Advertisment

ଯୁକ୍ତ ୨ ପରୀକ୍ଷା ପାଇଁ ତାରିଖ ଘୋଷଣା

ଭୁବନେଶ୍ୱର :  ଯୁକ୍ତ ୨ ପରୀକ୍ଷା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା ହୋଇଛି କାର୍ଯ୍ୟସୂଚୀ। ମାର୍ଚ୍ଚ ୭ରୁ ସାରା ରାଜ୍ୟରେ ହେବ +୨ ପରୀକ୍ଷା। ଏହା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ଦିନ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ହେବ। ମାର୍ଚ୍ଚ ୮ରୁ କଳା ବିଭାଗର ପରୀକ୍ଷା ଆରମ୍ଭ ହେବ। ଥିଓରୀ ପରୀକ୍ଷା ପୂର୍ବରୁ ପ୍ରାକ୍ଟିକାଲ ଓ ପ୍ରୋଜେକ୍ଟ କରାଯିବ। ଜାନୁୟାରୀ ୨୮ରୁ ଫେବୃୟାରୀ ୮ ଯାଏଁ ପ୍ରାକ୍ଟିକାଲ ହେବ ବୋଲି […]

author-image
Pradesh Pratyush
ଯୁକ୍ତ ୨ ପରୀକ୍ଷା ପାଇଁ ତାରିଖ ଘୋଷଣା

+2

ଭୁବନେଶ୍ୱର :  ଯୁକ୍ତ ୨ ପରୀକ୍ଷା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା ହୋଇଛି କାର୍ଯ୍ୟସୂଚୀ। ମାର୍ଚ୍ଚ ୭ରୁ ସାରା ରାଜ୍ୟରେ ହେବ +୨ ପରୀକ୍ଷା। ଏହା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ଦିନ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ହେବ। ମାର୍ଚ୍ଚ ୮ରୁ କଳା ବିଭାଗର ପରୀକ୍ଷା ଆରମ୍ଭ ହେବ।

Advertisment

ଥିଓରୀ ପରୀକ୍ଷା ପୂର୍ବରୁ ପ୍ରାକ୍ଟିକାଲ ଓ ପ୍ରୋଜେକ୍ଟ କରାଯିବ। ଜାନୁୟାରୀ ୨୮ରୁ ଫେବୃୟାରୀ ୮ ଯାଏଁ ପ୍ରାକ୍ଟିକାଲ ହେବ ବୋଲି ସ୍ଥିର ହୋଇଛି।

Advertisment
Advertisment