Advertisment

Fitness freak Tiger Shroff: ସିକ୍ସ ପ୍ୟାକ୍ ଲୁକ୍ ସହ ଟାଇଗର ଶ୍ରଫ୍ ଇନଷ୍ଟାଗ୍ରାମରେ କରିଲେ ଧମାଲ

ଟାଇଗର ଶ୍ରଫଙ୍କୁ ଜଣେ ଫିଟନେସ୍ ଫ୍ରିକ୍ ବୋଲି କୁହାଯାଏ। ତାଙ୍କ ଫିଟ୍‌ନେସ୍ ଦେଖି ଅନେକ ଝିଅ ହୃଦୟ ଦେଇ ବସନ୍ତି। ତାଙ୍କର ସିକ୍ସ-ପ୍ୟାକ୍ ଆବସ୍ ଲୁକ୍ ଦେଖି ଖାଲି ଝିଅ ନୁହେଁ ପୁଅମାନେ ମଧ୍ୟ ପାଗଳ ହୋଇଯାଆନ୍ତି।

author-image
Pramod Behera
Fitness freak Tiger Shroff

ସିକ୍ସ ପ୍ୟାକ୍ ଲୁକ୍ ସହ ଟାଇଗର ଶ୍ରଫ୍ ଇନଷ୍ଟାଗ୍ରାମରେ କରିଲେ ଧମାଲ Photograph: (OTV)

Bollywood Fitness Tiger Shroff
Advertisment
Advertisment