Hotel Room Death Mystery Photograph: (OTV)
Advertisment
ବଲେଶ୍ବରରେ ହୋଟେଲ ରୁମ୍ ଭିତରେ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣାରେ ହଟିବ ସସପେନ୍ସ। ହୋଟେଲ ରୁମ୍ ଭିତରୁ ଯୁବକଙ୍କ ମୃତଦେହ ଘଟଣାରେ ଯୁବକ ଆକାଶ ମହାନ୍ତଙ୍କ ହତ୍ୟା ଘଟଣାରେ ଦୁଇ ଗିରଫ । ଆକାଶ ମହାନ୍ତଙ୍କ ସାଙ୍ଗ ରାମଚନ୍ଦ୍ର ସିଂ ଙ୍କ ସମେତ ଜଣେ ମହିଳା କୁ ଗିରଫ କରିଛି ସହଦେବ ଖୁଣ୍ଟା ଥାନା ପୁଲିସ । ହତ୍ୟାକାଣ୍ଡ ବେଳେ ଏହି ଦୁଇ ଜଣ ରୁମ୍ ଭିତରେ ରହିଥିଲେ । ନିଶାସକ୍ତ ଅବସ୍ଥାରେ ଗଣ୍ଡଗୋଳ ରୁ ଆକାଶ କି ହତ୍ୟା କରାଯାଇଥିବା ସୂଚନା ମିଳିଛି। ମହିଳାଙ୍କ ନାମ ଜେମାମଣି ସିଂ ବୋଲି ଜଣା ପଡ଼ିଛି। ଘଟଣାପରଠାରୁ ମହିଳା ଜଣଙ୍କ ଫେରାର ଥିଲେ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/29/hotel-room-death-mystery-2025-12-29-16-40-46.jpg)