Advertisment

ସମୁଦ୍ର କୂଳରେ ଏମିତି ଲୁକ୍‌ରେ ମନ୍ଦିରା, ଭାଇରାଲ ହେଲା ଫଟୋ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଓ ଟିଭି ହୋଷ୍ଟ ମନ୍ଦିରା ବେଦୀ ଏବେ ମାଲଦୀପଭରେ ଛୁଟି କାଟୁଛନ୍ତି। ଯାହାର ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି।  ନିଜର ଛୁଟି ଏନ୍‌ଜୟ କରୁଥିବା ମନ୍ଦିରା ମାଲଦୀଭର ସମୁଦ୍ର କୂଳରେ ଏକଦମ୍‌ ହଟ୍‌ ଅନ୍ଦାଜରେ ଏକ ଫଟୋ ନିଜ ଇନ୍‌ଷ୍ଟାଗ୍ରମ ଆକାଉଣ୍ଟରେ ଶେୟାର କରିଛନ୍ତି। View this post on Instagram A post shared by Mandira Bedi (@mandirabedi) ଏହି ଫଟୋରେ ମନ୍ଦିରା ଏକ ରେଡ୍‌ କଲର୍‌ […]

ସମୁଦ୍ର କୂଳରେ ଏମିତି ଲୁକ୍‌ରେ ମନ୍ଦିରା, ଭାଇରାଲ ହେଲା ଫଟୋ

mandiraa

Advertisment

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଓ ଟିଭି ହୋଷ୍ଟ ମନ୍ଦିରା ବେଦୀ ଏବେ ମାଲଦୀପଭରେ ଛୁଟି କାଟୁଛନ୍ତି। ଯାହାର ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି।  ନିଜର ଛୁଟି ଏନ୍‌ଜୟ କରୁଥିବା ମନ୍ଦିରା ମାଲଦୀଭର ସମୁଦ୍ର କୂଳରେ ଏକଦମ୍‌ ହଟ୍‌ ଅନ୍ଦାଜରେ ଏକ ଫଟୋ ନିଜ ଇନ୍‌ଷ୍ଟାଗ୍ରମ ଆକାଉଣ୍ଟରେ ଶେୟାର କରିଛନ୍ତି।

Advertisment

https://www.instagram.com/p/B0OJMiRgQOc/?utm_source=ig_web_copy_link

ଏହି ଫଟୋରେ ମନ୍ଦିରା ଏକ ରେଡ୍‌ କଲର୍‌ ବିକିନିରେ ଏକଦମ୍‌ ବୋଲ୍ଡ ଲାଗୁଛନ୍ତି। ନିଜ ଲୁକ୍‌କୁ କମ୍ପିଲଟ୍‌ କରିବା ପାଇଁ ମନ୍ଦିରା ବିକିନ୍‌ ସହ ମ୍ୟାଚ୍‌ କରି ମୁଣ୍ଡରେ ସେହି କଲର୍‌ ହେୟାର ବ୍ୟାଣ୍ଡ ମଧ୍ୟ ପିନ୍ଧିଛନ୍ତି। ଫିଟ୍‌ନେସ୍‌ ଫ୍ରିକ୍‌ ମନ୍ଦିରା ଇନ୍‌ଷ୍ଟାରେ ନିଜର ଏହି ଫଟୋ ସେୟାର କରି ଲେଖିଛନ୍ତି,’ଆଜି ମୁଁ ନିଜ ଦିନର ପୂରା ମଜା ନେଉଛି। ସୂର୍ଯ୍ୟ କିରଣ ଓ ନୀଳ ସମୁଦ୍ର...ଏହାଠୁ ଭଲ ଜାଗା ମୋଁ ପାଇଁ ଆଉ କେଉଁଠି ନାହିଁ।’

ଫଟୋଟି ଶେୟାର କରିବାର ମାତ୍ର କିଛି ସମୟ ଭିତରେ ହିଁ ଭାଇରାଲ୍‌ ହୋଇଯାଇଥିଲା। ଏହି ପୋଷ୍ଟରେ ମନ୍ଦିରାଙ୍କ ଫ୍ୟାନ୍ସଙ୍କ ସହ ବଲିଉଡ ସେଲେବ୍ରିଟିମାନେ ମଧ୍ୟ କମେଣ୍ଟ ଦେଇଛନ୍ତି। ପ୍ରାୟ ସମସ୍ତେ ମନ୍ଦିରାଙ୍କର ଏହି ବୋଲ୍ଡ ଅନ୍ଦାଜକୁ ବେଶ୍ ଆକର୍ଷଣୀୟ ବୋଲି କହୁଛନ୍ତି।

Advertisment

https://www.instagram.com/p/B0ScmDjA0tE/?utm_source=ig_web_copy_link

ମନ୍ଦିରାଙ୍କ ୱର୍କ ଫ୍ରଣ୍ଟ କଥା କହିଲେ, ସେ ଶାହାରୁଖ ଓ କାଜଲଙ୍କ ଫିଲ୍ମ ‘ଦିଲ୍‌ୱାଲେ ଦୁଲହନିଆ ଲେଯାଏଙ୍ଗେ’ରେ ନଜର ଆସିଥିଲେ। ଏହାପରେ ସେ ‘CID’ ଓ ‘କ୍ୟୁଁ କି ସାସ୍ ଭି କଭି ବହୁ ଥି’ ପରି ହିଟ୍‌ ସିରିୟଲରେ ଅଭିନୟ କରିଥିଲେ। ମନ୍ଦିରା ‘ଫେମ୍‌ ଗୁରୁକୁଲ’ ଓ ‘ଇଣ୍ଡିଆନ୍‌ ଆଇଡଲ୍‌’ପରି ରିୟାଲିଟି ଶୋ’ ମଧ୍ୟ ହୋଷ୍ଟ କରିଛନ୍ତି।

https://www.instagram.com/p/B0NxBCmggWG/?utm_source=ig_web_copy_link

Left Top
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ