Advertisment

ଅତ୍ୟଧିକ ଥଣ୍ଡାକୁ ନେଇ ଚିନ୍ତିତ ଅମିତାଭ, ସୋଶାଲ ମିଡ଼ିଆରେ ଭାଇରାଲ ମହାନାୟକଙ୍କ ଟ୍ୱିଟ୍‌

ନୂଆଦିଲ୍ଲୀ  : ଫିଲ୍ନ ଇଣ୍ଡଷ୍ଟ୍ରିର ମହାନାୟକ ଅମିତାଭ ବଚ୍ଚନ ଏବେ ନିଜର ଅପ୍‌କମିଙ୍ଗ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ପ୍ରସ୍ତୁତିରେ ଖୁବ୍‌ ବ୍ୟସ୍ତ ଏହଂ ଏହାର ସୁଟିଂ ପାଇଁ ସେ ବଲିଉଡ୍‌ କଳାକାର ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ସହ ହିମାଚଳରେ ମାଇନସ୍‌ ୩ ଡ଼ିଗ୍ରୀରେ କାମ କରୁଛନ୍ତି । ଯେଉଁଠି ଅସହ୍ୟ ଥଣ୍ଡା । ଏହି ହିମାଚଳ ଅଂଚଳରେ ସୁଟିଂ କରିବା ମହାନୟକ ଅମିତାଭଙ୍କ ପାଇଁ ବହୁତ ଅସୁବିଧା  ହେଉଛି । ହିମାଚଳର ଏହି ବଢ଼ିଥିବା ଥଣ୍ଡାକୁ […]

author-image
Pradesh Pratyush
ଅତ୍ୟଧିକ ଥଣ୍ଡାକୁ ନେଇ ଚିନ୍ତିତ ଅମିତାଭ, ସୋଶାଲ ମିଡ଼ିଆରେ ଭାଇରାଲ ମହାନାୟକଙ୍କ ଟ୍ୱିଟ୍‌

amitabh

ନୂଆଦିଲ୍ଲୀ  : ଫିଲ୍ନ ଇଣ୍ଡଷ୍ଟ୍ରିର ମହାନାୟକ ଅମିତାଭ ବଚ୍ଚନ ଏବେ ନିଜର ଅପ୍‌କମିଙ୍ଗ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ପ୍ରସ୍ତୁତିରେ ଖୁବ୍‌ ବ୍ୟସ୍ତ ଏହଂ ଏହାର ସୁଟିଂ ପାଇଁ ସେ ବଲିଉଡ୍‌ କଳାକାର ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ସହ ହିମାଚଳରେ ମାଇନସ୍‌ ୩ ଡ଼ିଗ୍ରୀରେ କାମ କରୁଛନ୍ତି । ଯେଉଁଠି ଅସହ୍ୟ ଥଣ୍ଡା ।

Advertisment

ଏହି ହିମାଚଳ ଅଂଚଳରେ ସୁଟିଂ କରିବା ମହାନୟକ ଅମିତାଭଙ୍କ ପାଇଁ ବହୁତ ଅସୁବିଧା  ହେଉଛି । ହିମାଚଳର ଏହି ବଢ଼ିଥିବା ଥଣ୍ଡାକୁ ନେଇ ସେ ଏକ ଟ୍ୱିଟ୍‌ କରିଛନ୍ତି । ଯାହାକି ଏବେ ସୋଶାଲ ମିଡ଼ିଆରେ ଖୁବ୍‌ ଭାଇରାଲ୍‌ ହେଉଛି । ଏହି ଟ୍ୱିଟ୍‌କୁ ପଢ଼ି ଲୋକେ ବହୁତ କମେଣ୍ଟ ଦେଇଛନ୍ତି ଓ ନିଜର ପ୍ରତିକ୍ରିୟା ଦର୍ଶାଇଛନ୍ତି ।

Advertisment

ସୂଚନା ଯେ , ଅମିତାଭ ବଚ୍ଚନ ୪ଟି ଫିଲ୍ମ ଜରିଆରେ ବଲିଉଡ୍‌ରେ ଖୁବ୍‌ ଧମାଲ କରିବାକୁ ଯାଉଛନ୍ତି । ବିଗ୍‌ ବି ଙ୍କ ଏହି ଲିଷ୍ଟରେ ସାମିଲ୍‌ ଅଛି ଫିଲ୍ମ – ଚେହରେ, ବ୍ରହ୍ମାସ୍ତ୍ର , ଝୁଡ୍ ଓ ଗୁଲାବୋ-ସିତାବୋ ।

Advertisment
Advertisment