/odishatv-khabar/media/post_attachments/uploadimage/library/16_9/16_9_0/ggghhhhjh_1626430338.jpg)
school
ମାଲକାନଗିରି : ମାଲକାନଗିରି ପଡ଼ିଆ SSD ହଇସ୍କୁଲରୁ ମାଟ୍ରିକ୍ ଗଣିତ OMR ସିଟ୍ ଗାଏବ ହେବା ଘଟଣାରେ ଆରମ୍ଭ ହୋଇଛି ବୋର୍ଡର କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା। ବୋର୍ଡର ନିର୍ଦ୍ଦେଶ କ୍ରମେ ପଡ଼ିଆ ଥାନାରେ ଏତଲା ଦିଆଯାଇଛି। ଏଥିରେ ବିଇଓ ପରୀକ୍ଷା କେନ୍ଦ୍ର ଅଧୀକ୍ଷକ, ଉପ-ଅଧୀକ୍ଷକ, ଅବଜରଭର ଓ ଜଣେ ପିଅନଙ୍କ ନାଁରେ ଦିଆଯାଇଥିବା ସୂଚନା ଦେଇଛନ୍ତି ବୋର୍ଡ ସଭାପତି ଜାହାନ ଆରା ବେଗମ। ପୁଲିସ ତଦନ୍ତ ସରିବା ପରେ ହିଁ ବୋର୍ଡ ଯାହା କିଛି କାର୍ଯ୍ୟାନୁଷ୍ଠାନ ନେବ ବୋଲି ସେ କହିଛନ୍ତି।
Advertisment
ସୂଚନାଯୋଗ୍ୟ ଯେ,ଗତକାଲି ପଡ଼ିଆ SSD ହାଇସ୍କୁଲରୁ ଗଣିତ ବିଷୟ ୧୦୮ଟି OMR ସିଟ୍ ଗାଏବ ହୋଇଯାଇଥିଲା।
ଏହାସହ ମଧ୍ୟ ପଢ଼ନ୍ତୁ : ପରୀକ୍ଷା ସରିବାର ୨୪ ଘଣ୍ଟା ନପୁରୁଣୁ OMR ସିଟ୍ ଗାଏବ
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)