/odishatv-khabar/media/post_attachments/uploadimage/library/16_9/16_9_0/india-post_1626432531.jpg)
india post
ନୂଆଦିଲ୍ଲୀ/ଭୁବନେଶ୍ୱର: ଖାଲି ପଡ଼ିଥିବା ୧୦୦୦ରୁ ଅଧିକ ଗ୍ରାମୀଣ ଡାକ ସେବକ ପଦବୀ ପୂରଣ ଲାଗି ଭାରତୀୟ ଡାକ ବିଭାଗ ଦରଖାସ୍ତ ଆହ୍ୱାନ କରୁଛି। ଆଗ୍ରହୀ ଓ ଆଶାୟୀ ପ୍ରାର୍ଥୀ ତୁରନ୍ତ ଆବେଦନ କରନ୍ତୁ।
ବୟସ ସୀମା: ମାର୍ଚ୍ଚ ୯, ୨୦୧୮ ଅନୁଯାୟୀ, ଆବେଦନକାରୀଙ୍କ ବୟସ ସୀମା ୧୮ ରୁ ୪୦ ବର୍ଷ ହୋଇଥିବା ଆବଶ୍ୟକ। ଏସି ଓ ଏସଟି ଆବେଦନକାରୀଙ୍କ ବୟସ ସୀମା ୫ ବର୍ଷ, ପିଏଚ୍ ଆବେଦନକାରୀଙ୍କ ବୟସ ସୀମା ୧୦ ବର୍ଷ ଓ ଓବିସି ଆବେଦନକାରୀଙ୍କ ପାଇଁ ୩ବର୍ଷ କୋହଳ ରହିଛି।
ଶିକ୍ଷାଗତ ଯୋଗ୍ୟତା: କେନ୍ଦ୍ର ସରକାର/ରାଜ୍ୟ ସରକାରଙ୍କ ଦ୍ୱାରା ମାନ୍ୟତା ପ୍ରାପ୍ତ ବୋର୍ଡରୁ ଦଶମ ଶ୍ରେଣୀ ପାସ୍ କରିଥିବା ଦରକାର। ଆବେଦନକାରୀ କମ୍ପ୍ୟୁଟର ଶିଖିଥିବା ଦରକାର। ଏକ ମାନ୍ୟତା ପ୍ରାପ୍ତ ଟ୍ରେନିଂ ଇନଷ୍ଟିଚ୍ୟୁଟରୁ ୬୦ ଦିନର କମ୍ପ୍ୟୁଟର ଟ୍ରେନିଂ ସାର୍ଟିଫିକେଟ୍ ଥିବା ଆବଶ୍ୟକ।
ଆବେଦନ ଫି: ଏସସି/ଏସଟି/ପିଏଚ୍/ମହିଳା ଆବେଦନକାରୀଙ୍କ ପାଇଁ ଆବେଦନ ଫି ସମ୍ପୁର୍ଣ୍ଣ ମାଗଣା।
କେମିତି କରିବେ ଆବେଦନ: ଆଗ୍ରହୀ ପ୍ରାର୍ଥୀ ଏହି ଲିଙ୍କକୁ ଯାଇ ଆବେଦନ କରିପାରିବେ। https://indiapost.gov.in orhttp://appost.in/gdsonline
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)