/odishatv-khabar/media/post_attachments/uploadimage/library/16_9/16_9_0/result_1626505271.jpg)
results
ଭୁବନେଶ୍ୱର : ପ୍ରକାଶ ପାଇଲା ICSE ରେଜଲ୍ଟ। ଉଭୟ ଦଶମ ଓ ଦ୍ୱାଦଶ ପରୀକ୍ଷାର ଫଳାଫଳ ପ୍ରକାଶିତ ହୋଇଛି। ଦଶମରେ ପାସ୍ ହାର ୯୮.୫୧% ଥିବାବେଳେ, ଦ୍ୱାଦଶରେ ପାସ୍ ହାର ୯୬.୨୧ % ଥିବା ସୂଚନା ମିଳିଛି।
Advertisment
ଅଫିସିଆଲ ୱେବସାଇଟ୍ cisce.orgରେ ଉପଲବଧ ହେଉଛି ରେଜଲ୍ଟ। SMS ରେ ମଧ୍ୟ ରେଜଲ୍ଟ ମିଳିପାରିବ। ଏ ବର୍ଷ ଦ୍ୱାଦଶ ଶ୍ରେଣୀରେ ପ୍ରାୟ ୧୧ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଦଶମ ଶ୍ରେଣୀରେ ୧୬ ଲକ୍ଷରୁ ଅଧିକ ପିଲା ପରୀକ୍ଷା ଦେଇଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)