/odishatv-khabar/media/media_files/2026/02/24/murder-2026-02-24-14-25-50.jpg)
Murder Photograph: (OTV)
ନିଖୋଜ ମାଆ ପୁଅଙ୍କ ମୃତଦେହ ଉଦ୍ଧାର। ପ୍ରେମ ପାଇଁ ନିଜ ମା’ ଓ ଭାଇଙ୍କୁ ଯୁବତୀ ହତ୍ୟା କରିଥିବା ସନ୍ଦେହ। ଜୟପୁର କୋଟପାଡ଼ ଥାନା ଅଞ୍ଚଳର ଏକ କେନାଲ ନିକଟରୁ ବସ୍ତାରେ ବନ୍ଧା ହୋଇଥିବା ଅବସ୍ଥାରେ ଭାଇର ମୃତଦେହ ଉଦ୍ଧାର ହୋଇଛି। ଜୟନ୍ତଗିରି ନିକଟ କେନାଲରୁ ମାଆର ମୃତଦେହ ଉଦ୍ଧାର ହୋଇଛି।
Advertisment
ଗତ ୨୧ ତାରିଖରେ ମାଆ ପୁଅ ନିଖୋଜ ଥିବା ନେଇ ବୋରିଗୁମ୍ମା ଥାନାରେ ଅଭିଯୋଗ ହୋଇଥିଲା। ତେବେ ପ୍ରେମ ସମ୍ପର୍କକୁ ବିରୋଧ କରିବାରୁ ଝିଅ ପୁରୁଷ ବନ୍ଧୁ ସହ ମିଶି ମାଆ ଓ ଭାଇଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ।
ଏକ କେନାଲ ନିକଟରୁ ଭାଇର ମୃତଦେହ ଉଦ୍ଧାର
ବସ୍ତାରେ ବନ୍ଧା ହୋଇଥିବା ଅବସ୍ଥାରେ ଭାଇର ମୃତଦେହ ଉଦ୍ଧାର
ଜୟନ୍ତଗିରି ନିକଟ କେନାଲରୁ ମାଆର ମୃତଦେହ ଉଦ୍ଧାର
ପ୍ରେମ ପାଇଁ ମାଆ ଓ ଭାଇକୁ ଯୁବତୀ ଜଣଙ୍କ ମାରିଥିବା ସନ୍ଦେହ
ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ
୨୧ ତାରିଖରେ ବୋରିଗୁମ୍ମା ଥାନାରେ ମାଆପୁଅ ନିଖୋଜ ଅଭିଯୋଗ ହୋଇଥିଲା
Advertisment
Advertisment


Related Articles
Youth Congress Chief Held: ଏଆଇ ସମ୍ମିଳନୀରେ ସାର୍ଟ ଖୋଲି ପ୍ରତିବାଦ ଘଟଣା, ରାଷ୍ଟ୍ରୀୟ ଯୁବ କଂଗ୍ରେସ ସଭାପତି ଗିରଫ
POSTED

Water Fails to Contain Blaze: ପାଣିରେ ଆୟତ୍ତ ହେଉନି ନିଆଁ, ଫୋମ୍ ସାହାଯ୍ୟରେ ଲିଭାଇବାକୁ ଉଦ୍ୟମ ହେଉଛି : ଅଗ୍ନିଶମ ଡିଜି
POSTED

From Manipur to the World: ଭାରତୀୟ ସିନେମାକୁ ‘ବାଫଟା’ ସମ୍ମାନ, ବିଶ୍ବ ଦରବାରରେ ଚମକିଲା ମଣିପୁରୀ ଫିଲ୍ମ ‘ବୁଙ୍ଗ’
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)