/odishatv-khabar/media/post_attachments/uploadimage/library/16_9/16_9_0/vlcsnap-error564_1626080920.jpg)
plus two cut off mark
ଭୁବନେଶ୍ୱର: ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ଆଜି ପ୍ରକାଶ ପାଇଛି। ୯୦ପ୍ରତିଶତ କଟ୍ ଅଫ୍ ମାର୍କ ସହ ବିଜ୍ଞାନରେ ରେଭେନ୍ସା ହାୟର ସେକେଣ୍ଡାରୀ ସ୍କୁଲ ଆଗରେ ରହିଛି। ସେହିପରି ୮୮. ୬୭% ସହ ଦ୍ୱିତୀୟରେ ଭୁବନେଶ୍ୱରର ବିଜେବି ହାୟର ସେକେଣ୍ଡାରୀ ସ୍କୁଲ ରହିଛି। ୮୭.୬୭% ସହ ତୃତୀୟରେ ବ୍ରହ୍ମପୁରର ସରସ୍ୱତୀ ବିଦ୍ୟାମନ୍ଦିର ରହିଛି।
Advertisment
କଳାରେ ୭୧.୧୭% ସହ ବିଜେବି ହାୟର ସେକେଣ୍ଡାରୀ ସ୍କୁଲ ଆଗରେ ରହିଥିବା ବେଳେ ୭୦.୧୭% କଟ୍ ଅଫ୍ ମାର୍କ ସହ ରେଭେନ୍ସା ହାୟର ସେକେଣ୍ଡାରୀ ସ୍କୁଲ ଦ୍ୱିତୀୟରେ ରହିଛି। କେନ୍ଦୁଝର ଜିଲ୍ଲା ସଇଁକୁଳ ପତିତପାବନ ହାୟର ସେକେଣ୍ଡାରୀ ସ୍କୁଲ ୬୮.୫% ସହ ତୃତୀୟରେ ରହିଛି।
ସେହିପରି ବାଣିଜ୍ୟରେ ୮୦.୬% ସହ ଗଞ୍ଜାମର ଗୋପାଳପୁର ହାୟର ସେକେଣ୍ଡାରୀ ସ୍କୁଲ ପ୍ରଥମରେ ରହିଛି। ୭୬.୧୭ ପ୍ରତିଶତ କଟ୍ ଅଫ୍ ମାର୍କ ସହ ଢେଙ୍କାନାଳ ଇଭିନିଂ ହାୟର ସେଙ୍କେଣ୍ଡାରୀ ସ୍କୁଲ ଦ୍ୱିତୀୟରେ, ୭୩.୩୩% ସହ ରେଭେନ୍ସା ହାୟର ସେକେଣ୍ଡାରୀ ସ୍କୁଲ ତୃତୀୟରେ ରହିଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)