ଦିଶୁଛନ୍ତି।
ବିବାହର ଫଟୋ ସହିତ ଦୁହିଁଙ୍କର ସଙ୍ଗୀତ ଓ ମେହେନ୍ଦି ସମାରୋହର ଫଟୋ ମଧ୍ୟ ଖୁବ୍ ସୁନ୍ଦର ହୋଇଛି। ଆଉଏକ ଫଟୋରେ ଶାଲିନୀ ଗୋଲାପୀ ରଙ୍ଗର ଶାଢ଼ୀ ପିନ୍ଧିଛନ୍ତି। ଫଟୋରେ ତାଙ୍କ ହସ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଦେଉଛି।
ସଙ୍ଗୀତ ସମାରୋହ ପାଇଁ ଶାଲିନୀ ଲାଲ୍ ରଙ୍ଗର ଶାଢ଼ୀ ପିନ୍ଧିଛନ୍ତି। ନୀତିନ ମଧ୍ୟ ବ୍ଲୁ କଲର୍ର ଶେରୱାନୀ ପିନ୍ଧିଛନ୍ତି। ବିବାହକୁ ନେଇ ଦୁହିଁଙ୍କ ଭିତରେ ଖୁସି ଦେଖିବାକୁ ମିଳିଛି। ରିଙ୍ଗ୍ ସେରିମନୀର ଫଟୋ ମଧ୍ୟ ଶେୟାର କରି ନୀତିନ କହିଥିଲେ ‘ଆନନ୍ଦର ନିର୍ବନ୍ଧ’। ଫଟୋକୁ ଦେଖି ତାଙ୍କର ପ୍ରଶଂସକ ଓ ସେଲିବ୍ରିଟୀମାନେ ଦୁହିଁଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
View this post on Instagram#nithiin #nithin #Shalini #NithiinShalini #Nish
A post shared by Nithiin Fans Team™ (@nithiinfansteam) on
View this post on InstagramAaaand ENGAGED!! ❤️❤️❤️ Decor by @minttusarna
A post shared by N I T H I I N (@actor_nithiin) on
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)