/odishatv-khabar/media/post_attachments/uploadimage/library/16_9/16_9_0/pak-actor_1626777811.jpg)
pak actor
ମୁମ୍ବାଇ: ପୁଲୱାମାହମ୍ଲାପରେପାକିସ୍ତାନଉପରେସବୁମତେପ୍ରତିଶୋଧନେବାକୁଭାରତପଣକରିଛି।ପ୍ରଥମେପାକିସ୍ତାନକୁଦିଆଯାଇଥିବା ‘ମୋଷ୍ଟଫେଭରଡ୍ ନେଶନ (ଏମ୍ଏଫ୍ଏନ୍)’ରମାନ୍ୟତାପ୍ରତ୍ୟାହାରପରେପାକିସ୍ତାନରୁଭାରତକୁଆମଦାନୀହୋଇଆସୁଥିବାସବୁପ୍ରକାରରସାମଗ୍ରୀଉପରେ୨୦୦% ସୀମାଶୁଳ୍କଲାଗୁଆଉଏବେଭାରତୀୟସିନେମାଜଗତକୁପାକିସ୍ତାନୀକଳାକାରଙ୍କୁବ୍ୟାନ୍।
ଭାରତୀୟସିନେମାଜଗତକୁପାକିସ୍ତାନୀ ଅଭିନେତା ଓ ଅଭିନେତ୍ରୀଙ୍କୁ ସମ୍ପୂର୍ଣ୍ଣ ଭାବରେ ବ୍ୟାନ୍ ନେଇ ଭାରତୀୟସିନେୱାର୍କର୍ସଆସୋସିଏସନ୍ ପକ୍ଷରୁ ଏକ ନୋଟିସ୍ ଜାରି କରାଯାଇଛି। କୌଣସିପାକିସ୍ତାନୀକଳାକାରଙ୍କୁସୁଯୋଗନଦେବାକୁନିଷ୍ପତ୍ତିନିଆଯାଇଛି। ଆଉ ଯଦି କୌଣସି ସଂଗଠନ ପାକିସ୍ତାନୀ କଳାକାରଙ୍କ ସହ କାମ କରିବ ତେବେ ସେହି ସଂଗଠନକୁ ଭାରତୀୟସିନେୱାର୍କର୍ସଆସୋସିଏସନ୍ ବ୍ୟାନ୍ କରାଯିବା ସହ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ନୋଟିସ୍ରେ ଉଲ୍ଲେଖ କରାଯାଇଛି।
ପୁଲ୍ୱାମାହମ୍ଲାରପ୍ରତିବାଦରେବଲିଉଡ୍ ଜଗତପାକିସ୍ତାନବିରୋଧରେଏଭଳିପଦକ୍ଷଷପଗ୍ରହଣକରିଛି।
ଅନ୍ୟପଟେ,ପାକିସ୍ତାନୀକଳାକାରଙ୍କୁବ୍ୟାନ୍ ନେଇଟ୍ୱିଟର୍ ୟୁଜର୍ସମାନେଏହାକୁସମର୍ଥନକରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)