udit
ଉଦିତ ନାରାୟଣଙ୍କ ପୁଅ ତଥା ଇଣ୍ଡିଆନ୍ ଆଇଡଲ୍ ହୋଷ୍ଟ ଆଦିତ୍ୟ ନାରାୟଣଙ୍କ ଆଜି ବିବାହ ଉତ୍ସବ। ଅଭିନେତ୍ରୀ ଶ୍ୱେତା ଅଗ୍ରୱାଲଙ୍କ ସହ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି ଆଦିତ୍ୟ ୧୦ବର୍ଷର ଥିଲା ପ୍ରେମ ସମ୍ପର୍କ। ଏହି ଅବସରରେ ଖୁବ୍ ଧୁମ୍ଧାମରେ ଚାଲିଛି ମ୍ୟାରେଜ ସେଲିବ୍ରେସନ।
ଆଦିତ୍ୟଙ୍କ ବରଯାତ୍ରୀରେ ଅନେକ ସମ୍ପର୍କୀୟ, ଅଭିନେତା ଓ ଅଭିନେତ୍ରୀ ଯୋଗ ଦେଇଛନ୍ତି। ପୁଅ ବିବାହକୁ ନେଇ ନାଚି ନାଚି ଖୁସି ମନାଇଛନ୍ତି ବାପା ଉଦିତ୍ ନାରାୟଣ। ଆଦିତ୍ୟଙ୍କ ପାଖରେ ପୁରା ପରିବାର ଉପସ୍ଥିତ ରହିବାର ଦେଖିବାକୁ ମିଳିଛି।
ଦେଖନ୍ତୁ:ଆଦିତ୍ୟଙ୍କ ରିସେପସନ୍ ପାର୍ଟିରେ ଡ୍ୟାନ୍ସ କଲେ ଭାରତୀ, ଭିଡିଓ ଭାଇରାଲ୍
/odishatv-khabar/media/post_attachments/wp-content/uploads/2020/12/Aditya-21.jpeg)
କିଛି ଦିନ ପୂର୍ବରୁ ଗର୍ଲଫ୍ରେଣ୍ଡ ଶ୍ୱେତା ଅଗ୍ରୱାଲଙ୍କ ସହ ସମ୍ପର୍କକୁ ସର୍ବସମ୍ମୁଖକୁ ଆଣିଲେ ଆଦିତ୍ୟ।
/odishatv-khabar/media/post_attachments/wp-content/uploads/2020/12/Aditya-41.jpeg)
ଆଦିତ୍ୟଙ୍କ କହିଥିଲେ ଯେ, ୨୦୧୦ରେ ‘ଶାପିତ୍’ ଫିଲ୍ମ ସେଟ୍ରେ ଶ୍ୱେତାଙ୍କ ସହ ତାଙ୍କର ଦେଖାହୋଇଥିଲା। ସେଟ୍ରେ ସେମାନେ ପରସ୍ପର ସହ ମିଳାମିଶା କରୁଥିଲେ।
ଆହୁରି ପଢ଼ନ୍ତୁ:ଏହିଦିନ ଜେଦ୍ଙ୍କ ଦୁଲ୍ହନ୍ ହେବେ ଗୌହର
ଧୀରେ ଧୀରେ ଦୁହେଁ ପରସ୍ପରକୁ ପସନ୍ଦ କରିବାରେ ଲାଗିଲେ। ସେତେବେଳେ ଦୁହେଁ ରିଲେସନ୍ସିପ୍ରେ ଆସିବାକୁ ଚାହୁଁନଥିଲୁ। କିନ୍ତୁ ଧୀରେ ଧୀରେ ତାଙ୍କ ବନ୍ଧୁତା ପ୍ରେମର ରୂପ ନେଲା।
/odishatv-khabar/media/post_attachments/wp-content/uploads/2020/12/Aditya-4.jpeg)
/odishatv-khabar/media/post_attachments/wp-content/uploads/2020/12/article-l-20201133310275337673000.jpg)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/udit_1625060132.jpg)