/odishatv-khabar/media/post_attachments/uploadimage/library/16_9/16_9_0/images-85_1626168639.jpg)
images (85)
ମୁମ୍ବାଇ: ବଲିଉଡ ବିଗ୍ ବି ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ତଥା ଅଭିନେତା ଅଭିଷେକ ବଚ୍ଚନ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ଉଭୟ ଟ୍ୱିଟ କରି ସୂଚନା ଦେଇଛନ୍ତି। ଏହି ଖବର ଜଣାପଡ଼ିବା ପରେ ଫ୍ୟାନ୍ସମାନେ ଉଭୟଙ୍କ ଆରୋଗ୍ୟ କାମନା କରିଛନ୍ତି।
Advertisment
ତେବେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ଜୟା ବଚ୍ଚନ ଓ ବାକିଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଥିବା ନେଇ ଫିଲ୍ମ କ୍ରିଟିକ ତଥା ଫିଲ୍ଲ ଟ୍ରେଡ ଆନାଲିଷ୍ଟ ସୁମିତ କାଡେଲ ଏହି ସୂଚନା ଦେଇଛନ୍ତି। ସୁମିତ ଏ ନେଇ ଏକ ଟ୍ୱିଟ କରିଛନ୍ତି।
/odishatv-khabar/media/post_attachments/wp-content/uploads/2020/07/Capture-16.jpg)
ସୂଚନାଥାଉ କି, ବିଗ୍ ବିଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କ ପରିବାର ଓ ହସ୍ପିଟାଲ କର୍ମଚାରୀଙ୍କ କରୋନା ଟେଷ୍ଟ କରାଯାଇଥିଲା।
Advertisment
ଆହୁରି ମଧ୍ୟ ପଢ଼ନ୍ତୁ: ଅମିତାଭଙ୍କ ପରେ ଅଭିଷେକଙ୍କୁ କରୋନା
Coronavirus
Amitabh Bachchan
Abhishek Bachchan
Aishwarya Rai
Jaya Bachchan
Amitabh Bachchan Latest News
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)