/odishatv-khabar/media/media_files/2026/02/09/deepika-padukone-stuns-fans-2026-02-09-14-20-28.jpg)
କଳା ଡ୍ରେସରେ ଦୀପିକା ପାଦୁକୋନଙ୍କ ଗ୍ଲାମରସ୍ ଲୁକ୍ Photograph: (OTV)
/odishatv-khabar/media/media_files/2026/02/09/deepika-padukone-stuns-fans-2026-02-09-14-21-46.jpg)
1/7
Deepika Padukone Stuns Fans
ଦୀପିକା ନିକଟରେ ଇନଷ୍ଟାଗ୍ରାମରେ ନିଜର ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି।
/odishatv-khabar/media/media_files/2026/02/09/deepika-padukone-stuns-fans-2026-02-09-14-22-09.jpg)
2/7
Deepika Padukone Stuns Fans
ଅଭିନେତ୍ରୀ ଏକ କଳା ବଡିକନ୍ ଡ୍ରେସ୍ ପିନ୍ଧିଛନ୍ତି, ଯାହା ତାଙ୍କ ଲୁକ୍କୁ ଚମତ୍କାର କରିଦେଇଛି।
/odishatv-khabar/media/media_files/2026/02/09/deepika-padukone-stuns-fans-2026-02-09-14-23-28.jpg)
3/7
Deepika Padukone Stuns Fans
ତାଙ୍କ ଲୁକକୁ ଅଧିକ ଷ୍ଟାଇଲିସ୍ କରିବା ପାଇଁ, ସେ ବେକରେ ଏକ ରୂପା ହାର ପିନ୍ଧିଛନ୍ତି।
/odishatv-khabar/media/media_files/2026/02/09/deepika-padukone-stuns-fans-2026-02-09-14-23-53.jpg)
4/7
Deepika Padukone Stuns Fans
ଅଭିନେତ୍ରୀ ଖୁବ୍ କମ୍ ମେକଅପ୍ ଏବଂ ଏକ ସ୍ଲିକ୍ ବନ୍ ହେୟାରଷ୍ଟାଇଲ୍ ସହିତ ତାଙ୍କର ଲୁକ୍ ସମାପ୍ତ କରିଛନ୍ତି।
/odishatv-khabar/media/media_files/2026/02/09/deepika-padukone-stuns-fans-2026-02-09-14-24-17.jpg)
5/7
Deepika Padukone Stuns Fans
ଏହି ଲୁକ୍ରେ ସେ ବିଭିନ୍ନ ପୋଜ୍ ମଧ୍ୟ ଦେଇଛନ୍ତି। ପ୍ରଶଂସକମାନେ ତାଙ୍କର ପ୍ରତ୍ୟେକ ଲୁକ୍ ଦେଖି ଫିଦା ହେଉଛନ୍ତି।
/odishatv-khabar/media/media_files/2026/02/09/deepika-padukone-stuns-fans-2026-02-09-14-24-37.jpg)
6/7
Deepika Padukone Stuns Fans
ଏହି ପୋଷ୍ଟଗୁଡିକ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି, ଆଉ ଲୋକମାନେ ମଧ୍ୟ ପ୍ରତିକ୍ରିୟା ଦେଉଛନ୍ତି।
/odishatv-khabar/media/media_files/2026/02/09/deepika-padukone-stuns-fans-2026-02-09-14-24-59.jpg)
7/7
Deepika Padukone Stuns Fans
ୟୁଜର୍ସମାନେ ବିଭିନ୍ନ ମତ ଦେଇ ତାଙ୍କୁ ପ୍ରଶଂସା କରୁଛନ୍ତି। କେହି କେହି ଅଭିନେତ୍ରୀଙ୍କୁ ଜଣେ ଗ୍ଲାମରସ୍ ଡିଭା କହୁଛନ୍ତି, ତ ଆଉ କିଏ ଷ୍ଟନିଙ୍ଗ ବୋଲି କହୁଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)