Advertisment

Illegal Country Liquor Dens Demolished with Hammers: ହାତୁଡ଼ିରେ ବାଡ଼େଇ ଚୂନା କରିଦେଲେ ବେଆଇନ ଦେଶୀ ମଦ ଭାଟି

ମାଟିରେ ମିଶିଲା ବେଆଇନ ଦେଶୀ ମଦ ଭାଟି । ଚାଲିଲା ବୁଲଡୋଜର, ଭାଙ୍ଗିଲା ମଦ ମାଫିଆଙ୍କ ସିକ୍ରେଟ ଚାମ୍ବର। ଭୁବନେଶ୍ୱର ସାଲିଆସାହିରେ ଅବକାରୀ ଟିମ୍ ର ରେଡ୍ । ଏହି ସାହିରେ ବେଆଇନ ଭାବେ ଚୋରାମଦ କାରବାର ହେଉଥିବାର ଅଭିଯୋଗ ହୋଇ ଆସୁଥିଲା ।

author-image
Tapan Swain

ମାଟିରେ ମିଶିଲା ବେଆଇନ ଦେଶୀ ମଦ ଭାଟି  ।  ଚାଲିଲା ବୁଲଡୋଜର, ଭାଙ୍ଗିଲା ମଦ ମାଫିଆଙ୍କ ସିକ୍ରେଟ ଚାମ୍ବର ।  ଭୁବନେଶ୍ୱର ସାଲିଆସାହିରେ ଅବକାରୀ ଟିମ୍ ର ରେଡ୍ ।  

Advertisment
Illegal Country Liquor
Advertisment
Related Articles
Advertisment