/odishatv-khabar/media/post_attachments/uploadimage/library/16_9/16_9_0/PIC1_1626861147.jpg)
PIC1
ଭୁବନେଶ୍ୱର: ଏମବିବିଏସ ଏବଂ ବିଡିଏସ୍ ନାମଲେଖା ପାଇଁ ରେଜିଷ୍ଟ୍ରେସନ୍ ଅବଧିକୁ ବୃଦ୍ଧି କରାଯାଇଛି। OJEE ୱେବସାଇଟ୍ରେ ରେଜିଷ୍ଟ୍ରେସନ୍ ସମୟ ବୃଦ୍ଧି ନେଇ ସୂଚନା ଦିଆଯାଇଛି।
Advertisment
ପୂର୍ବରୁ ଜୁନ୍ ୨୫ ତାରିଖ ପର୍ଯ୍ୟନ୍ତ ରେଜିଷ୍ଟ୍ରେସନ୍ ପାଇଁ ସମୟ ଧାର୍ଯ୍ୟ କରାଯାଇଥିବା ବେଳେ ନୂଆ ନିର୍ଦ୍ଦେଶ ଅନୁଯାୟୀ ଏହାକୁ ଜୁନ୍ ୨୭ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି।
ସେହିପରି ଡକ୍ୟୁମେଣ୍ଟ ଭେରିଫିକେସନ୍ ସମୟ ସୀମାକୁ ବି ବଢ଼ାଇ ଦିଆଯାଇଛି। ପୂର୍ବରୁ ଏହା ଜୁନ୍ ୨୬ରୁ ୨୯ ତାରିଖ ମଧ୍ୟରେ ଥିବା ବେଳେ ଏବେ ଏହାକୁ ଜୁନ୍ ୨୮ ରୁ ୩୦ ତାରିଖ ମଧ୍ୟରେ ରଖାଯାଇଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)