/odishatv-khabar/media/media_files/2026/02/08/crime-2026-02-08-19-08-12.jpg)
CRIME Photograph: (OTV)
କଙ୍କଡାହାଡ଼ ଥାନା କମ୍ପୁଲେଇ ଗାଁରେ ଚାଞ୍ଚଲ୍ୟକର ଘଟଣା l ପାରିବାରିକ କଳହରୁ ପୁଅକୁ ଛୁରୀ ଭୁସି ହତ୍ୟା କଲା ବାପା l ଗତକାଲି କୌଣସି କାରଣରୁ ବାପା-ପୁଅଙ୍କ ମଧ୍ୟରେ ବଚସା ହୋଇଥିଲା l
Advertisment
ବଚସା ପରେ ହତ୍ୟାକାରୀ ବାପା ବିଭୂତି ସାହୁ ନିଶାସକ୍ତ ଅବସ୍ଥାରେ ଘରେ ପୁଅ କ୍ଷୀରୋଦକୁ ମାରିବା ପାଇଁ ଇଟା, ପଥର ଫିଙ୍ଗିଥିଲେ l ଯାହାକୁ ନେଇ କ୍ଷୀରୋଦ କଙ୍କଡାହାଡ଼ ଥାନାରେ ଅଭିଯୋଗ କରିଥିଲେ l ମାତ୍ର ଗତକାଲି ରାତିରେ ପୋଲିସ କ୍ଷୀରୋଦଙ୍କ ଅଭିଯୋଗକୁ ହାଲକା ଭାବେ ନେଇ କୌଣସି ତତ୍ପରତା ଦେଖାଇନଥିଲା l
ଆଜି ବିଭୂତି ନିଶାସକ୍ତ ଅବସ୍ଥାରେ ପୁଅକୁ ଛୁରୀ ଭୁସି ହତ୍ୟା କରିଛି l କାମାକ୍ଷାନଗର ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି ।
Advertisment
ପୁଅକୁ ଛୁରି ଭୁସି ହତ୍ୟା କଲା ବାପା
କଙ୍କଡ଼ାହାଡ଼ ଥାନା କମ୍ପୁଲେଇ ପୁରୁଣାସାହିରେ ହତ୍ୟାକାଣ୍ଡ
ପାରିବାରିକ କଳହରୁ ହତ୍ୟା, ଅଭିଯୁକ୍ତ ବାପା ଫେରାର୍
Advertisment


Related Articles
Missile Strike Fallout: ପାକିସ୍ତାନ ଭୋଲାରୀ ହ୍ୟାଙ୍ଗରର କ୍ଷତିଗ୍ରସ୍ତ ଛାତକୁ ଭାଙ୍ଗିଲା, ଅପରେସନ ସିନ୍ଦୂର ସମୟରେ ଭାରତ କରିଥିଲା କ୍ଷେପଣାସ୍ତ୍ର ମାଡ଼
POSTED

Past Haunts Present: ତିନି ସ୍ତ୍ରୀ, ୨୦୧୫ରେ ଲିଭ-ଇନ୍ ପାର୍ଟନରଙ୍କ ମୃତ୍ୟୁ... ତିନି ଭଉଣୀଙ୍କ ଆତ୍ମହତ୍ୟା ମାମଲାର ନୂଆ ମୋଡ଼
POSTED

Baba Vanga’s Forecast on Precious Metals: ସୁନା ଓ ରୁପା ଉପରେ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ସତ ହେଉଛି କି ? କାହିଁକି ଏତେ ଚର୍ଚ୍ଚା
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)