Advertisment

ପରଦାକୁ ଆସିଲା ହରର୍ କମେଡି ଫିଲ୍ମ ‘ସ୍ତ୍ରୀ’

ମୁମ୍ବାଇ: ଫିଲ୍ମ ଫ୍ରାଇଡେରେ ପରଦାକୁ ଅାସିଛି ‘ସ୍ତ୍ରୀ’ । ହରର୍, କମେଡି ଫିଲ୍ମ ‘ସ୍ତ୍ରୀ’କୁ ମିଳିଛି ଫ୍ୟାନ୍‌ଙ୍କ ଥମ୍‌ସ ଅପ୍ । ରାଜକୁମାର ଏବଂ ଶ୍ରଦ୍ଧା କପୁରଙ୍କ ଅଭିନୀତ ଫିଲ୍ମରେ ରହିଛି ଭରପୁର ଥ୍ରୀଲ୍‌। ମୁଖ୍ୟତଃ ଫିଲ୍ମରେ ବ୍ଲାକ୍ କମେଡି ଦର୍ଶକଙ୍କୁ ବେସ୍ ଅାକୃଷ୍ଟ କରିଛି। ଭୂତକୁ ନେଇ ଥିବା ଅନ୍ଧ ବିଶ୍ୱାସ କାହାଣୀ ଉପରେ ଅାଧାରିତ ଏହି ଫିଲ୍ମ । ତେବେ ଟ୍ରେଲରରେ ଶ୍ରଦ୍ଧାଙ୍କୁ ମିଷ୍ଟିରିଅସ୍ ଭାବେ ଦର୍ଶାଯାଇଛି। ଯାହା ଦର୍ଶକଙ୍କୁ ସିନେମା ହଲ୍ ନିକଟକୁ […]

author-image
Otv Khabar Bureau
ପରଦାକୁ ଆସିଲା ହରର୍ କମେଡି ଫିଲ୍ମ ‘ସ୍ତ୍ରୀ’

stree

ମୁମ୍ବାଇ: ଫିଲ୍ମ ଫ୍ରାଇଡେରେ ପରଦାକୁ ଅାସିଛି ‘ସ୍ତ୍ରୀ’ । ହରର୍, କମେଡି ଫିଲ୍ମ ‘ସ୍ତ୍ରୀ’କୁ ମିଳିଛି ଫ୍ୟାନ୍‌ଙ୍କ ଥମ୍‌ସ ଅପ୍ । ରାଜକୁମାର ଏବଂ ଶ୍ରଦ୍ଧା କପୁରଙ୍କ ଅଭିନୀତ ଫିଲ୍ମରେ ରହିଛି ଭରପୁର ଥ୍ରୀଲ୍‌। ମୁଖ୍ୟତଃ ଫିଲ୍ମରେ ବ୍ଲାକ୍ କମେଡି ଦର୍ଶକଙ୍କୁ ବେସ୍ ଅାକୃଷ୍ଟ କରିଛି। ଭୂତକୁ ନେଇ ଥିବା ଅନ୍ଧ ବିଶ୍ୱାସ କାହାଣୀ ଉପରେ ଅାଧାରିତ ଏହି ଫିଲ୍ମ । ତେବେ ଟ୍ରେଲରରେ ଶ୍ରଦ୍ଧାଙ୍କୁ ମିଷ୍ଟିରିଅସ୍ ଭାବେ ଦର୍ଶାଯାଇଛି।

Advertisment

ଯାହା ଦର୍ଶକଙ୍କୁ ସିନେମା ହଲ୍ ନିକଟକୁ ଟାଣି ଅାଣିବାରେ ସାହାଯ୍ୟ କରିଛି। ସିନେମାରେ ଭେଟେରାନ୍ ଅାକ୍ଟର ପଙ୍କଜ ତ୍ରିପାଠୀ, ରାଜକୁମାର ରାଓ, ଅପାରଶକ୍ତି ଖୁରାନା ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଅାସିଛନ୍ତି।

Advertisment
Advertisment