Advertisment

ସିବିଏସ୍‌ଇ ୧୦ମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ୨୦୨୦: ପ୍ରକାଶ ପାଇଲା ପ୍ରଶ୍ନପତ୍ର ନମୁନା

ସିବିଏସ୍‌ଇ ବୋର୍ଡ ପରୀକ୍ଷା ୨୦୨୦: ନିକଟରେ ସିବିଏସ୍‌ଇ ପକ୍ଷରୁ ୧୦ମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ପାଇଁ ପ୍ରଶ୍ନପତ୍ର ନମୁନା ପ୍ରକାଶ କରିଛି। ଚଳିତ ଶିକ୍ଷାବର୍ଷରେ ଯେଉଁ ଛାତ୍ରଛାତ୍ରୀମାନେ ସିବିଏସ୍‌ଇ ୧୦ମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଦେବେ ସେମାନେ ସିବିଏସ୍‌ଇର ଅଫିସିଆଲ୍‌ ୱେବ୍‌ସାଇଟ୍‌ cbseacademic.nic.in କୁ ଯାଇ ପ୍ରଶ୍ନପତ୍ର ନମୁନା ଡାଉନ୍‌ଲୋଡ୍‌ କରିପାରିବେ। ଏହି ପ୍ରଶ୍ନପତ୍ର ନମୁନା ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ପୂର୍ବରୁ ପ୍ରାକ୍ଟିସ୍‌ କରିବାରେ ସାହାଯ୍ୟ କରିବ। ଫଳରେ ସେମାନେ ପରୀକ୍ଷାରେ ଭଲ ନମ୍ବର ରଖିପାରିବେ। […]

author-image
Otv Khabar Bureau
ସିବିଏସ୍‌ଇ ୧୦ମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ୨୦୨୦: ପ୍ରକାଶ ପାଇଲା ପ୍ରଶ୍ନପତ୍ର ନମୁନା

cbse

ସିବିଏସ୍‌ଇ ବୋର୍ଡ ପରୀକ୍ଷା ୨୦୨୦: ନିକଟରେ ସିବିଏସ୍‌ଇ ପକ୍ଷରୁ ୧୦ମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ପାଇଁ ପ୍ରଶ୍ନପତ୍ର ନମୁନା ପ୍ରକାଶ କରିଛି। ଚଳିତ ଶିକ୍ଷାବର୍ଷରେ ଯେଉଁ ଛାତ୍ରଛାତ୍ରୀମାନେ ସିବିଏସ୍‌ଇ ୧୦ମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଦେବେ ସେମାନେ ସିବିଏସ୍‌ଇର ଅଫିସିଆଲ୍‌ ୱେବ୍‌ସାଇଟ୍‌ cbseacademic.nic.in କୁ ଯାଇ ପ୍ରଶ୍ନପତ୍ର ନମୁନା ଡାଉନ୍‌ଲୋଡ୍‌ କରିପାରିବେ।

Advertisment

ଏହି ପ୍ରଶ୍ନପତ୍ର ନମୁନା ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ପୂର୍ବରୁ ପ୍ରାକ୍ଟିସ୍‌ କରିବାରେ ସାହାଯ୍ୟ କରିବ। ଫଳରେ ସେମାନେ ପରୀକ୍ଷାରେ ଭଲ ନମ୍ବର ରଖିପାରିବେ। ଖାଲି ଏତିକି ନୁହେଁ ସିବିଏସ୍‌ଇ ସବୁ ବିଷୟ ପାଇଁ ମାର୍କିଂ ସ୍କିମ୍‌ ମଧ୍ୟ ପ୍ରକାଶ କରିଛି। ସୂଚନା ଥାଉ କି, ସିବିଏସ୍‌ଇ ବୋର୍ଡ ପରୀକ୍ଷା ୨୦୨୦ ଆସନ୍ତା ବର୍ଷ ଫେବୃଆରୀ-ମାର୍ଚ୍ଚରେ ହୋଇପାରେ।

ଜାଣନ୍ତୁ କେମିତି ଡାଉନ୍‌ଲୋଡ୍‌ କରିବେ ପ୍ରଶ୍ନପତ୍ର ନମୁନା: 

୧. ପ୍ରଥମେ ସିବିଏସ୍‌ଇର ଅଫିସିଆଲ୍‌ ୱେବ୍‌ସାଇଟ୍‌ cbseacademic.nic.in କୁ ଯାଆନ୍ତୁ

Advertisment

୨. ନୋଟିଫିକେସନ୍‌ ଲିଙ୍କ୍‌ ଉପରେ କ୍ଲିକ୍‌ କରନ୍ତୁ। ଏହାପରେ ହୋମ୍‌ପେଜ୍‌ରେ ଆପଣଙ୍କୁ Sample Question Paper(ପ୍ରଶ୍ନପତ୍ର ନମୁନା) ୧୦ମ ଓ ଦ୍ୱାଦଶ ପାଇଁ ଆସିବ। ଏହାପରେ ଛାତ୍ରଛାତ୍ରୀମାନେ ଚଳିତ ଶିକ୍ଷାବର୍ଷକୁ ଯାଇ ପିଡିଏଫ୍‌ ପାଇଲ୍‌ରେ ଫର୍ମାଟ୍‌ରେ ଥିବା ପ୍ରଶ୍ନପତ୍ର ନମୁନାକୁ ଡାଉନ୍‌ଲୋଡ୍‌ କରିପାରିବେ।

ଏତଦ୍‌ବ୍ୟତୀତ ଆପଣ ତଳେ ଦିଆଯାଇଥିବା ଲିଙ୍କ୍‌କୁ କ୍ଲିକ୍‌ କରି ମଧ୍ୟ ପ୍ରଶ୍ନପତ୍ର ନମୁନା ପାଇପାରିବେ।

CBSE Class 10 Board Exam Sample Question Paper

CBSE Class 12 Board Exam Sample Question Paper

Advertisment
Advertisment