/odishatv-khabar/media/media_files/2025/10/25/ganja-2025-10-25-16-45-47.jpg)
ganja Photograph: (OTV)
ଅଭିନବ ଉପାୟରେ ପୁରୀରେ ଗଞ୍ଜେଇ ଚୋରା ଚାଲାଣ। ପୁରୀ ରେଳ ଷ୍ଟେସନରୁ ଟ୍ରେନର ଟଏଲେଟ ଉପର ଛାତରେ ଗଞ୍ଜେଇକୁ ଅତି ସୁନ୍ଦର ଭାବରେ ସଜେଇ କରାଯାଉଛି ଚୋରା ଚାଲାଣ । ହେଲେ ଏନେଇ ଟେର ପାଉନି ଜିଆରପି କି ଆରପିଏଫ । କିଛିଦିନ ତଳେ ଏପରି ଅଭିନବ ଉପାୟରେ ଚୋରା ଚାଲାଣ କରୁଥିବା ସମୟରେ ପୋଲିସ ସନ୍ଦେହ କରି ଗୋଡାଇ ଗୋଡାଇ ଧରିଥିଲା। ୨ ଜଣଙ୍କୁ ଧରିବା ପରେ ପୁରା ଯୋଜନାର ପର୍ଦ୍ଦାଫାସ ହୋଇଛି । ସିନ ରିକ୍ରିସେନ ବେଳେ କେମିତି ସ୍କ୍ରୁ ଡ୍ରାଇଭରରେ ଟଏଲଟର ରୁଫଟପ୍ ଖୋଲି ଗଂଜେଇ ଚାଲାଣ କରୁଥିଲେ ଦେଖାଇଥିଲେ ଅଭିଯୁକ୍ତ। ପରେ ଏଜେଣ୍ଟଙ୍କୁ କୋଡ ସହ କେଉଁ ଟଏଲେଟରେ ରଖାଯାଇଛି ତାହା ସୂଚନା ଦେଉଥିଲେ। ଉତ୍ତରପ୍ରଦେଶ, ଦିଲ୍ଲୀ, ମୁମ୍ବାଇ, ଗୁଜୁରାଟ, ରାଜାସ୍ଥାନକୁ ଚୋରା ଚାଲାଣ ହେଉଥିଲା ଗଞ୍ଜେଇ। ...
Advertisment
ପୁରୀରୁ ଅଭିନୟ ଉପାୟରେ ଗଞ୍ଜେଇ ଚୋରା ଚାଲାଣ
ଟ୍ରେନରେ ହେଉଛି ଚାଲାଣ, ଟେର ପାଉନି ଜିଆରପି, ଆରପିଏଫ
ଟଏଲେଟ ଛାତରେ ଲୁଚାଇ ଚାଲାଣ କରୁଛନ୍ତି ମାଫିଆ
Advertisment



Related Articles
Police Officer Accused: ବାରମ୍ବାର ଦୁଷ୍କର୍ମ କରୁଥିଲେ ପୋଲିସ ଅଫିସର୍ , ହାତ ପାପୁଲିରେ ଲେଖା ଅଛି ଦୁଷ୍କର୍ମକାରୀର ନାଁ
POSTED

Mega Defence Deal: ଡରିବ ପାକିସ୍ତାନ...ଆହୁରି ଶକ୍ତିଶାଳୀ ହେବ ଭାରତୀୟ ସେନା
POSTED

Mobile Phone Battery Triggered Blaze: ଦୁର୍ଘଟଣାରେ ନିଆଁ ଦ୍ରୁତ ଗତିରେ ବ୍ୟାପି ସମ୍ପୂର୍ଣ୍ଣ ଜଳିଯାଇଥିଲା ବସ୍, କାରଣ ଥିଲା ମୋବାଇଲ୍ ଫୋନ୍ ବ୍ୟାଟେରୀ…
POSTED

Villagers Risk Lives : ଖାଲି ଭୋଟ ବେଳେ ଆସ, ଆମେ ମଲୁଣି...ଅଭିଶପ୍ତ ଜୀବନ କାଟୁଛନ୍ତି ଗ୍ରାମବାସୀ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)